Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Defence industrial ties:ରାଜନାଥ ସିଂହଙ୍କ ଭିଏତନାମ ଏବଂ ଦକ୍ଷିଣ କୋରିଆ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଭିଏତନାମ ଏବଂ ଦକ୍ଷିଣ କୋରିଆର ଚାରି ଦିନିଆ ଗସ୍ତରେ ଯାଇଛନ୍ତି । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ପ୍ରତିରକ୍ଷା ସହଭାଗୀତାକୁ ସୁଦୃଢ଼ ​​କରିବା, ରଣନୈତିକ ସାମରିକ ସହଯୋଗ ବୃଦ୍ଧି କରିବା ଏବଂ ଭାରତ-ପ୍ରଶାନ୍ତ…

କିଏ ଗଢିଲା ‘କକ୍ରୋଚ୍ ଜନତା ପାର୍ଟି’; ମହୁଆ ଓ କୀର୍ତ୍ତି ଆଜାଦ ହେଲେ କର୍ମୀ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ କ୍ରିକେଟର ତଥା ଟିଏମସି ନେତା କୀର୍ତ୍ତି ଆଜାଦ "କକ୍ରୋଚ୍ ଜନତା ପାର୍ଟି"ରେ ଯୋଗ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଯୁବକମାନଙ୍କୁ "କକ୍ରୋଚ୍" କହିବା ପରେ "କକ୍ରୋଚ୍ ଜନତା…

ପୁଣି ମହଙ୍ଗା ହେବ କି ପେଟ୍ରୋଲ-ଡିଜେଲ ?

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ଆମେରିକାର ଟ୍ରମ୍ପ ପ୍ରଶାସନ ରୁଷ୍‌ର ଅଶୋଧିତ ତେଲ ଉପରୁ ପ୍ରତିବନ୍ଧକ କୋହଳ ସୀମା ବା 'ୱେଭର'କୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଭାରତ ସାମ୍ନାରେ ଏକ ବଡ଼ ଶକ୍ତି…

କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍, ଜାଣନ୍ତୁ କେତେ ସମ୍ପତିର ମାଲିକ

ନୂଆଦିଲ୍ଲୀ: ଭି.ଡି. ସତିସନ୍ କେରଳମର ନୂଆ ମୁଖ୍ୟମନ୍ତ୍ରୀ। ୧୦ ବର୍ଷ ପରେ କେରଳରେ କଂଗ୍ରେସ ବିଜୟୀ ହୋଇଛି। ଯାହା ଫଳରେ ଏକ ଦଶନ୍ଧି ପରେ ରାଜ୍ୟରେ ୟୁଡିଏଫ୍‌ ଫେରିଛି। ତେବେ ଜାଣନ୍ତୁ କେରଳର ନୂତନ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି କେତେ... ବରିଷ୍ଠ କଂଗ୍ରେସ ନେତା ଭି.ଡି. ସତିସନ୍…

ନାଁ ନୁହେଁ, ପ୍ରଦର୍ଶନ ହିଁ ସୁପରଷ୍ଟାର୍ ବନାଏ: ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ 'ସୁପରଷ୍ଟାର୍ ସଂସ୍କୃତି'କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼, ବର୍ତ୍ତମାନର କୋଚ୍ ଗୌତମ ଗମ୍ଭୀରଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଦ୍ରାବିଡ଼ ସ୍ପଷ୍ଟ ଭାବେ କହିଛନ୍ତି ଯେ, କେବଳ…

