Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ଜାଭେଦ-କଙ୍ଗନା ମୁହାଁମୁହିଁ , ଜାଭେଦଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ବାଇ : ବଲିଉଡ୍ ର ଫେମସ୍ ଗୀତିକାର ତଥା ଲେଖକ ଜାଭେଦ ଅଖତର ଓ ଅଭିନେତ୍ରୀ କଙ୍ଗନା ରଣାୱତ ମାନହାନୀ ମାମଲା ।ଏହି ମାମଲାର ଶୁଣାଣି ଆଜି ମୁମ୍ବାଇ ସ୍ଥିତ ଅନ୍ଧେରୀ କୋର୍ଟରେ ହୋଇଛି । ଜାଭେଦ କଙ୍ଗନାକୁ ଘରକୁ ଡାକି ଧମକ ଦେଇଥିବା ନେଇ କଙ୍ଗନା ରାଣାୱତ ଅଭିଯୋଗ ଆଣିଛନ୍ତି। କଙ୍ଗନା ରଣାୱତ…

“ବ୍ରେକ୍ ପଏଣ୍ଟ” ଦୁନିଆ ଜାଣିବ ଦୁଇ ଟେନିସ୍ ତାରକାଙ୍କ ଅଜଣା କାହାଣୀ

ମୁମ୍ବାଇ: ଖୁବଶୀଘ୍ର ଦୁଇ ଟେନିସ୍ ଷ୍ଟାର ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ଅଜଣା କାହାଣୀ ସାରା ବିଶ୍ୱ ଜାଣିବ । ରିଲିଜ୍ ଅପେକ୍ଷାରେ ରହିଛି ୱେବ୍ ସିରିଜ୍ ବ୍ରେକ୍ ପଏଣ୍ଟ । ୱେବ୍ ସିରିଜ୍‌ର ରିଲିଜ ତାରିଖ ଘୋଷଣା ହୋଇନଥିଲେ ବି ନିକଟରେ ଏହାର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ପ୍ରଥମ…

ବର୍ଷାରେ ବେହାଲ ସ୍ଥିତି, ଗୋଦାବରୀରେ ବଢୁଛି ଜଳ ସ୍ତର

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ବର୍ଷା ଯୋଗୁ ଚାରିଆଡେ ପାଣି ଜମି ରହିଛି । ଘର ଦ୍ୱାରରେ ମଧ୍ୟ ପାଣି ପଶିଯିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ନାସିକରେ ପ୍ରବଳ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି ଲୋକେ। ଘର ଦ୍ୱାରରେ ପାଣି ପଶି ଯାଇଥିବା ବେଳେ ପାଣି ଘେରରେ ବହୁ ଲୋକ…

ନିଆରା ଅନ୍ଦାଜରେ ଗଣେଶ ପୂଜା ପାଳିଲେ ବଲିଉଡ୍ ବେବୋ

ମୁମ୍ବାଇ : ଗଣେଶ ପୂଜା ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବଲିଉଡ୍ ଷ୍ଟାର କରିନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ନିଜ ଘରେ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ପୁଅ ତୈମୁର ମଧ୍ୟ ଗଣେଶଙ୍କ ପାଖରେ ହାତ ଯୋଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।କରିନା କପୁର…

ଚର୍ଚ୍ଚାରେ ଶିଳ୍ପାଙ୍କ ଇକୋ-ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ବଲିଉଡ୍ ବିୟୁଟି ଶିଳ୍ପା କିଣିଲେ ଗଣେଶ ମୂର୍ତ୍ତି । ଗଣେଶ ପୂଜା ପାଇଁ ମୁମ୍ବାଇ ଟାଉନ୍ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଶିଳ୍ପାସେଟ୍ଟୀ ମୁମ୍ବାଇ ମାର୍କେଟ ଯାଇ ଗଣେଶ ମୂର୍ତ୍ତି କିଣିଥିବା ଦେଖିବାକୁ ମିଳିଛି । ଶିଳ୍ପା ମୂର୍ତ୍ତି କିଣିବା ସମୟରେ ଶିଳ୍ପାଙ୍କୁ ଦେଖିବାପାଇଁ ମାର୍କେଟ…

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: "ହମ୍ ଆପକେ ହୈ କୌନ" ଭଳି ଫିଲ୍ମ ଓ "ସୁରଭି" ଭଳି ଟିଭି ସୋ' ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ…

ଜାଣନ୍ତୁ; ଦୀପିକାଙ୍କ ବିରୋଧରେ କେଉଁ ଅଭିଯୋଗ ଆଣିଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ରିଆଲିଟି ସୋ' "କୌନ ବନେଗୋ କରୋଡପତି"ର ସିଜିନ୍‌-୧୩ରେ କୌତୁକିଆ କଥା କହି ମେଗାଷ୍ଟାର ଅମିତାଭ ବଚ୍ଚନ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ଆଗାମୀ ଦିନରେ ସେଲିବ୍ରିଟି ଭାବେ ଦୀପିକା ପାଦୁକୋନ ଓ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫରାହ ଖାନ ମଧ୍ୟ ସୋ'ରେ ସାମିଲ ହେବେ । ଏ ନେଇ…

ମୁମ୍ୱାଇ ଉବୁଟୁବୁ: ବର୍ଷା ପରେ ଭୂସ୍ଖଳନରେ ୧୫ରୁ ଅଧିକ ମୃତ

ମୁମ୍ବାଇ: ବର୍ଷା ଆଣିଲା ବିଭୀଷିକା । ମୁମ୍ବାଇରେ ଜଳପ୍ରଳୟ । ଉବୁଟୁବୁ ସହର । ଜୁଆଡ଼େ ଗଲେ ଖାଲି ପାଣି ଆଉ ପାଣି । ରାସ୍ତାଘାଟରେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଲେଖାଏ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଲୋକଙ୍କ ଘରଦ୍ୱାରରେ ପଶିଛି ପାଣି । ରାସ୍ତାରେ ଯାଆସ କରିବା ମୁସକିଲ୍ ।…

ପ୍ରବଳ ବର୍ଷା ପରେ ମୁମ୍ବାଇରେ ଭୂସ୍ଖଳନ, ୧୦ ମୃତ

ମୁମ୍ବାଇ: ପ୍ରବଳ ବର୍ଷା ମୁମ୍ବାଇକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ପରେ ଭୂସ୍ଖଳନ । ମୁମ୍ବାଇର ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଭୂସ୍ଖଳନରେ ୧୦ ଜଣଙ୍କର ୧୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ଚାପି ହୋଇ ରହିଥିବା ଖବର ବି ଆସୁଛି । ୫-୬ଟି…

ମହାରାଷ୍ଟ୍ରରେ ୨୧ଟି ଡେଲଟା ପ୍ଲସ୍ କୋଭିଡ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ସେକେଣ୍ଡ ଓ୍ୱେଭ ଟେନସନ୍ ସରିନି । ତୃତୀୟ ଲହର ନେଇ ଆକଳନ ଭିତରେ ଛାନିଆ କଲାଣି ନୂଆ କରୋନାର ନୂଆ ଡେଲଟା ପ୍ଲସ୍ ଭାରିଆଣ୍ଟ । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟର ୨୧ଟି କୋଭିଟ୍ କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି ।…