Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ

ଜୟପୁର: ରାଜସ୍ଥାନର ଅନେକ ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ନେଇ ଚିଠି ପାଇବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇପଡିଛନ୍ତି। ହନୁମାନଗଡର ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ୟାର ଲାଲ ମୀନା କହିଛନ୍ତି ଯେ ହନୁମାନଗଡ ଷ୍ଟେସନ ମାଷ୍ଟରଙ୍କ ନିକଟକୁ କେହି ଅଜ୍ଞାତ ବ୍ୟକ୍ତି ଏକ…

ସଦଗୁରୁ ଜାଗୀ ବାସୁଦେବଙ୍କ ଇଶା ଫାଉଣ୍ଡେସନ ଆଶ୍ରମରେ ୧୫୦ ପୋଲିସ

ଚେନ୍ନାଇ: ସଦଗୁରୁ ଜାଗୀ ବାସୁଦେବଙ୍କ ଦ୍ୱାରା ପ୍ରତିଷ୍ଠିତ କୋଏମ୍ବାଟୁରର ଇଶା ଫାଉଣ୍ଡେସନର ଆଶ୍ରମରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ୧୫୦ ଜଣ ପୋଲିସ ଅଧିକାରୀ ଏବଂ ତିନିଜଣ ଡିଏସପିଙ୍କୁ ନେଇ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ଏହି ସର୍ଚ୍ଚ ଅପରେସନ…

ସ୍କୁଲ୍ ଫି ଦେବାରେ ବିଳମ୍ବ, ଛାତ୍ରଛାତ୍ରୀଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ୍

ଲକ୍ଷ୍ନୌ: ଠିକ୍ ସମୟରେ ସ୍କୁଲ୍ ଫି ଦେଲେନି ଅଭିଭାବକ। ଫଳରେ ଅଭିଭାବକମାନଙ୍କୁ ଶିକ୍ଷା ଦେବାକୁ ଯାଇ ପ୍ରିନ୍ସିପାଲ୍ ସ୍କୁଲ୍ ଫି ଦେଇନଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରୁ ବାହାର କରିଦେଲେ। ଟାଣ ଖରାରେ ଏବଂ ଅପମାନରେ ପିଲାମାନେ କାନ୍ଦି କାନ୍ଦି ମୁହଁ ଲୁଚାଉଥିବାର ଦେଖାଯାଇଥିଲା।…

ଓଡ଼ିଶାରେ ସରେଇକେଲା-ଖରସୁଆନର ମିଶ୍ରଣ’ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି/ଭୁବନେଶ୍ବର: ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳୀୟ ପ୍ରଚାର ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବା ପ୍ରସଙ୍ଗ ଉପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି । ଏକ…

ବାରଣାସୀରୁ କାହିଁକି ହଟାଯାଉଛି ସାଇବାବାଙ୍କ ପ୍ରତିମା

ବାରଣାସୀ: ବାରଣାସୀର ବିଭିନ୍ନ ମନ୍ଦିରରୁ ସାଇବାବାଙ୍କ ପ୍ରତିମାକୁ ହଟାଯାଉଛି। ପ୍ରଥମେ ସାଇବାବାଙ୍କ ମୂର୍ତ୍ତିକୁ କାଶୀ ବଡା ଗଣେଶ ମନ୍ଦିରରୁ ହଟାଇ ଦିଆଯାଇଥିଲା। ଏହାପରେ ପୁରୁଷୋତ୍ତମ ମନ୍ଦିରରୁ ବାବାଙ୍କ ପ୍ରତିମାକୁ ମଧ୍ୟ ହଟାଇ ଦିଆଯାଇଛି। ଏହି କାର୍ଯ୍ୟ ସନାତନ ରକ୍ଷକ ଦଳ କରୁଥିବା…

