Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ୱାଇଟ ହାଉସ ରେସରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ଚାପ

ନୂଆଦିଲ୍ଲୀ: ଆମେରିକାରେ ଏବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ପୁଣି ଥରେ କ୍ଷମତାସୀନ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଲଢିବାକୁ ଘୋଷଣା କରି ନିଜ ସପକ୍ଷରେ ଦଳୀୟ ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ତାଙ୍କୁ ଚ୍ୟାଲେଂଜ କରିବାକୁ…

ଖୋଲୁଛି ବାବାଙ୍କ ଗୁମର, ଆଶ୍ରମରେ ପଞ୍ଚତାରକା ବ୍ୟବସ୍ଥା ସହିତ ୧୦୦ କୋଟିର ମାଲିକ

ହାଥରସ: ହାଥରସ ଦଳଚକଟା ଦୁର୍ଘଟଣାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ଅନେକ ଚିକିତ୍ସାଧୀନ । ଭଣ୍ଡ ବାବାଙ୍କ ଅନୁଗାମୀ ହେବା ହେଲା କାଳ । ସେପଟେ ଧୀରେ ଧୀରେ ଖୋଲୁଛି ଭଣ୍ଡ ଆତ୍ମଘୋଷିତ ବାବାଙ୍କ ଗୁମର । ବିଭିନ୍ନ ସ୍ଥାନରେ ବିଳାସପୂର୍ଣ୍ଣ ଆଶ୍ରମ । ଆଶ୍ରମ ନୁହେଁ ତ ପଞ୍ଚତାରକା ହୋଟେଲ…

ହାଥରସ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିଲେ ରାହୁଲ ଗାନ୍ଧି

ହାଥରସ: ସତସଙ୍ଗରେ ଦଳଚକଟା ଯୋଗୁଁ ଚାଲିଯାଇଛି ୧୨୧ ଜୀବନ । ଏବେ ପ୍ରାୟ ୩୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଉତ୍ତରପ୍ରଦେଶର କାହିଁ କେତେ ଆଡୁ ଆତ୍ମଘୋଡିତ ବାବାଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ ଅନୁଗାମୀ । ହେଲେ ଚାଲିଗଲା ବହୁ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ମହିଳା…

୧୪ ବର୍ଷ ପରେ ବଦଳିଲା କ୍ଷମତା, ଏବେଠୁ ଷ୍ଟାର୍ମର ଶାସନ

ଲଣ୍ଡନ: ବ୍ରିଟେନ୍ ସାଧାରଣ ନିର୍ବାଚନରେ ଡିଫିଟ୍ ହେଲେ ସୁନକ । । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ହାତରୁ ଚାଲିଯାଇଛି କ୍ଷମତା । ସେପଟେ ୧୪ ବର୍ଷ ପରେ ବ୍ରିଟେନ୍ ରାଜନୀତି ପଟ ବଦାଳାଇଛି । ସାଧାରଣ ନିର୍ବାଚନରେ ବାଜି ମାରି ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଲେବର ପାର୍ଟି । ଲେବର ପାର୍ଟି…

ହାଥରସ ଦୁର୍ଘଟଣା: ଭୋଲେ ବାବାଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ପୁରସ୍କାର

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ୭୨ ଘଣ୍ଟା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୬ଜଣ ବ୍ୟକ୍ତି ଉକ୍ତ ସତସଙ୍ଗର ଆୟୋଜକ ବୋଲି…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଇବାକୁ ପିଏମ୍‌ଙ୍କୁ ଆନ୍ଧ୍ର ସିଏମ୍‌ଙ୍କ ନିବେଦନ

ନୂଆଦିଲ୍ଲୀ: ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ନାଇଡୁ ବିଭିନ୍ନ ପ୍ରକଳ୍ପ ତଥା ରାଜଧାନୀ ଅମରାବତୀକୁ ବ୍ୟାପକ ଆର୍ଥିକ ସହାୟତା ପାଇଁ…

ଖୁସି ଖବର: ସରକାରୀ କର୍ମଚାରୀଙ୍କର ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଗାନ୍ଧୀନଗର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସପ୍ତମ ବେତନ ଆୟୋଗ…

ବିଶ୍ୱରେ ପ୍ରଥମ! କାମଚାପ ସହିନପାରି ରବୋର୍ଟ କଲା ଆତ୍ମହତ୍ୟା

ସିଓଲ: ମଣିଷ କାମ କରି ଥକି ଗଲାପରେ ପୁଣିଥରେ ସତେଜ ହୋଇ କାମ କରିବାରୁ ସର୍ବନିମ୍ନ ଆଠ ଘଣ୍ଟାର ବିରତି ଆବଶ୍ୟକ। କାମର ଭିଡ ଭିତରେ ଏହି ବ୍ୟବଧାନକୁ କମାଇବା ପାଇଁ ମେସିନ ବା ଆଜିର ଯୁଗର ରବୋର୍ଟ ଉପରେ ସାରା ବିଶ୍ୱ କାମ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଦକ୍ଷିଣ କୋରିଆରୁ ରବୋର୍ଟକୁ ନେଇ…

ପୁଣି ଅଲିମ୍ପିକ୍ସ ଫିଭର

ନୁଆଦିଲ୍ଲୀ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଆରମ୍ଭ ହୋଇଯିବ ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସ । ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡା ପାଇଁ ସଜେଇ ହୋଇଛି ପ୍ୟାରିସ ମହାନଗରୀ । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା କ୍ରୀଡା ମହାକୁମ୍ଭ ପାଇଁ କ୍ରୀଡାପ୍ରେମୀଙ୍କ ରୋମାଂଚ ବଢିବାରେ…

ଟିମ୍ ଇଣ୍ଡିଆ ପାଇଁ ଜନସମୁଦ୍ର ପାଲଟିଲା ମୁମ୍ବାଇର ମରିନ ଡ୍ରାଇଭ୍

ମୁମ୍ବାଇ: ଟି-୨୦ ବିଶ୍ବକପ ଜିତିବା ପରେ ଆଜି ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍। ମେରିନ୍ ଡ୍ରାଇଭରେ ପ୍ରଶଂସକଙ୍କ ମଧ୍ୟରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ କଟ୍ ଆଉଟ୍ ମଧ୍ୟ ଦେଖିବାକୁ ମିଳୁଛି। ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପୁଛି ମୁମ୍ବାଇ…