Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କୁ ସମ୍ଭୋଧନ କଲେ ମୋଦି; ଗ୍ରୋ ମୋର୍, ଆଚିଭ ମୋର୍ ରୁ ଗଗନଯାନ ପର୍ଯ୍ୟନ୍ତ କହିଲେ ଏପରି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ସେ ମେଲବର୍ଣ୍ଣର ମାର୍ଭେଲ ଷ୍ଟାଡିୟମରେ ୩୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ "ଗ୍ରୋ ମୋର୍, ଆଚିଭ୍ ମୋର" ସ୍ଲୋଗାନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଭାରତ ଖୁବ୍…

ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ଏହି ଐତିହାସିକ ଚୁକ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଦୁଇ ଦେଶ ନିଜର ପ୍ରତିରକ୍ଷା ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ…

India & Australia Sign Uranium Pact:ଅଷ୍ଟ୍ରେଲିଆ ଭାରତକୁ ଯୋଗାଇବ ୟୁରାନିୟମ;ଭାରତ ପାଇଁ ଅଷ୍ଟ୍ରେଲିଆ ସହିତ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଗସ୍ତ ସମୟରେ ସେ ଅଷ୍ଟ୍ରେଲିଆ ସହିତ ୟୁରାନିୟମ ଯୋଗାଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହାକୁ ଭାରତ ପାଇଁ ଏକ ବଡ଼ ବିଜୟ ଭାବରେ ଗ୍ରହଣ କରାଯାଉଛି।…

ଟିଏମସିର ଫ୍ରିଜ୍ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ଦେଲେ ହାଇକୋର୍ଟ, ରଖିଲେ ଏହି ସର୍ତ୍ତ…

କୋଲକତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ବସ୍ତି । ଦଳର ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଅନୁମତି ଦେଲେ କୋଲିକତା ହାଇକୋର୍ଟ । ଏଥିରପାଇଁ ଏକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । କୋର୍ଟ ଦ୍ବାରା ନିଯୁକ୍ତ କରାଯାଇଥିବା ଏକ ଅଧିକାରୀଙ୍କ…

ସରକାରୀ ଚାକିରି ପାଇଁ ମା’କୁ ମାରିଦେଲେ…

ଜୟପୁର: ଜଣେ ୨୩ ବର୍ଷୀୟା ମହିଳା ତାଙ୍କ ସମ୍ପର୍କୀୟଙ୍କ ସହିତ ଷଡ଼ଯନ୍ତ୍ର କରି ସମ୍ପତ୍ତି ଏବଂ ଅନୁକମ୍ପାମୂଳକ ସରକାରୀ ଚାକିରି ପାଇବା ପାଇଁ ତାଙ୍କ ମାଆଙ୍କୁ ହତ୍ୟା କରିଛନ୍ତି। ଯାହା ପରେ ଅଭିଯୁକ୍ତ ହତ୍ୟାକାଣ୍ଡକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ…

ପ୍ରବଳ ବର୍ଷା ମଧ୍ୟରେ ମହାରାଷ୍ଟ୍ରର ଏହି ସ୍ଥାନରେ ଭୂମିକମ୍ପ ଅନୁଭୂତ

ମୁମ୍ବାଇ: ମହାରାଷ୍ଟ୍ରର ମରଠୱାଡାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ। ରିପୋର୍ଟ ଅନୁଯାୟୀ, ନାନ୍ଦେଡ ଏବଂ ହିଙ୍ଗୋଲି ଜିଲ୍ଲାରେ ରାତି ୧ଟା ୩୭ମି.ରେ ଭୂମିକମ୍ପ ଅନୁଭୂତ…

Pinaka LRGR: ଭାରତୀୟ ସେନାର ଫାୟାରପାୱାରରେ ବଡ଼ ବୃଦ୍ଧି, ‘ପିନାକା’ର ସଫଳ ପରୀକ୍ଷଣ, ଆଖି ପିଛୁଳାକେ…

ଚାନ୍ଦିପୁର: ଭାରତର ରକ୍ଷା ଶକ୍ତିକୁ ମିଳିଲା ବଡ଼ ବଳ ଶତ୍ରୁଙ୍କ ବିନାଶ ନିଶ୍ଚିତ କରିବ ସ୍ବଦେଶୀ ଅସ୍ତ୍ର! ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଦେଶର ରକ୍ଷା କ୍ଷମତାର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିଛି। ଡିଆରଡିଓ (DRDO) ବୁଧବାର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସ୍ୱଦେଶୀ ପିନାକା ଲଙ୍ଗ…

ଏୟାର ଷ୍ଟ୍ରାଇକ ପରେ ଆକ୍ଟିଭ କୁଏତ୍ ଏୟାର ଡିଫେନ୍ସ ସିଷ୍ଟମ୍…

ନୂଆଦିଲ୍ଲୀ: ଆମେରିକା ଆକ୍ରମଣର ଜବାବରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ବାହାରିନରେ କ୍ଷେପଣାସ୍ତ୍ର ସତର୍କତା ସାଇରନ୍ ବାଜିଥିଲା। ବାହାରିନ ସରକାର ଏହାର ନାଗରିକମାନଙ୍କୁ ତୁରନ୍ତ ଆଶ୍ରୟ ନେବାକୁ ଅନୁରୋଧ କରିଥିଲା। ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ ସ୍ପଷ୍ଟ କରିଛି ଯେ ଦେଶର…

ଥମୁନି ଯୁଦ୍ଧ! ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ ବିପଦରେ ପକାଇଛି। ଆମେରିକା ରାଷ୍ଟ୍ରପତି…

ମମତାଙ୍କ ଦଳ ଉପରେ ଇଡିର ବଡ଼ ଆକ୍ସନ୍: ଟିଏମସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକାଧିକ ସ୍ଥାନରେ ରେଡ୍, ବ୍ୟାଙ୍କ…

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜର ଆକ୍ସନ ନେବା ଆରମ୍ଭ କରିଛି। ଦଳର କିଛି ତୁଙ୍ଗ ନେତା ତଥା ସହଯୋଗୀଙ୍କ ସହ ଜଡିତ ଏକ ହାଇ-ପ୍ରୋଫାଇଲ୍ ମନି ଲଣ୍ଡରିଂ…