ନିର୍ବାଚନ ପୂର୍ବରୁ ପୁଣି ଥରେ ଜେଲ୍ ରୁ ବାହାରିଲା ରାମ ରହିମ

ଚଣ୍ଡିଗଡ: ପୁଣି ଥରେ ପାରୋଲରେ ବାହାରିଛି ରାମ ରହିମ । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ରେ ସଜା କାଟୁଥିବା ଡେରା ମୁଖ୍ୟ ରାମ ରହିମ ହରିୟାଣା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଜେଲ୍ ରୁ ବାହାରିଛି । ଆଜି ପୋଲିସର କଡା ସୁରକ୍ଷାବଳୟ ମଧ୍ୟରେ ସେ ଜେଲ୍‌ ରୁ ବାହାରି ଉତ୍ତରପ୍ରଦେଶ ସ୍ଥିତ…

ଗାଜା ଓ ଲେବାନନରେ ଚାଲିଛି ଯୁଦ୍ଧ, କିନ୍ତୁ ଇସ୍ରାଏଲ ଉପରେ କାହିଁକି ଆକ୍ରମଣ କଲା ଇରାନ?

ନୂଆଦିଲ୍ଲୀ: ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇରାନର ୯୦ ପ୍ରତିଶତ କ୍ଷେପଣାସ୍ତ୍ର ସଠିକ୍ ଟାର୍ଗେଟରେ ରହିଛି ବୋଲି ଦାବି କରାଯାଉଛି। ଏପ୍ରିଲରେ ଇରାନ ଶହ ଶହ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଇସ୍ରାଏଲ ଉପରେ ଆକ୍ରମଣ…

ଯୁଦ୍ଧର ଘନଘଟା ଭିତରେ ନ୍ୟୟର୍କରୁ ନୂଆଦିଲ୍ଲୀ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଉତ୍ତେଜନା କେବଳ ଅଶୋଧିତ ତୈଳ ଦରରେ ନିଆଁ ଲଗାଇଦେଇନାହିଁ ବରଂ ସୁନା ଦର ମଧ୍ୟ ବଢାଇ ଦେଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୨୭୦୦ ଡଲାର ପାଖାପାଖି ପହଞ୍ଚିଛି । ଅନ୍ୟପକ୍ଷରେ ଭାରତର ଫ୍ୟୁଚର ବଜାରରେ ସୁନା ଦର ଏକ ନୂଆ…

ଇରାନ ଓ ଇସ୍ରାଏଲ ଉପରେ ଭାରତ କେତେ ନିର୍ଭରଶୀଳ? ଯଦି ଯୁଦ୍ଧ ନଅଟକିଲା…

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ପୁଣି ଥରେ ଚରମ ସୀମାରେ ପହଞ୍ଚିଛି । ସପ୍ତାହ ଆରମ୍ଭରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ାଇ ଦେଇଛି। ଉଭୟଙ୍କ ସହ ଭାରତର ଭଲ ବ୍ୟବସାୟିକ ସମ୍ପର୍କ ରହିଛି। ବଢୁଥିବା ଉତ୍ତେଜନାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ଏପରି…

ବଡ଼ ଯୁଦ୍ଧର ଆଶଙ୍କା: ଇରାନର ଆକ୍ରମଣ ପରେ ଆମେରିକା ବି ଇସ୍ରାଏଲକୁ କଲା ସମର୍ଥନ; ଆଲର୍ଟରେ ସାରା ବିଶ୍ୱ

ଜେରୁଜେଲମ: ବଡ଼ ଯୁଦ୍ଧର ଆଶଙ୍କା। ଇରାନ ଇସ୍ରାଏଲ ଉପରେ ବିଳମ୍ବିତ ରାତିରେ ଆକ୍ରମଣ  କରିବା ପରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଛି। ଆଉ ଇସ୍ରାଏଲ ମଧ୍ୟ ଇରାନକୁ କଡା ଜବାବ ଦେବ ବୋଲି କହିଛି। ମଙ୍ଗଳବାର ସନ୍ଧ୍ୟାରେ 'ଅପରେସନ୍ ଟ୍ରୁ ପ୍ରମିସ୍-୨' ସମୟରେ ଇରାନ୍ ଇସ୍ରାଏଲ ଉପରକୁ ପାଖାପାଖି…