Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଧିକ ଗରମ ଯୋଗୁଁ ଜୁନ୍ ୨୮ ଯାଏଁ ବଢିଲା ଗ୍ରୀଷ୍ମଛୁଟି

ଲକ୍ଷ୍ନୌ: ଏବେ ଦିଲ୍ଲୀ ସମେତ ସମସ୍ତ ଉତ୍ତର ଭାରତରେ ଜାରି ରହିଛି ଅସହ୍ୟ ତାତି । ଦିଲ୍ଲୀବାସୀ ତ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ସେପଟେ ଉତ୍ତରପ୍ରଦେଶରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ବୃଦ୍ଧି କରାଇଚନ୍ତି ସରକାର। ଜୁନ୍‌ ୨୪ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର…

କୁଏତ ଅଗ୍ନିକାଣ୍ଡରେ ଭାରତୀୟଙ୍କ ମୃତ୍ୟୁ ଘଟଣା, କେରଳରେ ପହଞ୍ଚିଲା ୪୫ ମୃତଦେହ

ନୂଆଦିଲ୍ଲୀ: କୁଏତ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତ୍ୟୁ ଘଟଣା। ୪୫ ଭାରତୀୟଙ୍କ ମୃତଦେହ ଧରି କେରଳ ପହଞ୍ଚିଲା ବାୟୁସେନା ବିମାନ। କେରଳ କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ମୃତଦେହ। ବୁଧବାର ଏକ ୬ ମହଲା କୋଠାରେ ନିଆଁଲାଗି ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। କୁଏତରେ ମୃତକଙ୍କ…

ଦେଖୁ ଦେଖୁ କଳା ମରୁଭୂମି ପାଲଟିଗଲା ଜଙ୍ଗଲ, ନେଇଗଲା ୪ ବନ କର୍ମଚାରୀଙ୍କ ଜୀବନ

ଆଲମୋରା: ଜଙ୍ଗଳରେ ଲାଗିଲା ନିଆଁ । ଦେଖୁ ଦେଖୁ ସବୁଜିମା ବନ କଳା ମରଭୂମି ପାଲଟିଗଲା । ଏହାରି ଭିତରେ ଜୀବନ୍ତ ଜଳି ଗଲେ ୪ ବନ କର୍ମଚାରୀ । ଏଭଳି କିଛି ଅଭାବବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବିନସାର ଜଙ୍ଗଲରେ  । ଗୁରୁବାର ଅପରାହ୍ଣରେ ଏଭଳି ଭୟାନକ ଅଗ୍ନିକାଣ୍ଡ ହୋଇଥିବା…

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ହେବ ଇଟାଲୀ ଭାରତ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ  ଗୁରୁବାର ରାତିରେ ଇଟାଲୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷର ଜି-୭ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଇଟାଲୀ। ଇଟାଲୀର ଅପୁଲିଆରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ…

ଶାହ ଏବଂ ପୂର୍ବତନ ରାଜ୍ୟପାଳଙ୍କ ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା, ସ୍ପଷ୍ଟୀକରଣ ରଖିଲେ ତାମିଲସାଇ

ନୂଆଦିଲ୍ଲୀ: ଅମିତ ଶାହା ତାମିଲିସାଇଙ୍କ ସହ କଥା ବାର୍ତ୍ତା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ତାମିଲନାଡୁ ବିଜେପିରେ କୌଣସି ମତଭେଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ହେଉଛି। ଏବେ ଏହାକୁ ନେଇ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଗୁରୁବାର ସ୍ପଷ୍ଟୀକରଣ…

ଲୋକସଭାରେ ବାଚସ୍ପତି ନିର୍ବାଚନ ଜୁନ୍ ୨୬

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଆରମ୍ଭ ହେବାର ଦୁଇ ଦିନ ପରେ ଜୁନ୍ ୨୬ ତାରିଖ ବୁଧବାର ଦିନ ନୂଆ ସାଂସଦମାନେ ବାଚସ୍ପତି ବାଛିବାକୁ ଯାଉଛନ୍ତି। ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ଜୁଲାଇ ୩, ୨୦୨୪ ବୁଧବାର ଶେଷ ହେବ ବୋଲି ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।…

ମୋଦି ୩.୦: ପୁନଃ ନିଯୁକ୍ତି ପାଇଲେ ଅଜିତ ଡୋଭାଲ ଓ ପିକେ ମିଶ୍ର

ନୂଆଦିଲ୍ଲୀ: ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିସାରିଥିବାବେଳେ, ଗୃହ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ, ରେଳ, ଶିକ୍ଷା ଭଳି ମନ୍ତ୍ରଣାଳୟ ମୋଦିଙ୍କ ଦ୍ୱିତୀୟ…

ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷା

ନୂଆଦିଲ୍ଲୀ: ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷା । ଏଥିସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ…

ରିଆସି ଆକ୍ରମଣ, ୫୦ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୋଲିସ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରିଆସିରେ ଗତ ରବିବାର ତୀର୍ଥଯାତ୍ରୀଙ୍କ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୋଲିସକୁ ମିଳିଛି ବଡ ସଫଳତା । ୫୦ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି ପୋଲିସ । ଆକ୍ରମଣ ଯୋଜନାରେ ଏହମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ରିଆସି…

ଜୁନ ୨୦ରେ କାଶ୍ମୀର ଗସ୍ତରେ ଯିବେ ମୋଦୀ, ଆନ୍ତର୍ଜାତୀୟ ଯୋଗ ଦିବସରେ ହେବେ ସାମିଲ

ଶ୍ରୀନଗର: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଜୁନ୍ ୨୦ ତାରିଖରେ ଜାମ୍ମୁ କାଶ୍ମୀର ଗସ୍ତ କରିବେ ମୋଦୀ । ଏବଂ ଜୁନ୍ ୨୧ ରେ ସେଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।…