Latest Odisha News

BREAKING NEWS

Browsing Category

ମଧ୍ୟପ୍ରଦେଶ

Madhyapradesh

କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିଲେ

ଭୋପାଳ: କମଳନାଥ ସରକାରର ପତନ ପରେ ଶନିବାର କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିଛନ୍ତି । ବାଙ୍ଗାଲୋରରୁ ସମସ୍ତ ବିଧାୟକ ଦିଲ୍ଲୀରେ ପହଂଚିଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କୈଳାସ ବିଜୟବର୍ଗିୀ, ନରେନ୍ଦ୍ର ସିଂ ତୋମାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉପରୋକ୍ତ…

ଜାଣନ୍ତୁ, ମଧ୍ୟପ୍ରଦେଶର କମ୍ ଦିନର ମୁଖ୍ୟମନ୍ତ୍ରୀଙ୍କୁ…

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଇସ୍ତଫା ଦେବା ପରେ କଂଗ୍ରେସ ସରକାରର ଏଠାରେ ପତନ ଘଟିଛି । ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ରାଜନୀତିରେ କେଉଁ ମୁଖ୍ୟମନ୍ତ୍ରୀ ୫ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଅଳ୍ପ ଦିନ ରାଜୁତି କରଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ…

ଇସ୍ତଫା ଦେଲେ କମଳନାଥ; ଜ୍ୟୋତିରାଦିତ୍ୟ କହିଲେ ‘ସତ୍ୟମେବ ଜୟତେ’

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଥିବା ମହାସଙ୍କଟର ମହାସମାପ୍ତି ଘଟିବାକୁ ଯାଉଛି । ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ପଠାଇଦେଇଛନ୍ତି ।…

ଆସ୍ଥା ଭୋଟ ପୂର୍ବରୁ ୧୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଂଜୁର କଲେ ବାଚସ୍ପତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର କମଳନାଥ ସରକାର ସମ୍ମୁଖୀନ ହେବାକୁ ଯାଉଥିବା ଆସ୍ଥା ଭୋଟର ମାତ୍ର କିଛି ଘଣ୍ଟା ପୂର୍ବରୁ ବାଚସ୍ପତି ୧୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର କରିଥିବା ଜଣାପଡ଼ିଛି । ଗୁରୁବାର ବିଳମ୍ବିତ ରାତିରେ ବାଚସ୍ପତି ଏନ ପି…

୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଳନାଥଙ୍କୁ ପତ୍ର ଲେଖିଲେ ରାଜ୍ୟପାଳ

ଭୋପାଳ: ସୋମବାର ମଧ୍ୟପ୍ରଦେଶ ରାଜନୀତିର ନାଟକୀୟ ମୋଡ ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭା କାର୍ଯ୍ୟକାଳକୁ ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିଲା । ମାତ୍ର ପରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ସୋମବାର ଏକ ଚିଠିଲେଖି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଜଣାଇଛନ୍ତି ମାର୍ଚ୍ଚ ୧୭ ଅର୍ଥାତ୍ ମଙ୍ଗଳବାର…

ଆସ୍ଥା ଭୋଟ କରିବା ନେଇ ଚାପ ପକାଇଲା ବିଜେପି

ଭୋପାଲ: ଆସ୍ଥା ଭୋଟ କରିବା ନେଇ କମଲନାଥ ସରକାର ଉପରେ ପରୋକ୍ଷରେ ଚାପ ପକାଇଛି ବିଜେପି । ସୋମବାର ବିଧାନସଭାରେ ଆସ୍ଥା ଭୋଟ ଦେବା ଦରକାର ବୋଲି ମଧ୍ୟପ୍ରଦେଶ ବିଜେପିର ବିଧାୟକ ଦଳ ରାଜ୍ୟପାଳ ଲାଲଜି ଟଣ୍ଡୋନଙ୍କୁ ଭେଟି ଏହି ଦାବି କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଶିବରାଜ…

କଂଗ୍ରେସ ବିଧାୟକଙ୍କୁ ଆଣିବାକୁ ଯାଇ ମଧ୍ୟପ୍ରଦେଶ ମନ୍ତ୍ରୀ ପୋଲିସ ଦ୍ୱାରା ଗିରଫ; ଭାଇରାଲ୍ ହେଲା ଭିଡ଼ିଓ !

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ରାଜ୍ୟର ରାଜନୈତିକ ପରିସ୍ଥିତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ସିନ୍ଧିଆଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାର…

ଫ୍ଲୋର ଟେଷ୍ଟ ପାଇଁ ବିଜେପିର ଦାବୀ

ଭୋପାଳ: ମଧ୍ୟପ୍ରଦେଶର ସରକାର ଗଠନ କରିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଅପରପକ୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥନ ଇସ୍ତଫା ଦେବା ପରେ କଂଗ୍ରେସ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ମାର୍ଚ୍ଚ ୧୬ରେ ବିଜେପି ବିଧାନସଭାରେ ଫ୍ଲୋର ଟେଷ୍ଟ କରିବା…

ଭୋପାଳରେ ପହଞ୍ଚିବା ପୂର୍ବରୁ ସିନ୍ଧିଆଙ୍କୁ ବିରୋଧ; ପୋଷ୍ଟର ଫାଡିଲେ, କାଳି ବୋଳିଲେ

ଭୋପାଳ: କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଜି ଭୋପାଳରେ ଭବ୍ୟ ସ୍ୱାଗତ କରାଯିବ । ବିଜେପିର କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । କିନ୍ତୁ…

ଦିଗବିଜୟଙ୍କ ଘୋଡା ବ୍ୟାପାର ଅଭିଯୋଗରୁ ସିନ୍ଧିଆଙ୍କ ବିଜେପିରେ ସାମିଲ ପର୍ଯ୍ୟନ୍ତ ଘଟଣାକ୍ରମ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତି ଏବେ ସାରା ଭାରତକୁ ସରଗରମ କରି ରଖିଛି । ଆସନ୍ତୁ ଜାଣିବା ଦିଗବିଜୟ ସିଂଙ୍କ ଘୋଡା ବ୍ୟପାର ଅଭିଯୋଗରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ସାମିଲ ହେବାର ଘଟଣାକ୍ରମ- ୧. ମାର୍ଚ୍ଚ ୧: କୃଷକଙ୍କ ଋଣଛାଡ ନୀତି ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ…