Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତର ମୃତ୍ୟୁ

ନୂଆଦିଲ୍ଲୀ: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କର ବୟସ ୩୨ ବର୍ଷ ଥିଲା। ତାଙ୍କୁ ଜମ୍ମୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନ୍ୟୁଜ୍ ଏଜେନ୍ସି…

ରାସ୍ତାରେ ଯାଉଥିବା ବୃଦ୍ଧଙ୍କ ମୁହଁରେ ସ୍ନୋ ସ୍ପ୍ରେ କଲେ ଯୁବକ, ବାନ୍ଧିଲା ପୋଲିସ

ଝାନ୍ସୀ: ଝାନ୍ସୀରେ ଜଣେ ଯୁବକ ସୋସିଆଲ ମିଡିଆରେ ରିଲ୍ସ କରିବାକୁ ଯାଇ ରାସ୍ତାରେ ଯାଉଥିବା ବୃଦ୍ଧଙ୍କ ମୁହଁରେ ସ୍ନୋ ସ୍ପ୍ରେ କରିବାକୁ ପଛାଇ ନାହାଁନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକ ନିଜ ବନ୍ଧୁଙ୍କ ସହ ବାଇକରେ ଆସିଥିଲେ ଏବଂ ବୃଦ୍ଧଙ୍କ ମନା ସତ୍ତ୍ବେ ତାଙ୍କ ଉପରକୁ ସ୍ନୋ ସ୍ପ୍ରେ…

ଯୁଦ୍ଧରେ ପଡିବ କି ପୂର୍ଣ୍ଣଚ୍ଛେଦ? ପୁଣି ଜେଲେନସ୍କିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ରୁଷ- ୟୁକ୍ରେନ ଯୁଦ୍ଧରେ ପଡିବ କି ପୂର୍ଣ୍ଣଚ୍ଛେଦ? ସମାଧାନ କରିଦେବେ କି ପ୍ରଧାନମନ୍ତ୍ରୀ ମୋଦି । କାରଣ ପୁଣି ଥରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଦିମିର୍ ଜେଲେନସ୍କିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଗସ୍ତରେ ଯାଇଥିବା ବେଳେ ନ୍ୟୁୟର୍କରେ ମୋଦି…

ଜମି ଦୁର୍ନୀତି ମାମଲରେ ସିଦ୍ଧରମୈୟାଙ୍କୁ ଝଟ୍‌କା, ହାଇକୋର୍ଟରେ ଆବେଦନ ଖାରଜ

ବେଙ୍ଗାଲୁରୁ: ଜମି ଦୁର୍ନୀତି ମାମଲରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟଙ୍କ ତରଫରୁ ବଡ଼ ଝଟକା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଆବେଦନରେ ଦର୍ଶାଯାଇଥିବା…

ମଙ୍କିପକ୍ସର ‘କ୍ଲେଡ ୧’ ଭାରିଆଣ୍ଟ କେତେ ମାରାତ୍ମକ, ଜାଣନ୍ତୁ

ନୂଆଦିଲ୍ଲୀ: ମଙ୍କିପକ୍ସର 'କ୍ଲେଡ ୧' ଭାରିଆଣ୍ଟର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି। କେରଳର ମାଲାପୁରମ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସର କ୍ଲେଡ୍ ୧ ବି ଷ୍ଟ୍ରେନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଯୁବକ ଜଣକ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଫେରିଥିଲେ।…

ପ୍ରସାଦରେ ପଶୁ ଚର୍ବି ପରେ ଏବେ ତମ୍ବାକୁ, ତେଜୁଛି ବିବାଦ

ଅମରାବତି: ତିରୁପତି ମନ୍ଦିର ପ୍ରସାଦ ନେଇ ଏବେ ତାତିଛି ଆନ୍ଧ୍ରପ୍ରଦେଶ ରାଜନୀତି । ଶାସକ ଓ ବିରୋଧୀ ଏହାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ହୋଇଛନ୍ତି । ଭକ୍ତଙ୍କ ଆବେଗଭ ମଧ୍ୟ ଏଥିରେ କୁଠାରଘାତ ହୋଇଛି । ଆନ୍ଧ୍ରର ନାଇଡୁ ସରକାର ତିରୁପତି ମନ୍ଦିର ପ୍ରସାଦ ତିଆରିରେ ଘିଅ ବଦଳରେ ଫିସ ଅଏଲ ଓ…

ନୂଆ ରେକର୍ଡ ରଚିଲା ସେୟାର ମାର୍କେଟ: ସେନସେକ୍ସ ୮୫ହଜାର ପାର୍

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ରଚିଲା ଇତିହାସ । ପ୍ରଥମ ଥର ୮୫ ପାର୍ କଲା ସେନସେକ୍ସ । ନିଫ୍ଟି ବି ଭାଙ୍ଗିଲା ରେକର୍ଡ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନସେକ୍ସ ଦ୍ରୁତ ଗତିରେ ବଢି ୮୫ ହଜାର ୪୧ ଦଶମିକ ୩୪ ଛୁଇଁଛି । ଯାହା କି ଅଲ ଟାଇମ୍ ରେକର୍ଡ । ଆଉ ଏହା ବି ପ୍ରଥମ ଥର ହେଇଛି…

କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ: ମୋଦି ଓ ବାଇଡେନଙ୍କୁ ମମତାଙ୍କ ପ୍ରଶଂସା

କୋଲକାତା: ଭାରତ ଓ ଆମେରିକା ମଧ୍ୟରେ ସେମିକଣ୍ଡକ୍ଟର ନିର୍ମାଣ ଦିଗରେ ଏକ ବଡ଼ ଡିଲ୍‌ ହୋଇଛି। ୟୁଏସ୍‌ ସ୍ପେସ୍‌ ଫୋର୍ସ କୋଲକାତାରେ ଏକ ନୂଆ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବ। ଏଥିସହ ସୁରକ୍ଷିତ ବୈଶ୍ୱିକ ସ୍ୱଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳା ବନାଯିବ ଉପରେ ଚର୍ଚ୍ଚା ହୋଇଛି। ଏହି ପ୍ରକଳ୍ପ…

ହିଜବୁଲ୍ଲାର ୮୦୦ ଆଡ୍ଡା ଧ୍ୱଂସ: ୪୯୨ ମୃତ

ତେଲ୍ ଆଭିଭ୍/ବିରୁଟ: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହିଜ୍‌ବୁଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ କ୍ରମାଗତ ରକେଟ୍‌ ମାଡ କରିଛି। ଲେବାନନ୍‌ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୫…

ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଚିହ୍ନଟ। କେରଳର ମାଲାପୁରମ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସର କ୍ଲେଡ୍ ୧ ବି ଷ୍ଟ୍ରେନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଯୁବକ ଜଣକ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଫେରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ଯବସ୍ଥା…