Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ନିମ୍ନମାନର ଖାଦ୍ୟ ବିକ୍ରି କରୁଛନ୍ତି ପେପସିକୋ, ୟୁନିଲିଭର ଭଳି କମ୍ପାନୀ

ନୂଆଦିଲ୍ଲୀ: ପେପସିକୋ, ୟୁନିଲିଭର ଏବଂ ଡାନୋନ୍ ପରି ପ୍ୟାକେଜ୍ ଫୁଡ ବିକୁଥିବା ଖାଦ୍ୟ କମ୍ପାନୀଗୁଡିକ ଭାରତରେ ଅତି ନୀମ୍ନମାନର  ଖାଦ୍ୟଉତ୍ପାଦ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଏଟିଏନଆଇ ଗ୍ଲୋବାଲ୍ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀଗୁଡିକ ସ୍ୱଳ୍ପ ଆୟକାରୀ ଦେଶ ମାନଙ୍କରେ…

ଜଳୁଛି ମଧ୍ୟପ୍ରାଚ୍ୟ: ଲେବନାନର ପୁଣି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌, ୪୦ ମୃତ

ନୂଆଦିଲ୍ଲୀ: ଏବେ ବି ଜାରି ରହିଛି ମଧ୍ୟପ୍ରାଚ୍ୟ ସଂଘର୍ଷ। ଗାଜା ଓ ହେଜବୁଲ୍ଲା ସହ ସଂଘର୍ଷ ଜାରି ରଖିଛି ଇସ୍ରାଏଲ। ଇତିମଧ୍ୟରେ ଇସ୍ରାଏଲ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି। ଲେବନାନର ରାଜଧାନୀ ବେରୁଟ ସହର ଉପରେ କରିଛି ବୋମା ବର୍ଷା। ଲେବନାନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଅନେକ…

କୁକୁର ଖୋଜିକି ଦେଲେ ମିଳିବ ୫୦ ହଜାର ଟଙ୍କା

ଆଗ୍ରା: ‘ଆମ ପୋଷା କୁକୁର ହଜିଯାଇଛି । ଯିଏ ବି ତାକୁ ଖୋଜି ଆଣିବ ଆମେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାରରେ ଦେବୁ’ ଏମିତି କିଛି ଘୋଷଣା କରି ତାଙ୍କ ପୋଷା କୁକୁରକୁ ଖୋଜିଦେବା ପାଇଁ ସାହାର୍ଯ୍ୟ ମାଗିଛନ୍ତି ଦିଲ୍ଲୀର ଦମ୍ପତି । ଯିଏବି ସହୃଦୟ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ…

ମେଲାନିଆ ଟ୍ରମ୍ପଙ୍କ ଅଶ୍ଲୀଳ ଫଟୋ ଦେଖାଇଲା ଋଷ ଗଣମାଧ୍ୟମ

ନୂଆଦିଲ୍ଲୀ: ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଥିବା ବେଳେ ଋଷର ଭିନ୍ନ ଚିତ୍ର ଦେଖାଦେଇଛି। ଋଷର ଏକ ସରକାରୀ ଗଣମାଧ୍ୟମ ଚ୍ୟାନେଲ୍ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ନଗ୍ନ ଚିତ୍ର ପ୍ରସାରଣ କରିଥିଲା। ଋଷର…

‘ବୁଲଡୋଜର ନ୍ୟାୟ’ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକଙ୍କ ସ୍ୱରକୁ ସେମାନଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଧମକ ଦେଇ ଦମନ କରାଯାଇପାରିବ ନାହିଁ ଏବଂ ଆଇନର ନିୟମ ଅନୁଯାୟୀ “ବୁଲଡୋଜର ନ୍ୟାୟ” ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କାରଣ ଏହା ସଭ୍ୟ ସମାଜରେ ଅସ୍ୱୀକାର ଯୋଗ୍ୟ। ଅବସର ନେବା ପୂର୍ବରୁ…

ମହାରାଷ୍ଟ୍ରରେ ପ୍ରତିଶ୍ରୁତିର ପେଡି ଖୋଲିଲା ବିଜେପି: ଟାର୍ଗେଟରେ ମହିଳା, କୃଷକ, ଯୁବକ

ମୁମ୍ବାଇ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ମଇଦାନରେ ନିଜର ପାଓ୍ବାର ଶୋ କରୁଛନ୍ତି ବିଭିନ୍ନ ଦଳ । ଗୋଟେ ପଟେ ଭାଇ ଭାଇ ଲଢେଇ ଏଥରର ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ରୋଚକ କରିଥିଲା ବେଳେ ବିଜେପି ମଧ୍ୟ ଭୋଟରଙ୍କୁ ନିଜ ଆଡକୁ ଢଳିବାକୁ ଥୋପ ଫିଙ୍ଗିସାରିଛି । ମହାରାଷ୍ଟ୍ର…

ନିର୍ବାଚନ ପରେ ଆର୍ଥିକ ସଙ୍କଟରେ କମଲା ହାରିସ୍‌, ସହାୟତା କରିବେ କି ଟ୍ରମ୍ପ ?

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଆର୍ଥିକ ସଙ୍କଟରେ ଯୁଝୁଛନ୍ତି କମଲା ହାରିସ୍‌। କମଲା ହାରିସ୍‌ଙ୍କ ଉପରେ ରହିଛି ୨୦ ମିଲିୟନ ଡଲାରର ଋଣ। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ନିର୍ବାଚନ ପ୍ରଚାରରେ କମଲା ହାରିସ୍ ଖର୍ଚ୍ଚ କରିବା ପରେ ଏବେ ସେ ଆର୍ଥିକ ସଙ୍କଟ ଦେଇ ଗତି…

ଝାରଖଣ୍ଡରେ ରଣହୁଙ୍କାର ଭରିବେ ମୋଦି, କରିବେ ରୋଡ ଶୋ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଆଜି ଏହାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମଇଦାନକୁ ଓହ୍ଲାଇବେ । ଆଜି ପ୍ରଧାନମନ୍ତ୍ରୀ ମୋଦି ରାଞ୍ଚି ଠାରେ ମେଗା ରୋଡ…

ବିଜେପିର ରାଜନୈତିକ ଫସଲରେ ବଢୁଛି ରୋଗ, କୀଟନାଶକ ଦରକାର: ନୀତିନ ଗଡକରୀ

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ନୀତିନ ଗଡକରୀ ନିଜର ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ନିର୍ଭୀକ ଓ ସ୍ପଷ୍ଟବାଦୀ ବୟାନ ପାଇଁ ବେଳେ ବେଳେ ପ୍ରଶଂସିତ ହୁଅନ୍ତି ଏବଂ ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୁଅନ୍ତି। ସେ ନିଜ ଦଳ ବିଜେପିକୁ ମଧ୍ୟ ସମାଲୋଚନା କରିବାକୁ…

ମାନିଲାନି ଇସ୍କନ; କଲା ଅଦିନିଆ ରଥଯାତ୍ରା

ଭୁବନେଶ୍ଵର: ଏତେ ବିବାଦ ସତ୍ବେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ । ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ । ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଟାଣିଛି ଇସ୍କନ । ସୂଚନା…