Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ଆଶିର୍ବାଦ, ଇରାକ ଓ ଇରାନ ଅଭିଶାପ; ଜାଣନ୍ତୁ କାହିଁକି ଏଭଳି କହିଲେ ନେତାନ୍ୟାହୁ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ଅଧିବେଶନରେ ଶୁକ୍ରବାର ଦିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱକୁ ଦୁଇଟି ମାନଚିତ୍ର ଦେଖାଇଛନ୍ତି। ସେଥିମଧ୍ୟରେ ସେ ସାଉଦି ଆରବ ଭଳି କେତେକ ଦେଶକୁ ଅଭିଶାପ ବୋଲି ବର୍ଣ୍ଣନା କରିଥିବାବେଳେ ମାନଚିତ୍ରରୁ ପାଲେଷ୍ଟାଇନ…

ସେହି ଦଇବ ଭରସା: ଜୀବନ ଟିକକ ପାଇଁ ଜୀବନକୁ ପାଣି ଛଡାଇ ଯିବାକୁ ପଡୁଛି…

ଅମରାବତୀ: କୁହନ୍ତିନି ପେଟ ପାଇଁ ସବୁ ନାଟ । ସେମିତି ଜୀବନ ଥିବା ଯାଏଁ ଏହି ମଣିଷ ସଂଘର୍ଷ କରିଥାଏ । କିପରି ବଞ୍ଚିବ ? ଯାହାର ଏକ ବିକଳ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିପରି ଜୀବନ ପାଇଁ ଜୀବନକୁ ବାଜିରେ ଲଗାଇ ମୃତ୍ୟୁ ଯନ୍ତାରେ ପାଦ ଥୋଇ ଯାଉଛନ୍ତି ଗାଁ ଲୋକେ…

ବିରାଟଙ୍କୁ ଦେଖିବାକୁ ୭ ଘଣ୍ଟାରେ ୫୮ କିମି. ସାଇକେଲ ଚଳାଇ ଆସିଲେ ୧୫ ବର୍ଷର ବାଳକ

କାନପୁର: କ୍ରିକେଟର ବିରାଟ କୋହଲିଙ୍କ ବହୁ ପ୍ରଶଂସକ ରହିଛନ୍ତି। ହେଲେ ଇଏ ହେଉଛନ୍ତି ଏଭଳି ଜଣେ ଫ୍ୟାନ ଯିଏ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଛନ୍ତି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍…

ସ୍ବାମୀ ମାନଙ୍କୁ ଅଳସୁଆ ଓ ବୋକା କହି କ୍ଷମା ମାଗିଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ 'ବିଗ୍-ବିଲିୟନ ଡେ ସେଲ୍' ଅଫର ଚାଲିଛି। କମ୍ପାନୀ ଏହି ବିକ୍ରୟକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଅନଲାଇନରେ ଅନେକ ବିଜ୍ଞାପନ ଭିଡିଓ ମଧ୍ୟ ସେୟାର କରିଥିଲା। ଏହାରି ମଧ୍ୟରେ ଗୋଟିଏ ବିଜ୍ଞାପନ ପାଇଁ କିନ୍ତୁ କମ୍ପାନୀକୁ କ୍ଷମା…

କୁଲଗାମରେ ଏନକାଉଣ୍ଟର:୨ ଆତଙ୍କବାଦୀ ମୃତ, ୪ ଜବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୪ ଜଣ ଯବାନଙ୍କ ସମେତ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

କଂଗ୍ରେସର ନିର୍ବାଚନୀ ଇସ୍ତାହାର; ମହିଳାଙ୍କୁ ମିଳିବ ମାସିକ ଦୁଇ ହଜାର ଟଙ୍କା, ବଢିବ ଭତ୍ତା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ଦିନ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସର ୪୦ ପୃଷ୍ଠାର ଇସ୍ତାହାରରେ ବିଭିନ୍ନ ଘୋଷଣା କରାଯାଇଛି। ଏଥିରେ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ଏବଂ ମହିଳାମାନଙ୍କୁ ପ୍ରତି…

ଇସ୍ରାଏଲ ଆକ୍ରମଣରେ ଗଲା ହିଜବୁଲ୍ଲା ମୁଖ୍ୟଙ୍କ ଜୀବନ!

ନୂଆଦିଲ୍ଲୀ: ଥମିବ କ’ଣ ଦିନକୁ ଦିନ ତେଜିବାରେ ଲାଗିଛି ହିଜବୁଲ୍ଲା ଓ ଇସ୍ରାଏଲ କନ୍ଦଳ । ଇସ୍ରାଏଲ ହିଜବୁଲ୍ଲା ଚିଫ୍ ହସନ ନସରଲ୍ଲାହଙ୍କୁ ନିହତ କରିଛି ବୋଲି ଦାବି କରିଛି ।  ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି । ଶୁକ୍ରବାର  ବିଳମ୍ବିତ ରାତିରେ…

ପ୍ରଥମ ଥର ପାଇଁ ଜମ୍ମୁକାଶ୍ମୀରରେ ସରକାର ଗଢିବ ବିଜେପି : ମୋଦୀ

ଶ୍ରୀନଗର: ଆସନ୍ତା ୧ ତାରିଖରେ ଜମ୍ମୁ କଶ୍ମୀରରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି l ବାନ୍ଦୀପୋରା, କୁପବାଡା, ବାରାମୁଳା, ଉଦ୍ଧମପୁର, ଜାମ୍ମୁ, ସାଂବା ଏବଂ କାଠୁଆ ଜିଲ୍ଲାର ମୋଟ 40ଟି ଆସନରେ ମତଦାନ ହେବ l ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏମ ଷ୍ଟାଡିୟମରେ ଆୟୋଜିତ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ରୁଜୁ ହେବ ମାମଲା । ଏନେଇ ନିର୍ଦ୍ଦେଶ ଦେଲେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ । ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ…

ଟିକେଟ୍ ବ୍ଲାକମାର୍କେଟିଂ ନେଇ ବୁକମାଇ ଶୋ’କୁ ସମନ

ମୁମ୍ବାଇ: ବୁକ୍ ମାଇ ଶୋ’ର ବୈଷୟିକ ହେଡ ଏବଂ ସିଇଓ ଆଶିଷ ହେମରାଜାନୀଙ୍କୁ କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ସମନ କରିଛି। ଉଭୟଙ୍କୁ ଶନିବାର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। ଆଇନଜୀବୀ ଅମିତ…