Latest Odisha News

BREAKING NEWS

Browsing Category

ମଧ୍ୟପ୍ରଦେଶ

Madhyapradesh

[ଭିଡିଓ] ମଝି ନଦୀରେ ନେଉଥିଲେ ସେଲ୍‌ଫି, ଆଉ ତା’ପରେ…

ମଧ୍ୟପ୍ରଦେଶ: ଏକ ଛାତି ଥରାଇଦେଲାଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଧ୍ୟପ୍ରଦେଶର ଚିନ୍ଦୱାରା ଜିଲ୍ଲାର ଦୁଇ ଜଣ ଯୁବତୀ ଫଟୋ ଉଠାଇ ନିଜ ମରଣକୁ ଡାକିଥିଲେ । ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଉଦ୍ଧାର ପାଇଥିଲେ । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ,…

ମଧ୍ୟପ୍ରଦେଶରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଭୋପାଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅରବିନ୍ଦ ଭଦୋରିଆଙ୍କ ପାଖରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲା ।…

କାନପୁର ଏନକାଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେ ଗିରଫ

ମଧ୍ୟପ୍ରଦେଶ: ପୋଲିସ ସହ ଲୁଚକାଳି ଖେଳ ସରିଲା । ଧରାଦେଲା କାନପୁର ଏନକାଉଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଆଜି ତାକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଛି । କାନପୁରରେ ୮ ଜଣ ପୋଲିସକୁ ହତ୍ୟା କରିବା ପରଠୁ ଫେରାର ଥିଲା । ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର…

ଯିଏ ନପିନ୍ଧିବ ମାସ୍କ, ସିଏ କରିବ କରୋନା ଡ୍ୟୁଟି

ମଧ୍ୟପ୍ରଦେଶ: ରାଜଧାନୀ ଭୋପାଳରେ କରୋନା କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ଏଣିକି ବାହାରକୁ ବାହାରିଲେ ଯାହା ମୁହଁରେ ମାସ୍କ ନଥିବ ତାକୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ । ଜରିମାନା ତ ଗଣିବ ତାସହ କରୋନା ଡ୍ୟୁଟି କରିବ । ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି ଭୋପାଳ ଜିଲ୍ଲାପାଳ ଅବିନାଶ…

ଦଶମ ଟପ୍ପର ୨୪ କିଲୋମିଟର ସାଇକେଲ ଚଳାଇ ଯାଉଥିଲେ ସ୍କୁଲ

ମଧ୍ୟପ୍ରଦେଶ: କଥାରେ ଅଛି ପରିଶ୍ରମ କେବେ ବୃଥା ଯିବନି । ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ । ଏକଥାକୁ ପ୍ରତିପାଦନ କରୁଛି କୁନି ଝିଅ ରୋଶନୀ ଭୋଦରିଆ । ଘର ମଧ୍ୟପ୍ରଦେଶରେ ଭିଣ୍ଡ ଜିଲ୍ଲାରେ । ଗାଁ ଅଜନୋଲ୍ । ଚଳିତବର୍ଷ ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କମାଲ କରିଛନ୍ତ ।…

ଶିବରାଜଙ୍କ କ୍ୟାବିନେଟରେ ୯ ଜ୍ୟୋତିରାଦିତ୍ୟ ସମର୍ଥକ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ । ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ…

ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଆନନ୍ଦିବେନ୍ ପଟେଲ

ଭୋପାଳ: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଆନନ୍ଦିବେନ୍ ପଟେଲ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଉତରପ୍ରଦେଶର ରାଜ୍ୟପାଳ ଥିବା ବେଳେ ତାଙ୍କୁ ମଧ୍ୟପ୍ରଦେଶ ରାଜାପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଗୁରୁବାର ମଧ୍ୟପ୍ରଦେଶ କ୍ୟାବିନେଟର ସମ୍ପ୍ରସାରଣ ହେବ । ଏହାକୁ ଆଖି ଆଗରେ…

ମଧ୍ୟପ୍ରଦେଶରେ ଗ୍ରାହକ ଦେବେ ଅଧା ବିଦ୍ୟୁତ ବିଲ୍

ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ସାଧାରଣ ଜନତାଙ୍କୁ ସୁହାଇଲା ଭଳି ଏକ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଲକଡାଉନ ସମୟରେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ମେ, ଜୁନ୍ ଓ ଜୁଲାଇରେ ବିଦ୍ୟୁତ ବିଲର ଅଧା ପରିମାଣ ପୈଠ କରିବେ । ବକେୟା ୨୨୫ କୋଟି ଟଙ୍କା…

ରାଜ୍ୟସଭା ନିର୍ବାଚନ : ଶିବରାଜଙ୍କ ରଣନୀତି, ନରୋତମଙ୍କ ଚାଲ କଂଗ୍ରେସକୁ ମାତ୍ ଦେଲା

ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟସଭାର ୩ଟି ସିଟ ପାଇଁ ନିର୍ବାଚନ ସରିଛି । କଂଗ୍ରେସ ୨ଟି ସିଟ୍ ହାତେଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହେଲା ଭଳି ଲାଗୁ ନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ରଣନୀତି ଓ ନରୋତମ ମିଶ୍ରଙ୍କ ଚାଲ କଂଗ୍ରେସକୁ ରୋକିପାରିଛି । ରିପୋର୍ଟ ମୁତାବକ…

ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ…