Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଣ୍ଡା ହେବାକୁ ମନା କଲେ ଆପ ନେତା ସୋମନାଥ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଆପ ନେତା ସୋମନାଥ ଭାରତୀ ପ୍ରତିଜ୍ଞା କରିଥିଲେ ଯେ, ମୋଦି ଯଦି ପୂନର୍ବାର ପ୍ରଧାନମନ୍ତ୍ରୀ ହେବେ ତେବେ ମୁଁ ଲଣ୍ଡା…

ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ, ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ । କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଜାରି କଲେ ନିର୍ଦ୍ଦେଶନାମା । ଗତକାଲି ଶପଥ ଗ୍ରହଣ ପରେ ଆଜି ପ୍ରଧାନମନ୍ତ୍ରୀ ପ୍ରଥମ ଫାଇଲରେ ନିଜର ଦସ୍ତଖତ ମାରିଛନ୍ତି । ଯାହା କୃଷକଙ୍କ ସହ ଜଡିତ । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତରେ ପିଏମ୍…

ବସିବ ମୋଦୀ ୩.୦ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ତୃତୀୟ ପାଳି କ୍ୟାବିନେଟର ପ୍ରଥମ ବୈଠକ । ମୋଦୀ ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଜର ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିବ ଏହି କ୍ୟାବିନେଟ୍…

ମୋଦୀଙ୍କ କ୍ୟାବିନେଟରେ ନାହାଁନ୍ତି ଜଣେ ବି ମୁସଲମାନ, ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଷ୍ଟ୍ରପତି ଭବନରେ ଗତକାଲି ସନ୍ଧ୍ୟାରେ ମୋଦୀ ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୭୨ ଜଣ ମନ୍ତ୍ରୀ, ସେଥିରୁ ୩୩ଟି ନୂଆ ଚେହେରା

ନୂଆଦିଲ୍ଲୀ: ବିଧିବଦ୍ଧ ଭାବରେ ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ସ୍ଵତନ୍ତ୍ର ରାଜ୍ୟ ମନ୍ତ୍ରୀ, ଓ ୩୬ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ…

ନଡ୍ଡା ହେଲେ ମୋଦୀ ସରକାରରେ ମନ୍ତ୍ରୀ, ଦଳ ପାଇବ ନୂଆ ସଭାପତି

ନୂଆଦିଲ୍ଲୀ: ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ୨୦୨୨ରୁ ଦଳର ୧୧ତମ ସଭାପତି ଥିବା ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନ ଲଢ଼ିଥିଲା। ମନ୍ତ୍ରୀ ରାଜନାଥ ସିଂହ ଓ ଅମିତ ଶାହାଙ୍କ ପରେ ନଡ୍ଡା ଶୁକ୍ରବାର ମନ୍ତ୍ରୀ ଭାବେ…

ଏପଟେ ଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବ, ସେପଟେ ଜମ୍ମୁରେ ଆତଙ୍କୀ ହମଲା!

ଶ୍ରୀନଗର: ଗୋଟିଏ ପଟେ ମୋଦୀ ସରକାରର ତୃତୀୟ ପାଳି ପାଇଁ ଶପଥ ଗ୍ରହଣ ଉତ୍ସବ ପାଇଁ ସାରା ଦେଶର ନଜର ରାଷ୍ଟ୍ରପତି ଭବନ ଉପରେ କେନ୍ଦ୍ରୀତ ଥିଲା। ଅନ୍ଯପଟେ ଜମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ଏକ ମନ୍ଦିରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି…

ଆରମ୍ଭ ହେଲା ମୋଦି ୩.୦, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ: ପୁଣି ତୃତୀୟ ଥର ପାଇଁ ଆରମ୍ଭ ହେଲା ମୋଦି ସରକାରଙ୍କ ଶାସନ | ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଷ୍ଟ୍ରପତି ଭବନରେ ପାଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ପ୍ରଥମ ଥର…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେବାକୁ ମନାକଲେ ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣକୁ ଆଉ କିଛି ମୁହୂର୍ତ୍ତ | ଏହାରି ଭିତରେ ଏନଡିଏ ମେଣ୍ଟରେ ଆରମ୍ଭ ହେଲାଣି କନ୍ଦଳ | ମୋଦି ୩.୦ କ୍ୟାବିନେଟରେ ସାମିଲ ହେବାକୁ ମନ କରିଦେଇଛନ୍ତି ଏନସିପି (ଅଜିତ ପାୱାର ଦଳ)ର ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ…

ମୋଦିଙ୍କ ନୂଆ କ୍ୟାବିନେଟରୁ ହଟିଲେ ସ୍ମୃତି ଓ ଅନୁରାଗ

ନୂଆଦିଲ୍ଲୀ : ଗଣତି ଆରମ୍ଭ ହୋଇଗଲାଣି | ଆରମ୍ଭ ହେବାକୁ ଯାଉଛି ମୋଦି ୩.୦ କାଳ | ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି | ଏହା ସହିତ ଶପଥ ନେବେ ପ୍ରାୟ ୬୫ କ୍ୟାବିନେଟ ମନ୍ତ୍ରୀ | ସେଥିପାଇଁ ପୁନଃଗଠିତ ହୋଇଯାଇଛି ମୋଦି ସରକାରଙ୍କ ନୂଆ…