Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଟ୍ ବିବାଦ; ଜୁନ୍ ୨୩ରେ ପୁଣି ହେବ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ଏହାକୁ ନେଇ ବଡ ଶୁଣାଣି କରିଛନ୍ତି ସୁପ୍ରମିକୋର୍ଟ । ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରିଛନ୍ତି କୋର୍ଟ । ଏହା ସହିତ ଜୁନ୍ ୨୩ ପୁଣି ପରୀକ୍ଷା ହେବ । ଗ୍ରେସ୍ ମାର୍କ…

ଭାରତ-ପାକ୍‌‌ ସୀମାନ୍ତରେ ଯବାନଙ୍କୁ ଭେଟିବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦୁଇ ଦିନିଆ ଜୈସଲମେର ଗସ୍ତରେ କରିବେ। ଆସନ୍ତାକାଲି (ଜୁନ ୧୩) ଜୈସଲମେର ଗସ୍ତ କରିବେ ଜଗଦୀପ ଧନଖଡ । ଧନଖଡଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ସୀମା ସୁରକ୍ଷା ବଳ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ ଧନଖଡ ଭାରତ-ପାକ…

ବିଧାୟକ ପଦରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜ ଲୋକସଭା ଆସନରୁ ଜିତିବା ପରେ ସମାଜବାଦୀ ପାର୍ଟି (ସପା)ର ମୁଖ୍ୟ ଅଖିଳେଶ ଯାଦବ ବିଧାନସଭା ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କରହଲ ବିଧାନସଭା ଆସନ ଓ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କରହଲ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏବେ ସେ…

ରାମନଗରୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଅଯୋଧ୍ୟାରେ ହେବ ଏନ୍‌ଏସ୍‌ଜି ହବ୍

ଅଯୋଧ୍ୟା: ରାମ ମନ୍ଦିର ଯୋଗୁଁ ଦେଶ ତଥା ବିଶ୍ୱରେ ଅଯୋଧ୍ୟାର ନିଜର ସ୍ଥାନ ରହିଛି। ଏଭଳି ପରିସ୍ଥିତିରେ ଏହାର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ, ବର୍ତ୍ତମାନ ରାମନଗରୀରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ହବ୍ ନିର୍ମାଣ ହେବ। ଆତଙ୍କବାଦୀ ବିପଦ ତଥା…

ଜାମ୍ମୁରେ ଆତଙ୍କ ଖେଳେଇଥିବା ଆତଙ୍କୀଙ୍କ ସ୍କେଚ୍ ଜାରି, ମୁଣ୍ଡ ପିଛା ୨୦ ଲକ୍ଷ ପୁରଷ୍କାର

ଶ୍ରୀନଗର: ଗତକାଲି ଡୋଡୋ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସ ଆକ୍ରମଣରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏମାନଙ୍କ ବାବଦରେ ସୂଚନା ପ୍ରଦାନ କରିବା ବ୍ୟକ୍ତିଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ଜାମ୍ମୁ…

ଥମିବାର ନାଁ ନଉନାହିଁ ଆତଙ୍କୀ ଆକ୍ରମଣ, ପୁଣି ଆତଙ୍କୀଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଥମିବାର ନାଁ ନେଉନାହିଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଗତ ୩ ଦିନ ମଧ୍ୟରେ ଜାମ୍ମୁର ବିଭିନ୍ନ ସ୍ଥାନରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୁରକ୍ଷାକର୍ମୀ ଚତୁପାଶ୍ୱର୍ରୁ ଆତଙ୍କବାଦଙ୍କୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଗକୁ ଆହୁରି…

ଏଲନ ମସ୍କ ସମ୍ପର୍କ ସ୍ଥାପନ କରିଥିବା ମହିଳାଙ୍କୁ ସନ୍ତାନ ଜନ୍ମ କରିବା ପାଇଁ କରୁଥିଲେ ବାଧ୍ୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆଉ ଏକ ବିବାଦରେ ଫସିଛନ୍ତି । ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ମସ୍କ ତାଙ୍କର ଏକ ଇଟର୍ଣ୍ଣଙ୍କ ସମେତ ୨ଜଣ କର୍ମଚାରୀଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲେ । ଏପରିକି ସେ ସେମାନଙ୍କୁ ତାଙ୍କ…

ବାର୍ଡ ଫ୍ଲୁ ମାମଲା: ପିଲାଙ୍କ ଦେହରେ ଲକ୍ଷଣ, ଚିନ୍ତାରେ ସ୍ଵାସ୍ଥ୍ୟ ବିଭାଗ

କୋଲକାତା: ପଶ୍ଚିମବଙ୍ଗର ମାଲଦାରୁ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିଛି। ବାର୍ଡ ଫ୍ଲୁର ଏକ ନୂଆ ମାମଲା ମାଲଦାର କାଲିଆଚକ ଠାରେ ଦେଖିବାକୁ ମିଳିଛି। ଏକ ଶିଶୁ ଠାରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଛି । ରାଜ୍ୟର ସ୍ୱାସ୍ଥ୍ୟ ସଚିବ ନାରାୟଣସ୍ୱରୁପ ନିଗମ ଏନେଇ ସୂଚନା ଦେଇଛନ୍ତି । ଏଆରଡି…

୨୪ରୁ ସଂସଦର ପ୍ରଥମ ଅଧିବେଶନ, ବାଚସ୍ପତି ନିର୍ବାଚନ ସହ ସାଂସଦ ନେବେ ଶପଥ

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଦେଶରେ ଲୋକ ସଭା ନିର୍ବାଚନ । ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ୍‌ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଜୁନ୍ ୨୪ ରୁ…

ଖୁବ ଶୀଘ୍ର ପରଦାକୁ ଆସିବ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କ ବାୟୋପିକ୍

ମୁମ୍ବାଇ: ଭାରତର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଡ. କିରଣ ବେଦୀଙ୍କ ପ୍ରେରଣାଦାୟକ ଜୀବନ କାହାଣୀକୁ ଖୁବ୍ ଶୀଘ୍ର ପରଦାରେ ଦେଖିବେ ଦର୍ଶକ । ଏହି ବାୟୋପିକ୍‌ର ନାଁ ‘ବେଦୀ: ଦ ନେମ୍‌ ୟୁ ନୋ, ଦି ଷ୍ଟୋରୀ ୟୁ ଡୋଣ୍ଟ’ ରଖାଯାଇଛି । ଏନେଇ ଫିଲ୍ମ ନିର୍ମାତା ଏକ ଭିଡିଓ ଜାରି କରି ଏହି ଘୋଷଣା…