ଚୀନ୍‌ରେ ଭୂକମ୍ପର ତାଣ୍ଡବ: ଅଧରାତିରେ ଭୁଶୁଡିଲା କୋଠା

ବେଜିଂ: ଅଧାରାତିର ନିରବତା ଭିତରେ ହଠାତ୍ ଆସିଲା ମୃତ୍ୟୁର ଛାଇ। ଲୋକେ ଗଭୀର ନିଦରେ ଶୋଇଥିବା ବେଳେ ଏକ ଶକ୍ତିଶାଳୀ ଭୂକମ୍ପର ଝଟକାରେ ଥରି ଉଠିଥିଲା ସମଗ୍ର ସହର। ମାତ୍ର କିଛି ସେକେଣ୍ଡର ତାଣ୍ଡବ ଭିତରେ ତାସ୍ ଘର ଭଳି ଭୁଶୁଡ଼ି ପଡିଲା ଏକାଧିକ ବିରାଟ ଅଟ୍ଟାଳିକା। ଦକ୍ଷିଣ-ପଶ୍ଚିମ ଚୀନ୍‌ର…

ବିହାର ସାସାରାମ-ପାଟନା ପାସେଞ୍ଜର ଟ୍ରେନର ନିଆଁ, ଜଳିଗଲା କୋଚ୍…

ପାଟଣା: ବିହାରର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନରେ ଏକ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା।ଟ୍ରେନ୍‌ର ଏକ ଅଂଶ ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିବା ଭୟଙ୍କର ଧୂଆଁ ବାହାରିବାକୁ ଲାଗିଥିଲା। ଯାହାକୁ ଦେଖି ଷ୍ଟେସନ୍‌ରେ ଉପସ୍ଥିତ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ…

କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭିଡି ସତିସନ୍

ନୂଆଦିଲ୍ଲୀ: କେରଲମର ତିରୁବନନ୍ତପୁରମ ସେଣ୍ଟ୍ରାଲ ଷ୍ଟାଡିୟମରେ କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ କଂଗ୍ରେସ ନେତା ଭିଡି ସତିସନ୍। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। କେରଳ ମୁଖ୍ୟମନ୍ତ୍ରୀ ଭାବରେ ସତିସନ୍‌ଙ୍କ ଯୋଗଦାନ ଫଳରେ ଏକ ଦଶନ୍ଧି ପରେ ରାଜ୍ୟରେ…

ଆକ୍ସନରେ ଶୁଭେନ୍ଦୁ ସରକାର: ଟିଏମସି ନେତାଙ୍କ ସୁରକ୍ଷାରେ ବଡ଼ ଧରଣର ଛଟେଇ, କଟିବ ଅଭିଷେକ ବାନାର୍ଜୀଙ୍କ ପୋଲିସ…

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ମାତ୍ରେ ରାଜନୈତିକ ସମୀକରଣ ବଦଳିବା ଆରମ୍ଭ ହୋଇଯାଇଛି। ନିକଟରେ ଶପଥ ନେଇଥିବା ବିଜେପି ସରକାର ପ୍ରଥମ ଦିନରୁ ହିଁ ଆକ୍ସନ ମୋଡ୍‌ରେ ନଜର ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର ମାତ୍ର କିଛି ଘଣ୍ଟା ପରେ, ବିଜେପି ସରକାର ରାଜ୍ୟର…

ଆକାଶରେ ନୌସେନାର ଦୁଇ ଯୁଦ୍ଧବିମାନ ଦୁର୍ଘଟଣାର ଶିକାର, ତାପରେ ଯାହା ହେଲା ଆଶ୍ଚର୍ଯ୍ୟ

ୱାଶିଂଟନ: ଆକାଶରେ ଚାଲିଥିଲା ରୋମାଞ୍ଚକର ଏୟାର ଶୋ’। ଦର୍ଶକମାନେ ଚାତକ ଭଳି ଯୁଦ୍ଧବିମାନଗୁଡ଼ିକର କୌଶଳ ଦେଖୁଥିଲେ। କିନ୍ତୁ ହଠାତ୍ ଘଟିଗଲା ଏକ ଅଭାବନୀୟ ଘଟଣା। ଆମେରିକାର ଆଇଡାହୋ (Idaho) ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ଚାଲିଥିବା ବେଳେ ଆମେରିକୀୟ ନୌସେନାର ଦୁଇଟି ଅତ୍ୟାଧୁନିକ EA-18G…