Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ ଅବସ୍ଥା: ସଲମାନଙ୍କୁ ଧମକ

ନୂଆଦିଲ୍ଲୀ: ପୁଣି ଅଭିନେତା ସଲମାନ ଖାନଙ୍କୁ ଧମକ । ହ୍ୱାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସୁରକ୍ଷିତ ରହିବା ପାଇଁ ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ ।…

ଏଠାରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍, ଖର୍ଚ୍ଚ ହେବ ୨ ହଜାର ୬୪୨ କୋଟି

ନୂଆଦିଲ୍ଲୀ: ମିଳିଲା ସବୁଜ ସଙ୍କେତ । ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍ । ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା। ଗତ ୧୬ ଅକ୍ଟୋବରରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।…

ରତନ ଟାଟାଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ନେଟିଜେନ୍ସ କହିଲେ କିଏ ହେବେ ହିରୋ…

ମୁମ୍ବାଇ: ୨୦୨୪ ମସିହା ଅକ୍ଟୋବର ୯ରେ ୮୬ବର୍ଷ ବୟସରେ ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ସାରା ଦେଶ ମ୍ରିୟମାଣ ହୋଇପଡିଥିଲା। ଏହି ସମୟରେ ଜି ମିଡିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ବଡ ଘୋଷଣା କରିଛି। ଏହି କମ୍ପାନୀ ଟାଟା ଗ୍ରୁପ୍ର…

ନସରାଲ୍ଲାହ ପରେ ସିନୱାର ବି ମୃତ !

ଗାଜା: ଗାଜାରେ ଏବେ ଇସ୍ରାଏଲ ପକ୍ଷରୁ କ୍ରମାଗତ ଆକ୍ରମଣ ଜାରୀ ରହିଛି । ଏକ ଅପରେଶନରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏବେ ଇସ୍ରାଏଲ ସେନା ଏହି ଆତଙ୍କବାଦୀମାନଙ୍କ ମଧ୍ୟରେ ହମାସ ଚିଫ ୟାହ୍ୱା ସିନୱାର ରହିଥିବା କହିଛି । ସିନୱାର ମୃତ୍ୟୁବରଣ କରିଛନ୍ତି କି ନାହିଁ ତାର ତଦନ୍ତ ଜାରୀ…

ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସର ୮ କୋଚ୍ ଲାଇନଚ୍ୟୁତ

ଅଗରତାଲା: ଆସାମର ଦିବାଲୋଙ୍ଗ ଷ୍ଟେସନରେ ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସ ଦିନ ପ୍ରାୟ ୩ଟା ୫୫ମି.ରେ ଲାଇନଚ୍ୟୁତ୍ ହୋଇଛି। ଖବର ଅନୁଯାୟୀ, ଇଞ୍ଜିନ ସମେତ ୮ଟି କୋଚ୍ ଲାଇନଚ୍ୟୁତ୍ ହୋଇପଡିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୁମଡିଙ୍ଗ ଡିଭିଜନ୍…

କର୍ମଜୀବୀ ମହିଳାଙ୍କ କ୍ୟାରିୟର ନଷ୍ଟ କରୁଛି କି ‘ବିବାହ’? 

ନୂଆଦିଲ୍ଲୀ: ଅନେକ ସମୟରେ କାର୍ଯ୍ୟରତ ଝିଅମାନଙ୍କୁ ଶୁଣିବାକୁ ପଡିଥାଏ ଯେ ସେମାନେ ଠିକ୍ ସମୟରେ ବିବାହ କରିବା ଉଚିତ୍। ବିବାହ ପରେ ଚାକିରି କରିବା କଣ ନିହାତି ଦରକାର। ପୁଣି ଚାକିରି ଅପେକ୍ଷା ଶିଶୁ ଏବଂ ପରିବାରର ମଧ୍ୟ ଯତ୍ନ ନେବା ଜରୁରୀ ଅଟେ। ଭାରତୀୟ ସମାଜରେ କର୍ମଜୀବୀ ମହିଳାଙ୍କୁ ଏଭଳି…

ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ନଭେମ୍ବର ୧୮ ସୁଦ୍ଧା ଶେଖ ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶେଖ ହସିନାଙ୍କ ବ୍ୟତୀତ ୪୫ ଜଣଙ୍କ…

କାହିଁକି ସଲମାନଙ୍କ ମରଣ ଚାହୁଁଛି ବିଷ୍ଣୋଇ ଗାଙ୍ଗ୍?

ମୁମ୍ବାଇ: ବଲିଉଡ ଦବଙ୍ଗ ହିରୋଙ୍କ ଜୀବନ ପ୍ରତି କଳା ବାଦଲ ହୋଇ ଛାଇ ରହିଛି ବିଷ୍ଣୋଇ ଗାଙ୍ଗ । କେମିତି ତାଙ୍କ ଜୀବନ ନେବ, ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛି । ଏହାରି ଭିତରେ ଏବେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଷ୍ଣୋଇ ଗାଙ୍ଗ ମାରିଥିବା ଦାବି କରିବା ପରେ ଏବେ ସଲମାନଙ୍କ ଅଡୁଆ…

ଭାରତରେ ୮୪ ଲକ୍ଷ ଲୋକଙ୍କ ଆକାଉଣ୍ଟ ବ୍ୟାନ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ମିଛ ଖବର ପ୍ରଚାର ଏବଂ ଅଶାଳୀନ ଶବ୍ଦ ବିରୋଧରେ ହ୍ବାଟସଆପ୍ କଡା ପଦକ୍ଷେପ ନେଇଛି । ମେଟାର ଏହି ପ୍ଲାଟଫର୍ମ ଏହାର ମାସିକ ରିପୋର୍ଟରେ କହିଛି ଯେ ଅଗଷ୍ଟରେ ଭାରତରେ ୮୪ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ପରିସ୍ଥିତିରେ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ…

ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା…