Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

କିଏ ଦେଉଥିଲା ଅଙ୍କିତାଙ୍କ ଫ୍ଲାଟ୍‌ର ଇଏମ୍‌ଆଇ ?

ମୁମ୍ବାଇ: ଅଗଷ୍ଟ ୧୪ରେ ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଥିଲା । ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ED) କହିଥିଲା ମୁମ୍ବାଇର ମଲାଡ ସ୍ଥିତ ଅଙ୍କିତାଙ୍କ ୪.୫କୋଟି ଦାମର ଫ୍ଲାଟ୍‌ର ଇଏମ୍‌ଆଇ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ କଟୁଥିଲା ।…

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ଉଦୟୀମାନ କ୍ରିକେଟର୍ !

ମୁମ୍ବାଇ: ବହୁ ତର୍କବିତର୍କ ପରେ ଶେଷରେ ବାହାର ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ହେଲେ କ୍ରିକେଟ୍‌ର ଏହି ଫଟାଫଟ୍ ଫର୍ମାଟ୍ ଆରମ୍ଭ ହେବା ପୂର୍ବରୁ ଶୁଣିବାକୁ ମିଳିଛି ଦୁଃଖଦ ଖବର । ଆଇପିଏଲ୍‌ରେ ଚୟନ ନହେବାରୁ ମୁମ୍ବାଇର ଜଣେ ଉଦୟୀମାନ କ୍ରିକେଟର୍ ଆତ୍ମହତ୍ୟା…

ବଲିଉଡ ନୁହେଁ ଏବେ ଟଲିଉଡ୍ ଉପରେ ଅନନ୍ୟାଙ୍କ ଭରସା !

ମୁମ୍ବାଇ: କରୋନା ମହାମାରୀ ପାଇଁ ଅଟକି ପଡିଛି ସାରା ବିଶ୍ୱ । ଏମିତି ସ୍ଥିତିରେ ଭାରତର ଫିଲ୍ମ ଇଣ୍ଡଷ୍ଟ୍ରୀ ବି ଠପ୍ ପଡିଛି । କରୋନା ପୂର୍ବରୁ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଫାଇଟର୍‌ର ସୁଟିଂ ଚାଲିଥିଲା । ହେଲେ ଏବେ ତାହା ଅଧାରେ ପଡି ରହିଛି । ଏହି ଫିଲ୍ମରେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ନଜର…

ଆସୁଛି ଖିଲାଡି ଷ୍ଟାର ଅକ୍ଷୟଙ୍କ ନୂଆ ଫିଲ୍ମ !

ମୁମ୍ବାଇ: ଆଗାମୀ ଦିନରେ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ରକ୍ଷା ବନ୍ଧନ । ଏ ନେଇ ଖୋଦ ଅକ୍କି ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ଏହି ଫିଲ୍ମଟିକୁ ସେ ନିଜ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି । View this post on Instagram…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପାଟନା ଏସପିଙ୍କୁ କ୍ୱାରେଣ୍ଟାଇନରେ ରଖିଲା ବିଏମସି

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି ମୁମ୍ବାଇ ଓ ବିହାର ପୋଲିସ । ତଦନ୍ତ ପାଇଁ ମୁମ୍ୱାଇରେ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରେ ରଖି ଦେଇଛନ୍ତି ବିଏମସି ଅଧିକାରୀ । ଏହାକୁ ନେଇ ଦୁଇ ରାଜ୍ୟର ପୋଲିସ…

କାହା ହାତ ଧରିବେ ପୁନମ୍ ପାଣ୍ଡେ ?

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ । କେତେବେଳେ ଫିଲ୍ମରେ ବୋଲ୍ଡ ସିନ୍ ପାଇଁ ତ ପୁଣି କେତେବେଳେ ଚାରିଟି କଲେକ୍ସନ୍ କରିବା ଚକ୍କରରେ ଟପ୍‌ଲେସ୍ ସିନ୍ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ରିସେଣ୍ଟଲି ଏହି ହଟ୍ ବ୍ୟୁଟି ବିବାହ ପାଇଁ ଗୋଟିଏ ପାଦ ଆଗେଯାଇଛନ୍ତି ।…

ଚର୍ଚ୍ଚାରେ ଫିଲ୍ମ ବେଲ୍ ବଟମ୍‌ରେ ଅକ୍ଷୟ ଓ ଲାରା ଦତ୍ତାଙ୍କ କିର୍ଦାର !

ମୁମ୍ବାଇ: ଲକ୍‌ଡାଉନ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ବେଲ୍ ବଟମ୍‌ର ସୁଟିଂ ଆରମ୍ଭ ହେବ । ଫିଲ୍ମର ପୂରା ଟିମ୍ ଲଣ୍ଡନ ଅଭିମୁଖେ ବାହାରିବେ । ଏଥିରେ ଲାରା ଦତ୍ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ…

ସଲମାନଙ୍କ ପାଇଁ ଏକତାଙ୍କ ସହ କଣ୍ଟ୍ରାକ୍ଟ ଭାଙ୍ଗିଲେ ଗୌତମ ଗୁଲାଟୀ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନଙ୍କ ପାଇଁ ବିଗବସ ବିଜେତା ଗୌତମ ଗୁଲାଟୀଙ୍କ ବଡ ନିଷ୍ପତ୍ତି । ଏକତା କାପୁରଙ୍କଠାରୁ ତିନିତିନୋଟି ଫିଲ୍ମର ଅଫର ପାଇଥିଲେ ବି ଶେଷରେ ସଲମାନଙ୍କ ପାଇଁ ସେ ବାଲାଜୀ ମୋଶନ ପିକ୍ଚର୍ସ ସହ କଣ୍ଟ୍ରାକ୍ଟ ଭାଙ୍ଗିଛନ୍ତି । ତୁଝ୍ ସଙ୍ଗ୍ ପ୍ରୀତ ଲଗାୟେ ସଜନା ଓ…

ଶକୁନ୍ତଳା ଦେବୀରେ ବିଦ୍ୟା ବାଲାନ୍‌ଙ୍କ ହଟ୍‌କେ ଅନ୍ଦାଜ !

ଫିଲ୍ମ ଶକୁନ୍ତଳାରେ ମ୍ୟାଥେମାଟିସିଆନ୍ ଭୂମିକାରେ ନଜର ଆସିବେ ବଲିଉଡ ଆକ୍ଟ୍ରେସ୍ ବିଦ୍ୟା ବାଲାନ୍ । ଟ୍ରେଲର ରିିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଟିଜରଟିକୁ ଶେୟାର କରିଛନ୍ତି । View this post on Instagram…

ମୁମ୍ବାଇର ଧାରାଭୀ ବସ୍ତି କରୋନା ମୁକାବିଲାରେ ବିଶ୍ୱ ପାଇଁ ମଡେଲ

ସାରା ଦେଶ ଓ ବିଶ୍ୱରେ କରୋନା ମହାମାରୀ ପ୍ରକୋପ ଦେଖାଇ ଚାଲିଛି । କିନ୍ତୁ ମୁମ୍ବାଇର ଧାରାଭୀ ଅଞ୍ଚଳରେ ଭାଇରସର ଚେନରେ ବ୍ରେକରେ ଲାଗି ପାରିଛି । ସାରା ବିଶ୍ୱ ଆଗରେ ଧାରାଭୀ ମଡେଲକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏସିଆ ମହାଦେଶରେ ସବୁଠୁ ବଡ଼ ବସ୍ତି କୁହାଯାଉଥିବା ଏହି ଅଞ୍ଚଳରେ…