Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୟଙ୍କର ଖାଦ୍ୟ ସଙ୍କଟ; ଜୀବଜନ୍ତୁ ମାରି ଖାଇବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାମିବିଆରେ ଗତ ୧୦୦ ବର୍ଷ ମଧ୍ୟରେ ଇତିହାସର ସବୁଠାରୁ ଦୟନୀୟ ସ୍ଥିତି ଉପୁଜିଛି। ଭୟଙ୍କର ମରୁଡ଼ି ଯୋଗୁ ଏଠାରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିଛି। ଏହି ଦେଶର ନାଗରିକମାନେ ଦିନକୁ ଦୁଇଥର ଖାଇବାକୁ ପାଉ ନାହାଁନ୍ତି। ଲୋକମାନେ ଖାଦ୍ୟ ଖାଇବାକୁ ପାଉନଥିବା ବେଳେ ପାଣି ପିଇବାକୁ…

ଏତେ ଦିନ ଧରି ପାଣି ଭିତରେ ରହିପାରିବ ପଣ୍ଡୁବି ଆଇଏନଏସ ଆରିଘାତ…

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ପରମାଣୁ ପଣ୍ଡୁବି ଆଇଏନଏସ ଆରିଘାତ ଅନ୍ତର୍ଭୂକ୍ତ ହେବା ପରେ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଏହାର ସାହାଯ୍ୟରେ ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ସୁରକ୍ଷା ବୃଦ୍ଧିରେ ସହାୟକ ହେବ । ଏହି ବୁଡ଼ାଜାହାଜ କେ-୪ ପରି ବିପଜ୍ଜନକ କ୍ଷେପଣାସ୍ତ୍ର ସମେତ ଅନେକ…

୯ ବର୍ଷର ଝିଅ ‘ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅଫ୍ ଦି ଇୟର’ର ରନର୍ ଅପ୍

ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଫରିଦାବାଦରେ ରହୁଥିବା ଜଣେ ୯ ବର୍ଷୀୟ ଝିଅ 'ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅଫ୍ ଦି ଇୟର'ର ରନର୍ ଅପ୍ ହୋଇପାରିଛନ୍ତି। ଏହି ଝିଅଟିର ନାମ ଶ୍ରୀୟୋବି ମେହେଟ୍ଟା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଶ୍ରୀୟୋବି ନିଜ ପିତାଙ୍କ ସହିତ ଜାତୀୟ ଉଦ୍ୟାନ ବୁଲିବାକୁ…

ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌, ଘଣ୍ଟା ପ୍ରତି ବେଗ ରହିବ ୧୬୦ କିଲୋମିଟର

ନୂଆଦିଲ୍ଲୀ: ଭାରତୀୟ ରେଳ ଖୁବ୍ ଶୀଘ୍ର ବନ୍ଦେ ଭରତ ସ୍ଲିପର୍ ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି। ଦେଶର ସବୁଠାରୁ ଲଗ୍‌ଜରୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ଆହୁରି ଆରାମଦାୟକ ହୋଇଯିବ । ଲୋକମାନେ ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନ୍‌ରେ ଶୋଇକି ଯାତ୍ରାର ମଜା ନେଇ ପାରିବେ ।…

ଇଣ୍ଟରନେଟର ନଲେଜରୁ ଲକ୍ଷପତି, ୪୨ ଡିଗ୍ରୀ ତାପମାତ୍ରାରେ ସେଓ ଚାଷ କରି ମାଲେମାଲ୍‌ ଚାଷୀ

ବାରଣାସୀ: ବିଜ୍ଞାନ ଦୁନିଆରେ ଏତେ ଅଗ୍ରଗତି କରିଛି ଯେ ଅସମ୍ଭବ ମନେହେଉଥିବା କାର୍ଯ୍ୟଗୁଡିକ ସମ୍ଭବ ହୋଇପାରିଛି। କେବଳ ଫସଲକୁ ଉଦାହରଣ ଭାବେ ନିଅନ୍ତୁ, ବଜାରରେ ବିନା ଋତୁର ଫଳ କିମ୍ବା ପନିପରିବା ସବୁବେଳେ ଉପଲବ୍ଧ। ସେଓ ବିଷୟରେ କୁହାଯାଏ ଯେ ଏହା କେବଳ ହିମାଚଳ ପ୍ରଦେଶର ଶୀତଳ ଜଳବାୟୁରେ…

କେବେ ଭାବିଛନ୍ତି କି ଯଦି ଆମ ଦେଶରେ ହିମାଳୟ ପର୍ବତ ନଥାନ୍ତା ତେବେ କଣ ହୋଇଥାନ୍ତା…

ଭୁବନେଶ୍ୱର: ଭାରତୀୟ ଉପମହାଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପର୍ବତ୍ ମଧ୍ୟରୁ ହିମାଳୟ ଅନ୍ୟତମ l ଏହା କେବଳ ଭାରତର ଭୌଗୋଳିକ ଏବଂ ଜଳବାୟୁ ପରିଦୃଶ୍ୟକୁ ଆକାର ଦେଇନଥାଏ ବରଂ ଏହାର ଭୌଗୋଳିକ, ଜଳବାୟୁ ଏବଂ ସାଂସ୍କୃତିକ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l କିନ୍ତୁ…

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ଗୁଜବ। ଇଣ୍ଡିଗୋ ବିମାନ 6E 7308 ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ଏଭଳି ଖବର ମିଳିଥିଲା। ଯାହାପରେ ବିମାନଟିକୁ ନାଗପୁର ଡାଇଭର୍ଟ କରି ଦିଆଯାଇଥିଲା। 'ଇଣ୍ଡିଗୋ'ର ସୂଚନା ଅନୁଯାୟୀ, ନାଗପୁର ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଛି…

ଚାକିରି ଛାଡ, ନହେଲେ….

ନୂଆଦିଲ୍ଲୀ: ଶେଖ ହସିନା ସରକାରର ପତନ ପରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବଢିଚାଲିଥିବା ଅତ୍ୟାଚାରରେ ବିରାମ ଲାଗିନାହିଁ । ଦେଶରେ ସେନା ସହଯୋଗରେ ଗଠନ ହୋଇଥିବା ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସ ବାଂଲାଦେଶୀ ହିନ୍ଦୁମାନଙ୍କୁ ସୁରକ୍ଷା ପାଇଁ ଦେଇଥିଲେ ପ୍ରତିଶ୍ରୁତି । ହେଲେ…

ବଙ୍ଗୋପସାଗରରେ ଭୂକମ୍ପ, ତୀବ୍ରତା ୫.୧

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ରବିବାର ଦିନ ଭୂକମ୍ପ ହୋଇଛି। ଏହା ଯୋଗୁ ଭାରତର ଦକ୍ଷିଣ ଉପକୂଳରେ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ମାପ କରାଯାଇଥିଲା | ଏହି ଭୂକମ୍ପ ଲୋକମାନଙ୍କୁ ଥରାଇ ଦେଇଥିଲା, କିନ୍ତୁ ସୌଭାଗ୍ୟବଶତ କାହାର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ…

ପଦ ଛାଡିଲେ ଜେଡିୟୁ ନେତା କେ.ସି ତ୍ୟାଗି

ନୂଆଦିଲ୍ଲୀ: ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଲେ ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗି । ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରୀୟ ମୁଖପାତ୍ର ପଦ ଛାଡିଲେ ତ୍ୟାଗି । ତ୍ୟାଗିଙ୍କ ଇସ୍ତଫା ପରେ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନୂଆ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି । ଦଳର ମହାସଚିବ…