Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Iran US peace talks: ରକ୍ତ ଭିଜା କପଡ଼ା…ନିର୍ଦ୍ଦୋଷ ପୀଡିତଙ୍କ ଫଟୋ…ଆମେରିକା ସହ ଆଲୋଚନା ପାଇଁ…

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଇସ୍ରାଏଲ ଆକ୍ରମଣରେ ଅନେକ ନୀରିହଙ୍କ ଜୀବନ ଯାଇଛି। ରକ୍ତ ଛିଟାରେ ଲାଲ୍ ହୋଇଯାଇଛି ମଧ୍ଯପ୍ରାଚ୍ୟ। ବିଶେଷ କରି ଯେତେ ବେଳେ ଆମେରିକା ଏବଂ ଇସ୍ରାଏଲ, ଇରାନର ସ୍କୁଲକୁ ଟାର୍ଗେଟ କରିଥିଲେ। ଅନେକ ନିଷ୍ପାପ ପିଲାଙ୍କ ଜୀବନ ଯାଇଥିଲା। ଆଉ ଏବେ ମଧ୍ଯପ୍ରାଚ୍ୟରେ…

Trump ahead of ceasefire talks: ଟ୍ରମ୍ପ କ’ଣ ଖୋଲିପାରିବେ ହର୍ମୁଜ୍ ପ୍ରଣାଳୀ? ଇରାନ ସହ ଆଲୋଚନା ପୂର୍ବରୁ…

ନୂଆଦିଲ୍ଲୀ: ଆଜି ପାକିସ୍ତାନରେ ବାହାରିବ ମଧ୍ୟପ୍ରାଚ୍ୟ ଯୁଦ୍ଧର ସମାଧାନ। ଇସଲାମାବାଦରେ ଇରାନ ଏବଂ ଆମେରିକୀୟ ପ୍ରତିନିଧିମଣ୍ଡଳ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଇସଲାମାବାଦରେ ଇରାନ ପ୍ରତିନିଧିମାନଙ୍କ ସହ ଆଲୋଚନାର ନେତୃତ୍ୱ ନେବେ।…

ପୃଥିବୀ ପୃଷ୍ଠକୁ ଫେରିଲେ ନାସାର ୪ ମହାକାଶଚାରୀ

ୱାଶିଂଟନ: ନାସାର ଆର୍ଟେମିସ୍ II ମିଶନ୍ ସମାପ୍ତ ହୋଇଛି। ଏପ୍ରିଲ୍ ୧୧ ତାରିଖ ସକାଳ ୫:୩୭ ସମୟରେ ଆମେରିକାର ସାନ ଡିଏଗୋ ଉପକୂଳରେ ଓରିଅନ୍ ମହାକାଶଯାନ ସମୁଦ୍ରରେ ଅବତରଣ କରିଛି। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲା ଆର୍ଟେମିସ୍-୨ ଚନ୍ଦ୍ରଯାନ। ଚନ୍ଦ୍ର ପରିକ୍ରମା କରିବା ପରେ ସମସ୍ତ ଚାରି…

Gold smuggling: ବିମାନବନ୍ଦରରେ ୩୮ କୋଟି ଟଙ୍କାର ସୁନା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ; ବିଦେଶୀ ମହିଳା ଗିରଫ

ମୁମ୍ବାଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ (CSMI) ବିମାନବନ୍ଦରରେ ଏକ ବଡ଼ ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟ୍‌ ର ପର୍ଦ୍ଦାଫାଶ କରିଛି। DRI ₹୩୭.୭୪ କୋଟି ମୂଲ୍ୟର ୨୯.୩୭କିଲୋଗ୍ରାମ ସୁନା ଜବତ କରିଛି ଏବଂ ଏପର୍ଯ୍ୟନ୍ତ ମୋଟ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦିନକରେ ଗଲାଣି ୧୦ଜଣଙ୍କ ଜୀବନ; ୧୨ରୁ ଅଧିକ ଆହତ

ନୂଆଦିଲ୍ଲୀ:ହିମାଚଳପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଟ୍ରଲି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଦେହରା-ଚିନ୍ତପୂର୍ଣ୍ଣି ରାସ୍ତାରେ ଥିବା ଏକ…

Boat Capsized: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ନିଖୋଜ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଏକ ଦୁଃଖଦ ଖବର ଆସୁଛି । ବୃନ୍ଦାବନରେ ଯମୁନା ନଦୀରେ ଏକ ଷ୍ଟିମର ବୁଡ଼ିଯିବାରୁ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଜଣ ନିଖୋଜ ଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ଷ୍ଟିମରରେ ପ୍ରାୟ ୩୦ ଜଣ ଯାତ୍ରା କରୁଥିଲେ । ବୃନ୍ଦାବନର…

ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଏହି ସବୁ ବଡ ପ୍ରତିଶୃତି ଦେଲେ ଅମିତ ଶାହ

କୋଲକତା: ପଶ୍ଚିମବଙ୍ଗ ଗସ୍ତ କରି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ପଶ୍ଚିମବଙ୍ଗବାସୀଙ୍କୁ ଅନେକ ବଡ ବଡ ପ୍ରତିଶୃତି ଦେଇଛନ୍ତି । ନିର୍ବାଚନୀ ପ୍ରଚାର ବେଳେ ସେ ଘୋଷଣା କରିଛନ୍ତି ଯେ, ପ୍ରତି ମାସରେ ମହିଳାମାନଙ୍କୁ ମିଳିବ ୩…

Justice Yashwant Varma resigned: ଶେଷରେ ଇସ୍ତଫା ଦେଲେ ଜଷ୍ଟିସ୍ ଯଶୋବନ୍ତ ବର୍ମା

ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ନଗଦ ଦୁର୍ନୀତିରେ ଅଭିଯୁକ୍ତ ଯଶୋବନ୍ତ ବର୍ମା ବିଚାରପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ମୁର୍ମୁଙ୍କୁ ତାଙ୍କ ଇସ୍ତଫା ପଠାଇଛନ୍ତି। ନଗଦ ଦୁର୍ନୀତିରେ ତାଙ୍କ ନାମ ଆସିବା ପରେ ଜଷ୍ଟିସ୍ ବର୍ମା ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଦିଲ୍ଲୀ ଘରେ ନିଆଁ…

Iran, US Negotiations Table: ଶନିବାର ଫିଟିବ ସମାଧାନର ବାଟ, ଆମ୍ନାସାମ୍ନା ହେବେ ଆମେରିକା-ଇରାନ!

ନୂଆଦିଲ୍ଲୀ: ଶନିବାର ସିଧାସଳଖ କଥା ହେବେ ଆମେରିକା-ଇରାନ ଇସଲାମାବାଦରେ ଆମେରିକା ଏବଂ ଇରାନ ମୁହାଁମୁହିଁ! ଆଲୋଚନାରେ ଛିଡିବ ମଧ୍ୟପ୍ରାଚ୍ୟ ଭାଗ୍ୟ ୮ ଏପ୍ରିଲରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଇରାନ ମଧ୍ୟରେ ୨୦ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲେ,…