Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଟିଏ ଟେବୁଲରେ ପିଏମ୍, ବିଜେପି ଶାସିତ ରାଜ୍ୟର ସିଏମ୍ ଓ ସାଂଗଠନିକ ନେତା ଏକାଠି ହେଉଛନ୍ତି!

ନୂଆଦିଲ୍ଲୀ: ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀରେ ବୈଠକ କରିବାକୁ ଯାଉଛନ୍ତି। ନୀତି ଆୟୋଗଙ୍କ ବୈଠକ ପରେ କିମ୍ବା ଆସନ୍ତାକାଲି ବୈଠକ ଆରମ୍ଭ ହେବାର ସମ୍ଭାବନା ରହିଛି। ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ବିଜେପି…

ମାଇକ୍ ବନ୍ଦ କରି ଦିଆଗଲା ନା ଶ୍ରୀଘ୍ର ଫେରିବେ ବୋଲି କମ୍ କହି ବୈଠକରୁ ପଳାଇ ଆସିଲେ ମମତା?

ନୂଆଦିଲ୍ଲୀ: ଯେତେବେଳେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାଡି ଅନ୍ୟମାନେ ବହିଷ୍କାର କରିଛନ୍ତି। ସେହିସମୟରେ ମମତାଙ୍କ ମୁଡ ବଦଳୁଛି କି ଚର୍ଚ୍ଚା ହେଉଥିବା ବେଳେ ବୈଠକ ମଝିରେ ମମତାଙ୍କ ହାବଭାବ ପୁଣି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇଛି।…

ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍) ଯିବେ ଇସ୍ରୋର ଗଗନଯାତ୍ରୀ। ଲୋକସଭାରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ କହିବାନୁସାରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଗଗନଯାନ ପାଇଁ…

ବେଙ୍ଗାଳୁରୁ ହଷ୍ଟେଲରେ ନିର୍ମମ ହତ୍ୟା, ସିସିଟିଭିରେ କଏଦ ଦୃଶ୍ୟ

ବେଙ୍ଗାଳୁରୁ: ରାତି ୧୧ଟାରେ ଗାର୍ଲସ ହଷ୍ଟେଲରେ ପଶିଲା ଯୁବକ, ଗାର୍ଲଫ୍ରେଣ୍ଡର ସାଙ୍ଗକୁ ନିର୍ମମ ହତ୍ୟା । ସିସିଟିଭିରେ କଏଦ ହତ୍ୟାର ଛାତିଥରା ଦୃଶ୍ୟ । ବେଙ୍ଗାଳୁରୁର ଜନଗହଳିପୂର୍ଣ୍ଣ କୋରମଙ୍ଗଳା ଅଞ୍ଚଳରେ ଥିବା ଗାର୍ଲସ ହଷ୍ଟେଲରେ ଏହି ଲୋମହର୍ଷକାରୀ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବତୀ…

ପୁଣି ପଲଟି ଯିବେ କି ନୀତିଶ ? ନୀତି ଆୟୋଗ ବୈଠକରେ ଦେଲେ ନାହିଁ ଯୋଗ

ନୂଆଦିଲ୍ଲୀ: ଏନଡିଏର ହାତ ଛାଡି ଦେବେ କି ନୀତିଶ ? କାରଣ ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି ନୀତିଶ କୁମାର । ଯାହାକୁ ନେଇ ଏବେ ଚର୍ଚ୍ଚା, ପୁଣି ପଲଟି ଯିବେ କି ପଲଟୁରାମ? କାରଣ ନୀତିଶଙ୍କ ପଲଟୁ ଆଚରଣର ପୂର୍ବରୁ ରେକର୍ଡ ରହିଛି । ସ୍ବାର୍ଥ ପୂରଣ ନହେଲେ ଦଳରୁ ଡିଆଁ ମାରନ୍ତି…

ଅନନ୍ୟ ପ୍ରେମ, ପତ୍ନୀଙ୍କ ସ୍ମୃତିରେ ବନାଇଲେ ଅବିକଳ ପ୍ରତିମା

ୱାରଙ୍ଗଲ: ଅନନ୍ୟ ଓ ଶାଶ୍ବତ ପ୍ରେମର ଏକ ଜ୍ବଳନ୍ତ ଉଦାହରଣ। ପତ୍ନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ନିର୍ମାଣ କଲେ ପ୍ରତିମା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ। ସୁଜାତା ଏବଂ ଭେଙ୍କଟାନାରାୟଣ ୩୩ବର୍ଷ ଧରି…

ରାଗିଗଲେ ମମତା, ନିତିଆୟୋଗ ବୈଠକ ଅଧାରୁ ଉଠି ଚାଲିଗଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି । ସେହି ବୈଠକରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତିଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ବୈଠକ…

ଋଷ ସହ ଯୁଦ୍ଧ ମଧ୍ଯରେ ମୋଦି ଯିବେ ୟୁକ୍ରେନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟରେ ପ୍ରଥମ ଥର ପାଇଁ ୟୁକ୍ରେନ୍ ଗସ୍ତ କରିବେ।ଏହି ଅବସରରେ ସେ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଇଟାଲୀର G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁକ୍ରେନ…

ମାୟାନଗରୀରେ ବର୍ଷା ବିତ୍ପାତ: ଭାଙ୍ଗିଲା ୩ ମହଲା କୋଠା, ଚାପି ହୋଇ ରହିଛନ୍ତି ଲୋକ!

ମୁମ୍ବାଇ: ମାୟାନଗରୀରେ ଏବେ ତାଣ୍ଡବ ରଚୁଛି ବର୍ଷା । ଚାରି ଆଡେ ଜଳମଗ୍ନ । କେଉଁଠି ଘରେ ପାଣି ପଶିଲାଣି ତ ଆଉ କେଉଁଠି ଗଛ ଓ ଘର ଧସେଇ ପଡିଲାଣି । ଆଜି ବଡି ଭୋରୁ ମଧ୍ୟ ସେହି ସମାନ ପରିସ୍ଥିତି ଦେଖାଦାଇଛି । ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି…

ସୀମାରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ, ୪ ଆହତ

କୁପଓ୍ବାଡା: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ଆତଙ୍କୀକ ଉପଦ୍ରବ ଟିକିଏ କମିଥିଲା ବେଳେ ଏବେ ପୁଣି ତେଜିଛି ଆତଙ୍କୀ ହମଲା । ସେପଟେ ବର୍ଷା ଦିନ କାରଣରୁ ଆତଙ୍କୀଙ୍କ ଉତ୍ପାତ ଅଧିକ ମାତ୍ରାରେ ବଢିଛି । ଆଜି ସକାଳେ ପୁଣି ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ…