Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାହ ଏବଂ ପୂର୍ବତନ ରାଜ୍ୟପାଳଙ୍କ ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା, ସ୍ପଷ୍ଟୀକରଣ ରଖିଲେ ତାମିଲସାଇ

ନୂଆଦିଲ୍ଲୀ: ଅମିତ ଶାହା ତାମିଲିସାଇଙ୍କ ସହ କଥା ବାର୍ତ୍ତା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ତାମିଲନାଡୁ ବିଜେପିରେ କୌଣସି ମତଭେଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ହେଉଛି। ଏବେ ଏହାକୁ ନେଇ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଗୁରୁବାର ସ୍ପଷ୍ଟୀକରଣ…

ଲୋକସଭାରେ ବାଚସ୍ପତି ନିର୍ବାଚନ ଜୁନ୍ ୨୬

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଆରମ୍ଭ ହେବାର ଦୁଇ ଦିନ ପରେ ଜୁନ୍ ୨୬ ତାରିଖ ବୁଧବାର ଦିନ ନୂଆ ସାଂସଦମାନେ ବାଚସ୍ପତି ବାଛିବାକୁ ଯାଉଛନ୍ତି। ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ଜୁଲାଇ ୩, ୨୦୨୪ ବୁଧବାର ଶେଷ ହେବ ବୋଲି ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।…

ମୋଦି ୩.୦: ପୁନଃ ନିଯୁକ୍ତି ପାଇଲେ ଅଜିତ ଡୋଭାଲ ଓ ପିକେ ମିଶ୍ର

ନୂଆଦିଲ୍ଲୀ: ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିସାରିଥିବାବେଳେ, ଗୃହ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ, ରେଳ, ଶିକ୍ଷା ଭଳି ମନ୍ତ୍ରଣାଳୟ ମୋଦିଙ୍କ ଦ୍ୱିତୀୟ…

ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷା

ନୂଆଦିଲ୍ଲୀ: ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷା । ଏଥିସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ…

ରିଆସି ଆକ୍ରମଣ, ୫୦ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୋଲିସ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରିଆସିରେ ଗତ ରବିବାର ତୀର୍ଥଯାତ୍ରୀଙ୍କ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୋଲିସକୁ ମିଳିଛି ବଡ ସଫଳତା । ୫୦ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି ପୋଲିସ । ଆକ୍ରମଣ ଯୋଜନାରେ ଏହମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ରିଆସି…

ଜୁନ ୨୦ରେ କାଶ୍ମୀର ଗସ୍ତରେ ଯିବେ ମୋଦୀ, ଆନ୍ତର୍ଜାତୀୟ ଯୋଗ ଦିବସରେ ହେବେ ସାମିଲ

ଶ୍ରୀନଗର: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଜୁନ୍ ୨୦ ତାରିଖରେ ଜାମ୍ମୁ କାଶ୍ମୀର ଗସ୍ତ କରିବେ ମୋଦୀ । ଏବଂ ଜୁନ୍ ୨୧ ରେ ସେଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।…

ଆଇସକ୍ରିମ୍‌ ଭିତରୁ ମିଳିଲା ମଣିଷର କଟା ଆଙ୍ଗୁଳି

ମୁମ୍ବାଇ: ମୁମ୍ବାଇର ମଲାଡ ଅଞ୍ଚଳରେ ହତଚକିତ କରିଦେଲାପରି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଆଇସକ୍ରିମ୍‌ ଭିତରୁ ମଣିଷର କଟା ଆଙ୍ଗୁଳି ମିଳିଛି । ଏହି ଖବର ପ୍ରଘଟ ହେବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ମୁତାବକ, ମଲାଡ ଅଞ୍ଚଳରେ ଜଣେ ମହିଳା ୟମ୍ମୋ ଆଇସକ୍ରିମ୍ ଦୋକାନରୁ…

ବିବାଦରୁ ବିଶ୍ବାସ…ନିଟ୍ ଚ୍ୟାଲେଞ୍ଜ

ଭୁବନେଶ୍ବର: ନିଟ୍ ବିବାଦ, ଗ୍ରେସ୍ ମାର୍କ ରଦ୍ଦ । ଜୁନ୍ ୨୩ରେ ପୁଣି ପରୀକ୍ଷା। ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ। ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷାରେ…

ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ହେଲେ ଚାଓନା ମୀନ୍‌

ଇଟାନଗର: ପେମା ଖାଣ୍ଡୁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ପେମା ଖାଣ୍ଡୁ କ୍ରମାଗତ ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ସମାରୋହରେ ଅରୁଣାଚଳ ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଭାବେ ଚାଓନା ମୀନ୍‌ ଶପଥ ଗ୍ରହଣ…

ନିଟ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା, କହିଲେ ପେପର ଲିକ୍ ହୋଇନି

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ଏହାକୁ ନେଇ ବଡ ଶୁଣାଣି କରିଛନ୍ତି ସୁପ୍ରମିକୋର୍ଟ । ନିଟ୍ କାଉନସେଲିଂ ଉପରେ ରୋକ୍ ଲାଗିବନି। ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି। ତେବେ ନିଟ୍ (NEET) ବିବାଦକୁ ନେଇ କେନ୍ଦ୍ର…