Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ନାଗରିକତାର ମୂଲ୍ୟ ମାତ୍ର ୧୦ ହଜାର ଟଙ୍କା !

କୋଲକାତା: ଦେଶରେ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହୋଇଛି। ଆଇନ ଅନୁଯାୟୀ କେତେ ଲୋକ ନାଗରିକତ୍ୱ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବଙ୍ଗଳାର ସିଲିଗୁଡ଼ିରେ ଭାରତୀୟ ନାଗରିକତ୍ୱ ପାଇବା ପାଇଁ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କାରେ ବିକ୍ରି ହେଉଛି। ନକଲି ଆଧାର…

ସାବାଡ ହେବେ ଶତ୍ରୁ: ନୌସେନାରେ ସାମିଲ ହେବ ଆଇଏନଏସ ତୁଶିଳ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା। କାରଣ ବହୁ ଦିନର ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଡିସେମ୍ବରରେ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ ତୁଶିଳ। ଫଳରେ ଶତ୍ରୁକୁ କଡା ଜବାବ ଦେବ ଭାରତୀୟ ସେନା। ସାବାଡ ହେବେ ଶତ୍ରୁ । ଡିସେମ୍ବର ୯ ତାରିଖରେ…

ଏଏମୟୁରେ କେବଳ ମୁସଲମାନଙ୍କ ସଂରକ୍ଷଣ ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟକୁ ନେଇ ମୁସଲମାନଙ୍କ ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ତର ପ୍ରଦେଶରେ  ରାଜନୀତି ଜୋର ଧରିଛି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଲିଗଡ଼ର ଖେର ଆସନରେ ନିର୍ବାଚନ ପ୍ରଚାର ସମୟରେ ଅଲିଗଡ଼ ମୁସିଲମ୍…

କଶ୍ମୀରର ବାରାମୁଲାରେ ୨୪ ଘଣ୍ଟାରେ ପୁଣି ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ପୁଣି ଏନକଉଣ୍ଟର ହୋଇଛି। ସୋପୋରର ରାମପୁର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁଯାୟୀ, ରାମପୁର ଅଞ୍ଚଳରେ…

ରାମ ମନ୍ଦିର ନିର୍ମାଣରେ ଲାଗିବ ଆହୁରି ୩ ମାସ, ସୂଚନା ଦେଲେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମ ମନ୍ଦିର ଜୁନ୍ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ନିର୍ମାଣରେ ଆହୁରି ୩ ମାସ ଅଧିକ ସମୟ ଲାଗିବ ଓ ଏହା ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପୁରା ହେବା ନେଇ ସୂଚନା ମିଳିଛି। ଅଯୋଧ୍ୟାରେ ଚଳିତ ବର୍ଷ ଆରମ୍ଭରୁ ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦୁବାଇରେ ଅନୁଷ୍ଠିତ ହେଲା ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଦୁବାଇ ଓଡ଼ିଆ ସମାଜ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟର ଠାରେ ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କ ଅମାନୁଷିକ କାର୍ଯ୍ୟ, ପେଟ୍ରୋଲ ଢାଳି ୫ କୁକୁର ଛୁଆଙ୍କୁ ଜାଳିଦେଲେ

ମେରଟ: ମେରଟରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି।ଏଠାରେ ପାଞ୍ଚଟି ବୁଲା କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜାଳି  ଦିଆଯାଇଛି। ଫଳରେ ସେମାନେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ପୋଲିସ ଦୁଇଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମହିଳାମାନେ ଦୁଇ…

ଝାଡ଼ଖଣ୍ଡରେ ଯୋଦ୍ଧାର ନାଁ କଳ୍ପନା

ନୂଆଦିଲ୍ଲୀ: ବର୍ଷେ ତଳେ ରାଜନୀତିର ଅ ଆ ଜାଣିନଥିଲେ । ଏବେ ରାଜନୀତି ମଇଦାନର ପୋଖତ ଖେଳାଳି । ତାଙ୍କ ଭାଷଣ ଶୁଣିବାକୁ ଖରାରେ ବି ଭିଡ ଲଗାନ୍ତି ଆଦିବାସୀ ମହିଳା, ତାଳିବର୍ଷାରେ ଅଭିବାଦନ ଜଣାନ୍ତି । କେତେବେଳେ ସାନ୍ତାଳୀ ତ କେତେବେଳେ ହିନ୍ଦୀରେ ଲୋକଙ୍କ ପାଇଁ କୁହନ୍ତି, ଲୋକଙ୍କ କଥା…

ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ…ଏମିତି ଧରାପଡିଲେ ସଇତାନ୍

ନୂଆଦିଲ୍ଲୀ: ଅସହାୟ ପୀଡିତା, ୩ ସଇତାନ୍ ଓ ଗଣଦୁଷ୍କର୍ମର ଭୟାବହ କାହାଣୀ। ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍ କରିବା ସହ ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅପରାଧ ପଛର କାହାଣୀ ଯେତିକି ଭୟାବହ ଅନୁସନ୍ଧାନ ବି ଥିଲା ସେତିକି…

୧୨ ବର୍ଷର ପୁରୁଣା ଲକି କାରକୁ ଅନ୍ତିମ ବିଦାୟ

ଅହମଦାବାଦ: ୧୨ ବର୍ଷର ପୁରୁଣା ଲକି କାରକୁ ଅନ୍ତିମ ବିଦାୟ।ଗୁଜୁରାଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜର ପୁରୁଣା କାରକୁ କବାଡିବାଲାକୁ ଦେବା ପରିବର୍ତ୍ତେ ଏହାର ଅନ୍ତିମ ସଂସ୍କାରର ଆୟୋଜନ କରିଛନ୍ତି। ଗୁଜୁରାଟର ଏକ କୃଷକ ପରିବାର ନିଜର ୧୨ବର୍ଷ ପୁରୁଣା…