Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ‘ଗୁଡ ମର୍ଣ୍ଣିଂ’ ନୁହେଁ ‘ଜୟ ହିନ୍ଦ’ରୁ ଦିନ ଆରମ୍ଭ କରିବେ ଛାତ୍ରଛାତ୍ରୀ, ଅଗଷ୍ଟ…

ଚଣ୍ଡିଗଡ: ଏଣିକି 'ଗୁଡ ମର୍ଣ୍ଣିଂ' ନୁହେଁ 'ଜୟ ହିନ୍ଦ'ରୁ ଦିନ ଆରମ୍ଭ କରିବେ ଛାତ୍ରଛାତ୍ରୀ। ହରିୟାଣାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ 'ଗୁଡ ମର୍ଣ୍ଣିଂ'ରୁ ଦିନ ଆରମ୍ଭ ହେବ ନାହିଁ। ଏହା ବଦଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ 'ଜୟ ହିନ୍ଦ' କହିବାକୁ ପଡିବ। ରାଜ୍ୟ ସରକାରଙ୍କ…

ପୁରା ଓ୍ବାୟନାଡ ମୁଖରେ ଗୋଟିଏ କଥା: ‘ସାବାସ୍ ସେନା’ 

ଓ୍ବାୟନାଡ: ବିନାଶକାରୀ ଭୂସ୍ଖଳନର ତାଡନା ସହିଥିବା ୱାୟାନାଡ ଜିଲ୍ଲାରେ ଥମିଆସୁଛି ରିଲିଫ ଓ ରେସକ୍ୟୁ ଅପରେସନ । ଦୀର୍ଘ ୧୦ ଦିନର ଅକ୍ଲାନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବନ୍ଦ କରିଛି ସେନା । ୱାୟାନାଡ ଛାଡିଛନ୍ତି ସେନା ଯବାନ । ଭୂସ୍ଖଳନ ପ୍ରଭାବିତ ଅଂଚଳରେ ଅତି ପ୍ରତିକୂଳ ପରିସ୍ଥିତିରେ…

ସ୍ଥଗିତ ହେବନାହିଁ ନିଟ୍ ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୧୧ରେ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ କରାଯିବ ନାହିଁ। ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ବେଞ୍ଚ NEET PG ପରୀକ୍ଷା ସ୍ଥଗିତ ରଖିବାକୁ ମନା କରି…

ରାଜ୍ୟସଭାରେ ଜଗଦୀପ ଧନଖଡ ଓ ଜୟାଙ୍କ ମଧ୍ୟରେ କଥା କଟାକଟି, ସାଂସଦ ଆଣିଲେ ଏପରି ଅଭିଯୋଗ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ମଧ୍ୟରେ କଥା କଟାକଟି ହୋଇଛି । କଥା କଟାକଟି ଶେଷ ହେବା ପରେ ଜୟା ବଚ୍ଚନ ଗୃହ ବାହାରେ ଗଣମାଧ୍ୟମ ସହ କଥା ହୋଇ ଜଗଦୀପ ଧନଖଡଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜୟା ବଚ୍ଚନ ଜଗଦୀପ ଧନଖଡଙ୍କ…

ଝିଅଙ୍କ ବିବାହ ବୟସ ୯କୁ ହ୍ରାସ ପାଇଁ ସଂସଦରେ ପ୍ରସ୍ତାବ

ବାଗଦାଦ: ଇରାକ ସଂସଦରେ ଏକ ଅଜବ ବିଲ୍ ଉପସ୍ଥାପନ ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇରାକ ନିଜ ଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଚାହୁଁଛି। ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି। ଇରାକ ଝିଅ ଙ୍କ ବିବାହ ବୟସକୁ ୯ ବର୍ଷ କରିବା ପାଇଁ ଏକ…

କାଳ ହେଲା ଅଧିକ ସୁନ୍ଦରତା, ଅଲମ୍ପିକ୍ସରୁ ବିଦା !

ପ୍ୟାରିସ: ବର୍ତ୍ତମାନ ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ୩୩ ତମ ଅଲିମ୍ପିକ୍ସ ଖେଳ ଜୁଲାଇ ୨୬ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆରମ୍ଭ ହୋଇଥିଲା। ଯାହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ଅଲିମ୍ପିକ୍ସରେ ବହୁ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ଅଧିକ ଓଜନ ଯୋଗୁ…

ବାଂଲାଦେଶ ଫେରିବେ କି ଶେଖ ହସିନା, ଜାଣନ୍ତୁ କ’ଣ କହିଲେ ପୁଅ

ଢାକା: ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି। ଆମେରିକାରେ ଅବସ୍ଥାପିତ ଶେଖ ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତରେ ଅଛନ୍ତି। ଅନ୍ତରୀଣ ସରକାର ନିର୍ବାଚନ ନେଇ ନିଷ୍ପତ୍ତି…

ମନୀଷ ସିସୋଦିଆଙ୍କୁ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି । ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଜାମିନ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ଏଥିସହ…

ଧରା ପଡ଼ିଲା କୁଖ୍ୟାତ ଆତଙ୍କବାଦୀ ରିଜୱାନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ l ଇସଲାମିକ୍‌ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଲା ଦିଲ୍ଲୀ ପୋଲିସ l ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ ଧରାପଡ଼ିଲା l ୨୦୨୩ରେ ପୋଲିସ ହେପାଜତରୁ ଖସି ପଳାଇଥିଲା ରିଜୱାନ୍ l ରିଜୱାନ୍ ଅଲୀକୁ…

ନାଗାସାକି ଦିବସ: ମନରୁ ଲିଭିନି ମହାବିନାଶର ଭୟଙ୍କର ଚିତ୍ର

ନୂଆଦିଲ୍ଲୀ: ଚାରିଆଡେ ଧ୍ବସଂର ବିଭୀଷିକା, ଶବ ହିଁ ଶବ, ଗର୍ବ ଅହଂକାରର ଏହାଥିଲା କରୁଣ ପରିଣତି। ଜୀବନ୍ତ ମଣିଷ ପାଲଟିଯାଇଥିଲା ଶବ,ଚାରିଆଡେ ଶୁଭୁଥିଲା ବୁକୁଫଟା ଚିତ୍କାର, ଇତିହାସ ପୃଷ୍ଠାରେ ଆଜିର ଦିନ ପାଲଟିଯାଇଥିଲା କଳାଦିନ। ଫ୍ୟାଟମ୍ୟାନ୍ ନାମକ ଏକ ଭୟଙ୍କର ପରମାଣୁ ବୋମା ବିସ୍ଫୋରଣ…