Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲେବାନନ ଉପରେ ୩୦୦ରୁ ଊର୍ଦ୍ଧ୍ୱ ମିସାଇଲ ଆକ୍ରମଣ କଲାଣି ଇସ୍ରାଏଲ

ନୂଆଦିଲ୍ଲୀ: ଲେବାନନ ଓ ଇସ୍ରାଏଲ ମଧ୍ୟରେ ଉପୁଜିଥିବା ସଂଘର୍ଷ ତୀବ୍ର ହେବାରେ ଲାଗିଛି । ସୋମବାର ଇସ୍ରାଏଲ ୩୦୦ରୁ ଊର୍ଦ୍ଧ୍ୱ ମିସାଇଲ ଲେବାନନ ଉପରେ ଆକ୍ରମଣ କରିଛି । ଏଥିରେ ୧୮୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏହି ଆକ୍ରମଣ ପରେ ଲେବାନନରେ ୨ ଦିନ ପାଇଁ…

ପୁଣି ରେଳ ଟ୍ରାକରୁ ମିଳିଲା ୯ଟି ଲୁହା ରଡ୍

ନୂଆଦିଲ୍ଲୀ: ସାରା ଦେଶରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରିବା ପାଇଁ ଷଡଯନ୍ତ୍ର ଚାଲିଛି। କେତେକ ସ୍ଥାନରେ ରେଳ ଟ୍ରାକରେ ବଡ ପଥର ମିଳୁଥିବା ବେଳେ ଆଉ କେତେକ ସ୍ଥାନରେ ସିଲିଣ୍ଡର ଜବତ କରାଯାଇଛି। ଏହାରି ମଧ୍ୟରେ ବଠିଣ୍ଡା ଟ୍ରାକରେ ଲୁହା ରଡ୍ ପଡ଼ିଥିବାର ଦେଖିବାକୁ ମିଳିଛି। ଦିଲ୍ଲୀରୁ…

ଭାରତରେ ଧନୀଙ୍କ ଯୋଗୁଁ ବଢିଛି ମହଙ୍ଗା ମଦର ବିକ୍ରି

ନୂଆଦିଲ୍ଲୀ: ଭାରତର ବଢୁଥିବା ଧନୀ ଶ୍ରେଣୀ ଲୋକଙ୍କ ପାଇ ଦାମୀ ମଦ ବିକ୍ରିରେ ଅଭିବୃଦ୍ଧି ଘଟିଛି। ସ୍ୱିଜରଲ୍ୟାଣ୍ଡର ଜଣେ ଅନୁସନ୍ଧାନକାରୀଙ୍କ ଅନୁଯାୟୀ ସ୍କଚ୍ ହ୍ୱିସ୍କି ଏବଂ ସଫ୍ଟ ୱାଇନ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି, ଯାହା ଆମେରିକା ଏବଂ ଚାଇନାରେ ବ୍ୟବହାର…

ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼

ବାଗପାତ: ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମେରଟ ଅନ୍ତର୍ଗତ ବାଗପାତରେ। ସୂଚନା ଅନୁଯାୟୀ, ୟୁପିରେ ଜଣେ ଯୁବକ ୬ବର୍ଷର କୁନି ଝିଅକୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ଏପରିକି ତା'ର ପୋଷାକ ଖୋଲି…

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଲେ ଅତିଶି, ତଥାପି ଖାଲି ପଡିଲା କେଜ୍ରିୱାଲଙ୍କ ଚେୟାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପ୍ରଥମ ଥର ପାଇଁ ସେ ଦିଲ୍ଲୀ ସଚିବାଳୟରେ ପହଞ୍ଚିଥିଲେ ମଧ୍ୟ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଚେୟାରରେ ବସି ନଥିଲେ। ବରଂ…

ପର୍ଣ୍ଣୋଗ୍ରାଫି ଦେଖୁଥିଲେ ଯିବେ ଜେଲ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ l ଏଣିକି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡିତ ଜିନିଷ ଡାଉନଲୋଡ କରିବା କିମ୍ବା ନିଜ ପାଖରେ ରଖି ଦେଖିଲେ ନିଆଯିବ କଡା…

ତିରୁମାଲା ମନ୍ଦିରରେ ଶୁଦ୍ଧିକରଣ

ତିରୁମାଲା: ତିରୁପତି ବାଲାଜି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରିତ ହେଉଥିବା ସ୍ପଷ୍ଟ ହେବା ପରେ ଜାରି ରହିଛି ବିବାଦ। ଏହାରି ମଧ୍ୟରେ ତିରୁପତି ବାଲାଜି ମନ୍ଦିରର ଶୁଦ୍ଧିକରଣ କରାଯାଉଛି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।…

ଜଳପ୍ରପାତରେ ଭାସିଯାଇ ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ

ମାଲକାନିଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ମୃତ। ଜଣେ ଛାତ୍ର, ଜଣେ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ସୀମାନ୍ତ…

ଭାରତ ଫେରିବ ଚୋରି ହୋଇଥିବା ପ୍ରାୟ ୨୯୭ ମୂଲ୍ୟବାନ ପୁରୁଣା ସାମଗ୍ରୀ

ନୂଆଦିଲ୍ଲୀ: ଭାରତ ଫେରିବ ଚୋରି ହୋଇଥିବା ପ୍ରାୟ ୨୯୭ ମୂଲ୍ୟବାନ ପୁରୁଣା ସାମଗ୍ରୀ । ଆମେରିକାରୁ ଫେରାଇ ଆଣିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ କିଛି ମାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସଫଳ ହେବା ପରି ଅନୁମାନ କରାଯାଉଛି । ଗୋଟେ ପଟେ ଅନେକ ଦେଶର ମୁଖ୍ୟ ମାନଙ୍କ ସହ ଦ୍ଵିପାକ୍ଷିକ…

ମୁଁ ଆଉ କିଛି ଭାବୁଥିଲି, କିନ୍ତୁ ଭାଗ୍ୟ ମୋତେ ରାଜନୀତିକୁ ଆଣିଲା: ମୋଦୀ

ନୂଆଦିଲ୍ଲୀ: ଗତକାଲି ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧନ କରିବା ବେଳେ କହିଛନ୍ତି ଯେ, ମୋତେ ମୋ ଭାଗ୍ୟ ରାଜନୀତି ପର୍ଯ୍ୟନ୍ତ ପହଞ୍ଚାଇଛି । ମୁଁ କେବେ ହେଲେ ଭାବିନଥିଲି ଯେ ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି । ମୁଁ ମୋ ଜୀବନରେ ଏମିତି କିଛି ସମୟ ଦେଇ ଗତି…