Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅସ୍ତ୍ରବିରତି ଭାଙ୍ଗିଲେ ଟ୍ରମ୍ପ! ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ରକ୍ତମୁଖା ଆମେରିକା; ୮୦ଟି ସାମରିକ ଘାଟି ଉପରେ…

ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଶୀତଳ ଯୁଦ୍ଧ ଏବେ ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତିର ଅନ୍ତ ଘଟିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ରଣନୀତିକ ଦୃଷ୍ଟିକୋଣରୁ…

Mother Decides Pregnancy: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ୍…ଗର୍ଭ ରଖିବେ ନା ଗର୍ଭପାତ କରିବେ? ନିଷ୍ପତ୍ତି…

ଭୋପାଳ: ଗର୍ଭ ଜାରି ରଖିବେ କି ଗର୍ଭପାତ କରିବେ, ଏହି ନିଷ୍ପତ୍ତି ନେବାର ଅଧିକାର କେବଳ ମହିଳାଙ୍କର। ଏଥିପାଇଁ ସ୍ୱାମୀଙ୍କ ସହମତି ଆବଶ୍ୟକ ନୁହେଁ। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ ମହିଳାଙ୍କ ପ୍ରଜନନ ଅଧିକାରକୁ ନେଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାମଲାଟି ଜଣେ…

AI Ransomware: ମଣିଷ ନୁହେଁ…ଟଙ୍କା ଖାଇଯିବ AI! ଆପଣଙ୍କ ତଥ୍ୟ ଚୋରି କରି, ଆପଣଙ୍କୁ କରିବ ବ୍ଲାକମେଲ୍…

ନୂଆଦିଲ୍ଲୀ: ଚାକିରି ଖାଇବା ପରେ ଏବେ ସିଧା ହ୍ୟାକିଂ କରିବ AI! ବିନା ହ୍ୟାକରରେ କଲା ସାଇବର ଆଟାକ୍! ଏପର୍ଯ୍ୟନ୍ତ କୁହାଯାଉଥିଲା କୃତ୍ରିମ ବୁଦ୍ଧିମତ୍ତା ବା AI ମଣିଷର କାମକୁ ସହଜ କରିବ। କିନ୍ତୁ ସମୟ ବଦଳିବା ସହ AIକୁ ନେଇ ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଯେଉଁ AIକୁ ନେଇ…

କେତନ ହତ୍ୟା ମାମଲାରେ ବଡ଼ ଖୁଲାସା: ସିଆ ଏବଂ ଚେତନଙ୍କ ‘ସିକ୍ରେଟ୍ ୱେଡିଂ’…

ପୁଣେ: ମହାରାଷ୍ଟ୍ରର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ପୋଲିସ ସୂତ୍ର ଅନୁଯାୟୀ, କେତନଙ୍କ ମଙ୍ଗେତର ସିଆ ଗୋଏଲ ମାତ୍ର ଚାରି ମାସ ପୂର୍ବରୁ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ବିବାହ କରିଥିଲେ। କେତନଙ୍କ ହତ୍ୟା ମାମଲାରେ ସିଆ ଏବଂ ଚେତନ ଚୌଧୁରୀ ଜେଲରେ…

ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍-ଅଧିକୃତ ଜାଭାରୁ ଇଣ୍ଡୋନେସିଆ ନେତାମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର…

Prambanan Temple: ହଜାର ବର୍ଷର ଐତିହ୍ୟକୁ ସଜାଇବ ଭାରତ, ଇଣ୍ଡୋନେସିଆର ପ୍ରମ୍ବାନନ ମନ୍ଦିରରେ ସଂରକ୍ଷଣ ପ୍ରକଳ୍ପର…

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କ ସହ ଯୋଗ୍ୟାକର୍ତ୍ତା ନିକଟସ୍ଥ ପ୍ରାୟ ୧୦୦୦ ବର୍ଷ ପୁରୁଣା ପ୍ରମ୍ବାନନ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଏହି ୟୁନେସ୍କୋ ବିଶ୍ୱ…

Gadkari dares E20 critics: ସମାଲୋଚକଙ୍କୁ ନୀତିନ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ, ‘କେଉଁଠି ଖରାପ ହୋଇଛି E20…

ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସମାଲୋଚକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। "E20 ପେଟ୍ରୋଲ ବ୍ୟବହାର କରି କେଉଁ କାର୍ ଖରାପ ହୋଇଛି? ଗୋଟିଏ ଉଦାହରଣ ଦେଖାନ୍ତୁ," ବୋଲି ସେ କହିଛନ୍ତି।…

ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟର କଲା ପଶ୍ଚିମବଙ୍ଗ ପୋଲିସ୍

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁରରେ ଜଣେ ନାବାଳିକାଙ୍କୁ ନାବାଳିକା ଏବଂ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳକୁ ଏନକାଉଣ୍ଟର କଲା ପଶ୍ଚି ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ପଚରାଉଚରା ସମୟରେ ପୋଲିସ ହାଜତରୁ ଖସିଯିବାକୁ ଚେଷ୍ଟା କରୁଥିଲା। ସୂଚନା…

ମଝି ଆକାଶରୁ ନିଖୋଜ କାର୍ଗୋ ପ୍ଲେନ୍ 

ତେହେରାନ: ଆରବ ସାଗର ଉପରେ ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର ରାତିରେ ନିଖୋଜ ହୋଇଯାଇଛି। ବିମାନଟି ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ସାରଜାହଜରୁ ଉଡ଼ାଣ ଭରିବା ପରେ ପାକିସ୍ତାନର କରାଚୀ ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ପାଞ୍ଚ ଜଣ କ୍ର୍ୟୁ ସଦସ୍ୟ ଥିଲେ। ବିମାନଟି ନିଖୋଜର…

ବଦ୍ରିନାଥ ମନ୍ଦିରର ଦାନ ଚୋରି ମାମଲା, କମିଟି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ନିଲମ୍ବିତ

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପରେ ବଦ୍ରିନାଥ ମନ୍ଦିରର ଦାନ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମନ୍ଦିର କମିଟି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଶୃଙ୍ଖଳା ଏବଂ…