Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ, ୯ ମୃତ, ୨୦ ଗୁରୁତର

ଦମାସକସ୍କର: ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ…

ଇସ୍ରୋ ମୁଖ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍, ବଢିଲା ସୁରକ୍ଷା ବ୍ୟବସ୍ଥା…

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟାଳୟକୁ ମିଲିଲା ବୋମା ଧମକ । ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସମଗ୍ର ପରିସରରେ ପୋଲିସ ଓ ବମ୍ ସ୍କ୍ୱାଡ୍‌ର ଟିମ୍ ତଲାସି ଅଭିଯାନ ଆରମ୍ଭ କରିଥିଲେ ।…

କିଭ୍ ଉପରେ ଋଷର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ; ୧୫ରୁ ଅଧିକ ମୃତ, ୯୦ରୁ ଅଧିକ ଗୁରୁତର

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଉତ୍ତେଜନା ପୁଣିଥରେ ଏକ ଅତ୍ୟନ୍ତ ହିଂସାତ୍ମକ ସ୍ଥିତିରେ ପହଞ୍ଚିଛି । କିଭ୍ ଉପରେ ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ କରିଛି ଋଷ । ଗୁରୁବାର ରାତିରେ, ଋଷ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଘାତକ ଡ୍ରୋନ୍ ବ୍ୟବହାର କରି…

ISI handler Shahzad Bhatti: ISI ସହ ଜଡ଼ିତ ଆତଙ୍କବାଦୀ ନେଟୱାର୍କ ଠାବ;ଧାର୍ମିକ ସ୍ଥଳ ସହ ଥାନାର କରୁଥିଲେ ରେକି,…

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଦ୍ୱାରା ପରିଚାଳିତ ଏକ ଅନ୍ତଃ-ରାଜ୍ୟ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ କରିଛି। ସ୍ପେଶାଲ୍ ସେଲ୍ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି; ତିନି ଜଣଙ୍କୁ ପଞ୍ଜାବରୁ ଏବଂ ଜଣେ…

China’s Teesta Move: ତିସ୍ତା ନଦୀରେ ଚୀନର ଏଣ୍ଟ୍ରି! ବାଂଲାଦେଶ ପ୍ରକଳ୍ପକୁ ନେଇ କାହିଁକି ବଢ଼ିଲା ଭାରତର…

ନୂଆଦିଲ୍ଲୀ: ବାଂଲାଦେଶର ତୀସ୍ତା ନଦୀ ଉପରେ ପ୍ରସ୍ତାବିତ ବିକାଶ ପ୍ରକଳ୍ପ ପୁଣିଥରେ ଭାରତ, ବାଂଲାଦେଶ ଏବଂ ଚୀନ୍ ମଧ୍ୟରେ ରଣନୈତିକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଚୀନ୍ ସ୍ପଷ୍ଟ କରିଛି ଯେ ତୀସ୍ତା ପ୍ରକଳ୍ପରେ ଏହାର ଅଂଶଗ୍ରହଣ କେବଳ ବାଂଲାଦେଶର ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା…

Bengaluru Stone Quarry: ପଥର ଖାଦାନରେ ବଡ଼ ଅଘଟଣ; ପଥର ଖସି ୭ମୃତ

ନୂଆଦିଲ୍ଲୀ:ପଥର ଖାଦାନରେ ବଡ଼ ଅଘଟଣ। ବେଙ୍ଗାଲୁରୁରେ ଏକ ପଥର ଖାଦାନରେ ଶ୍ରମିକଙ୍କ ଉପରେ ପଥର ଖସି ପଡ଼ିଲା। ଗୁରୁବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମାଡାପଟ୍ଟାନା ନିକଟରେ ଏକ ପଥର ଖାଦାନରେ ପଥର ଧସି ପଡ଼ିବା ଫଳରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ,…

Panama Canal: ‘ପାନାମା କେନାଲ ଛାଡ଼ି ବଡ଼ ଭୁଲ କରିଥିଲା ଆମେରିକା’, ଚୀନକୁ ଟ୍ରମ୍ପଙ୍କ କଡ଼ା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପାନାମା କେନାଲ ପ୍ରସଙ୍ଗ ଉଠାଇ ଆମେରିକାର ପୂର୍ବ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ଉତ୍ତର ଡାକୋଟାର ମେଡୋରାଠାରେ ଥିବା ଥିଓଡୋର ରୁଜଭେଲ୍ଟ ପ୍ରେସିଡେନ୍ସିଆଲ ଲାଇବ୍ରେରୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାଷଣ ଦେଇ…

ତୃଣମୂଳ କଂଗ୍ରେସରେ କ୍ଷମତା ଯୁଦ୍ଧ: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ରେ ଦେଖାଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଏକ ୧୦ ଜଣିଆ…

Myanmar Cyber Trap: ୧୮ ଘଣ୍ଟା କାମ, ଇଲେକ୍ଟ୍ରିକ୍ ସକ୍… କାଳ ପାଲଟୁଛି ବିଦେଶ ଚାକିରୀ ସ୍ବପ୍ନ!

ମୁମ୍ବାଇ: ବିଦେଶରେ ମୋଟା ଦରମାର ଚାକିରି...ଆଉ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ । ହେଲେ ପଛରେ ଲୁଚିଛି ନର୍କ ଯନ୍ତ୍ରଣାର ଅକୁହା କଥା । ଏହି ସ୍ୱପ୍ନ ଏବେ ଅନେକ ଭାରତୀୟ ଯୁବକଙ୍କ ପାଇଁ ପାଲଟିଯାଇଛି ଦୁଃସ୍ୱପ୍ନ। ଥାଇଲ୍ୟାଣ୍ଡରେ ଚାକିରିର ପ୍ରଲୋଭନ ଦେଖାଇ ମିଆଁମାରର ସାଇବର ଠକ ଗ୍ୟାଙ୍ଗର ଏକ…

କାଲିଗଞ୍ଜରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଅଣ୍ଡାମାଡ଼: ଫେସବୁକ୍ ଲାଇଭ୍‌ରେ ଭିଡିଓ ସେୟାର କରି ବିଜେପିକୁ କଲେ…

ନଦୀୟା: ପଶ୍ଚିମବଙ୍ଗର ନଦୀୟା ଜିଲ୍ଲା କାଲିଗଞ୍ଜଠାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ଏକ ଦଳୀୟ ବୈଠକ ଚାଲିଥିବା ସମୟରେ ବିକ୍ଷୋଭକାରୀମାନେ ତାଙ୍କୁ ଘେରିଯାଇ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଉପରକୁ…