Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ଆକ୍ରମଣା କଲା ହିଜବୁଲ୍ଲା

ବେରୁତ: ଇସ୍ରାଏଲ ଓ ହମାସ ଯୁଦ୍ଧ ଥମୁ ନ ଥିବା ବେଳେ ଏବେ ହିଜବୁଲ୍ଲାର ଏଂଟ୍ରି ହୋଇଛି । ଲେବାନନର ଏହି ସଂଗଠନ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ମାଡ କରିଥିବା ଦାବୀ କରିଛି । ଇସ୍ରାଏଲ ଉପରେ ହିଜବୁଲ୍ଲାର ଏହା ସବୁଠାରୁ ବଡ ଆକ୍ରମଣ ଭାବେ ବିବେଚନା କରାଯାଉଛି । ନିକଟରେ ଇସ୍ରାଏଲ…

ଝାଡ଼ଖଣ୍ଡରେ ପୁଣି ହେମନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଜେଲରୁ ବାହାରିବାର କିଛି ଦିନ ପରେ ଜେଏମଏମର କାର୍ଯ୍ୟନିର୍ବାହୀ ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବ‌େ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ…

ଗରିବୀରୁ ମୁକ୍ତି ପାଉଛି ଦେଶ, ୨୧ ରୁ ଖସି ୮.୫ ପ୍ରତିଶତରେ ପହଞ୍ଚିଛି ଦାରିଦ୍ର୍ୟତା

ନୂଆଦିଲ୍ଲୀ: ଗରିବୀ ନାମକ ରାକ୍ଷାସ କବଳରୁ ମୁକ୍ତି ପାଉଛି ଦେଶ । ବିଗତ କିଛି ବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ଧରଣର ସଫଳତା ମିଳିଛି। ୨୦୧୧-୧୨ରେ ଯାହାର ହାର ୨୧ ପ୍ରତିଶତ ଥିଲା ଏବେ ୨୦୨୨-୨୪ ଗଣନାରେ ୮.୫ ପ୍ରତିଶତରେ ପହଞ୍ଚିଛି । ତେବେ ଭାରତୀୟ ମାନବ ବିକାଶ…

ଆସାମ ବନ୍ୟାରେ ବୁଡିଲା କାଜିରଙ୍ଗା ଜାତୀୟ ଉଦ୍ୟାନ, ଭାସିଗଲେ ୧୭ ଜୀବଜନ୍ତୁ

ଆସାମ: ଆସାମରେ ବନ୍ୟା ଯୋଗୁଁ ଜଳମଗ୍ନ ହୋଇପଡିଛି କାଜିରଙ୍ଗା ଜାତୀୟ ଉଦ୍ୟାନ। ବନ୍ୟା ପାଣି ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜୀବଜନ୍ତୁଙ୍କୁ ବନ୍ୟା ଜଳରୁ ଉଦ୍ଧାର କରାଯାଇଛି। ଏନେଇ ଉଦ୍ୟାନର ଜ‌ଣ‌େ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟା ଜଳରେ…

ଆତ୍ମଘୋଷିତ ବାବାଙ୍କ ପଲିଟିକାଲ୍ କନେକ୍ସନ୍

ଭୁବନେଶ୍ବର: ହାଥରସ ଦଳାଚକଟା ସହ ନିଜକୁ ଆଉ ଜଣେ ଧାର୍ମିକ ବାବା ବୋଲାଉଥିବା ବ୍ୟକ୍ତିଙ୍କ ସଂପର୍କରେ ଦେଶବାସୀ ଜାଣିବାକୁ ପାଇଛନ୍ତି। ନିଜର ତଥାକଥିକ ସତସଙ୍ଗ ସ୍ଥଳରେ ଦଳଚକଟା ପରେ ବାବା ଘଟଣାସ୍ଥଳରୁ ପଳାଇଛନ୍ତି । ଅନ୍ୟ କେଉଁ ଜାଗାରେ ବସି ଦଳାଚକଟା ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ…

ହାଥରସରେ ଦଳଚକଟା ଘଟଣାରେ ୨୦ ସେବକ ଗିରଫ

ହାଥରସ: ହାଥରସରେ ଏକ ସତସଙ୍ଗରେ ଦଳାଚକଟା ଘଟଣାରେ ପୋଲିସ ୨୦ ସେବକଙ୍କୁ ଗିରଫ କରିଛି। ଏହା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ, ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୋଲିସ ୭ଟି…

ଚୋରି କରି ଚିଠି ଲେଖିଲା ଚୋର, ପ୍ରତିଶ୍ରୁତି ବି ଦେଲା…..

ଚେନ୍ନାଇ: ଏବେ ଦେଶ ତଥା ରାଜ୍ୟରେ ଲୁଟରାଜ୍ ଓ ଚୋରଙ୍କ ଉତ୍ପାତ ଜାରି ରହିଛି । ପ୍ରତିଦିନ ଲକ୍ଷେ ଲକ୍ଷେ ଟଙ୍କାର ସୁନା ଅଳଙ୍କାର, ଧନ ସମ୍ପତ୍ତି, ବାଇକ୍, ଫୋନ୍ ଇତ୍ୟାଦି ଚୋରି ହେଉଥିବାର ଅଭିଯୋଗ ଥାନାରେ ରୁଜ୍ଜୁ ହେଉଛି । ଯାହାର ସନ୍ଧାନ ପରେ ପୋଲିସ୍ ହାତରେ କିଛି ଧରାପଡିଥିବା ବେଳେ…

ବିରୋଧୀଙ୍କ ନାରାବାଜି ଉପରେ ରୋକ, କଡା ନିୟମ ଆଣିଲେ ବାଚସ୍ପତି

ନୂଆଦିଲ୍ଲୀ: ଏଣିକି ସଂସଦରେ ଶୁଭିବନି ବିରୋଧୀଙ୍କ ନାରାବାଜି । ବାଚସ୍ପତି ଓମ୍ ବିର୍ଲା ଲାଗୁ କଲେ କଡା ନିୟମ । କିଛି ସାଂସଦ ଲୋକସଭା ସଦସ୍ୟ ଭାବରେ ଶପଥ ସମୟରେ ଦେଇଥିବା ସ୍ଲୋଗାନକୁ ନେଇ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଏନେଇ ବାଚସ୍ପତି ଓମ ବିର୍ଲା ଏକ ନୂତନ ଧାରା…

ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ: ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିମନ୍ତ୍ରଣ ପତ୍ର

ପୁରୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନିଙ୍କ ନିଆରା ବାହାଘର ନିମନ୍ତ୍ରଣ ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିା ବେଳେ ପୁରୀରେ ପହଞ୍ଚିଲା ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ କାର୍ଡ। ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିଆରା ନିମନ୍ତ୍ରଣ ପତ୍ର। ଭାରତର ବିଶିଷ୍ଟ ଶିଳ୍ପପତି…

ଏନ୍ଏମ୍‌ସି ଅଧ୍ୟକ୍ଷ ହେଲେ ଡ଼ା ବିଏନ୍ ଗଙ୍ଗାଧର, ମୋଦୀ କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମ୍ଏଆର୍‌ବି)ର ସଭାପତି ଡା. ବି ଏନ୍ ଗଙ୍ଗାଧରଙ୍କୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସେ ଏନ୍ଏମ୍‌ସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ…