Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା…

ଶୁକ୍ର ମିଶନ ନେଇ ତାରିଖ ଘୋଷଣା

ନୂଆଦିଲ୍ଲୀ: ଶୁକ୍ର ମିଶନ ନେଇ ତାରିଖ ଘୋଷଣା କରିଛି ଇସ୍ରୋ। ଶୁକ୍ର ଗ୍ରହ ପାଇଁ 'ଶୁକ୍ର ଅର୍ବିଟର୍ ମିଶନ୍' ଘୋଷଣା କରାଯାଇଛି। ଏହି ମିଶନ ୨୮ ମାର୍ଚ୍ଚ ୨୦୨୮ରେ ଆରମ୍ଭ ହେବ ଏବଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହି ମିଶନର ଲକ୍ଷ୍ୟ ହେଉଛି ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଭୂମି ଏବଂ…

ଅତି ଭୟଙ୍କର ରୋଗ ଦୂର କରେ ଏକ ବୋତଲ ବିଅର, ପଢନ୍ତୁ..

ନୂଆଦିଲ୍ଲୀ: ଏକ ବୋତଲ ବିୟରରେ ୮ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ଅଛି ଯାହା ଏକ ନୂତନ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ଥଣ୍ଡା ବିୟର ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଯେଉଁ ପୁରୁଷମାନେ ରାତିରେ ରାତ୍ରି ଭୋଜନ ସହିତ ଏକ ବୋତଲ ବିୟର…

ଜାତିସଂଘ ସଚିବଙ୍କୁ ବ୍ୟାନ କଲା ଇସ୍ରାଏଲ୍, ଦେଶରେ ପଶିପାରିବନି… 

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲ୍ ବ୍ୟାନ କରିଦେଇଛି। ଏହି ପ୍ରତିବନ୍ଧକ ପରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଆଉ ଇସ୍ରାଏଲ୍ ଯାଇପାରିବେ ନାହିଁ। ଏନେଇ ଇସ୍ରାଏଲ୍ କହିଛି ଯେ ଆଣ୍ଟୋନିଓ ଗୁଟେରସ ମିଳିତ ଜାତିସଂଘର…

ଆମାଜନ ନାମରେ ବଡ ଠକେଇ; ସାମ୍ନାକୁ ଆସିଲା ଚକିତ କଲାପରି ଖବର

ନୋଏଡା: ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ ନାମରେ ଏକ ନୂଆ ପ୍ରକାରର ଠକେଇ ଚାଲୁଥିବା ଖବର ସାମ୍ନାକୁ ଆସିଛି । ଡେଲିଭରି ବଏମାନେ ଏପରି ଜିନିଷ ନେଇକି ଗ୍ରାହକଙ୍କ ଘରେ ପହଂଚିଯାଉଛନ୍ତି ଯାହା ଗ୍ରାହକ ଅର୍ଡର କରିନାହାଁନ୍ତି । ଯେତେବେଳେ ଏହି ଡେଲିଭରି ବଏମାନେ ଲୋକଙ୍କ ଘରେ ପହଞ୍ଚୁଛନ୍ତି,…

ସ୍ୱଚ୍ଛ ଭାରତ ଅଭିଯାନ ନିଶ୍ଚିତ ଭାବରେ ସ୍ମରଣୀୟ ହୋଇ ରହିବ: ମୋଦୀ

ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ଅଭିଯାନକୁ ପୂରିଛି ୧୦ବର୍ଷ । ଦେଶବାସୀଙ୍କ ସହଯୋଗରେ ହିଁ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ଦିନର ଏହି…

ସଦଗୁରୁଙ୍କ ଆଶ୍ରମରେ ଯୁବତୀଙ୍କ ବ୍ରେନୱାସ?

ନୂଆଦିଲ୍ଲୀ: ବିବାଦରେ ସଦଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନ । ତଦନ୍ତ ପରିସରକୁ ଆସିଛି ଇଶା ଫାଉଣ୍ଡେସନ । ୧୫୦ ପୋଲିସ ଅଧିକାରୀ କୋଏମ୍ବାଟୁରରେ ଥିବା ଇଶା ଫାଉଣ୍ଡେସନ ଆଶ୍ରମରେ ପଶି ତନାଘନା କରିଛନ୍ତି । ଫାଉଣ୍ଡେସନ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଫୌଜଦାରୀ ମାମଲା ସଂପର୍କରେ…

୨୩ ବର୍ଷରେ ଶହିଦ ହୋଇଥିଲେ ଜବାନ ୫୬ ବର୍ଷରେ ମିଳିଲା ମୃତଦେହ..

ସିମଲା: ଅନେକ ଥର, ଆମେ ଜୀବନରେ ଏପରି ଘଟଣା ଦେଖୁ ଏବଂ ଶୁଣିଥାଉ ଯାହା ବିଶ୍ବାସ କରିବା କଷ୍ଟକର ହୋଇଯାଏ । କିନ୍ତୁ ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାର ନାନୌତ ଅଞ୍ଚଳର ଜଣେ ବାୟୁସେନା ଜବାନଙ୍କ ମୃତଦେହ ସିଆଚିନ୍ ଗ୍ଲେସିଅର୍ ନିକଟରୁ ପ୍ରାୟ ୫୬ ବର୍ଷ ପରେ ଉଦ୍ଧାର କରାଯାଇଛି । ଏହି ଘଟଣା…

କେକ୍ ଖାଉଥିଲେ ସାବଧାନ, ହୋଇପାରେ କର୍କଟ ପରି ମାରାତ୍ମକ ରୋଗ

ବେଙ୍ଗାଲୁରୁ: ଜନ୍ମଦିନ ହେଉ କି ବିଦାୟୀ ସମ୍ବର୍ଦ୍ଧନା । କେକ୍ ଆମ ଜୀବନରେ ସତେ ଯେପରି ଏକ ଜରୁରୀ ଜିନିଷ ଭାବରେ ସ୍ଥାନ ପାଇସାରିଲାଣି । ସେଲିବ୍ରେସନ ଯାହା ବି ହେଉ ନା କାହିଁକି। କେକ୍ କାଟି ସେଲିବ୍ରେସନ କରିବା ଯେମିତି ଆଜି କାଲିର ଯୁବପୀଢିଙ୍କ ପାଇଁ ଜରୁରୀ ହୋଇପଡିଛି । କିନ୍ତୁ ଆପଣ…

ପାଣି ଭିତରକୁ ଖସିପଡିଲା ବାୟୁସେନା ହେଲିକପ୍ଟର…

ପାଟନା: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ବନ୍ୟା ପାଣିକୁ ଖସିପଡ଼ିଛି । ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ ଯାଉଥିବାବେଳେ ହେଲିକପ୍ଟରଟି ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ…