Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାନ୍ତିପୂର୍ଣ୍ଣ ଭାବରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ବଙ୍ଗଳାରେ ସର୍ବାଧିକ ଭୋଟିଂ

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଭାବରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ । ମିଳିଥିବା ତଥ୍ୟ ଅନୁସାରେ ଏହି ପର୍ଯ୍ୟାୟରେ…

ଚାଲିଗଲେ ବିହାରର ‘ମୋଦୀ’, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସୁଶୀଲ କୁମାର ମୋଦୀ ଚଳିତ ବର୍ଷ ଏପ୍ରିଲରେ ଏକ୍ସରେ କହିଥିଲେ ଯେ ସେ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା କାରଣରୁ ସେ ୨୦୨୪ ଲୋକସଭା…

ଭୁଲରେ ଗହମ ବଦଳରେ ଅଳଙ୍କାର ପୁର୍ଣ୍ଣ ପୁଟୁଳୀ କରିଦେଲେ ଭଗବାନଙ୍କୁ ଅର୍ପଣ

ସୀକର: ରାଜସ୍ଥାନର ସୀକରରେ ଭୈରୁ ଜୀ ମନ୍ଦିରରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଏକ ପରିବାର ଭୁଲରେ ଗହମ ବଦଳରେ ଅଳଙ୍କାର ଥିବା ପୁଟୁଳୀ ଅର୍ପଣ କରିଥିଲେ । କାରରେ ଯେତେବେଳେ ଏହା ସେମାନେ ଜାଣିଲେ ସେମାନଙ୍କ ମୁଣ୍ଡ କାମ କରି ନ ଥିଲା…

ବୁର୍ଖା ଟେକି ମହିଳାଙ୍କ ପରିଚୟ ଯାଞ୍ଚ କରି ଅଡୁଆରେ ବିଜେପି ପ୍ରାର୍ଥୀ, ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ: ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ନେତ୍ରୀ ମାଧବୀଲତା । ପୋଲିଂ ବୁଥ୍ ରେ ମୁସଲିମ ମହିଳାଙ୍କ ବୁର୍ଖା ଟେକି ପରିଚୟ ପତ୍ର ଯାଞ୍ଚ କରିବା ତାଙ୍କୁ ମହଙ୍ଗା ପଡିଛି । ଯାହାର ଭିଡିଓ ଭାଇରାଲ ହେବାପରେ ହାଇଦ୍ରାବାଦର ମଲକପେଟ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।…

ମୁମ୍ବାଇରେ ଭୟଙ୍କର ଧୂଳି ଝଡ଼: ହୋର୍ଡିଂ ପଡି ୩ ମୃତ, ୫୯ ଆହତ ସେପଟେ ବିମାନ ଉଡାଣ ବାତିଲ

ମୁମ୍ବାଇ: ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୁମ୍ବାଇବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ…

ଭୋଟ ଦେବା ପରେ କଲେ ପତ୍ନୀଙ୍କ ଅନ୍ତିମ ସଂସ୍କାର

ଓରେୟା: ଉତରପ୍ରଦେଶରେ ଗଣତନ୍ତ୍ରକୁ ଗର୍ବିତ କଲା ଭଳି ଏକ ଖବର ହସ୍ତଗତ ହୋଇଛି । ଏଠାକାର ଦିବିୟାପୁର ଅଂଚଳରେ ପତ୍ନୀଙ୍କ ଅନ୍ତିମ ସଂସ୍କାରକୁ ପଛରେ ପକାଇ ଜଣେ ବ୍ୟକ୍ତି ଆଗ ଭୋଟ ଦେଇଛନ୍ତି । ୮୪ ବର୍ଷୀୟ ରାମଲଖନଙ୍କ ପତ୍ନୀ ସରୋଜ କୁମାରୀଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇ ଯାଇଥିଲା । ସନ୍ଧ୍ୟା…

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ । ଅପହରଣ ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଏଚଡି ରେବନ୍ନାଙ୍କୁ ଜାମିନ ପ୍ରଦାନ କରାଯାଇଛି । କର୍ଣ୍ଣାଟକ ଅପହରଣ…

କଂଗ୍ରେସର ବଡ ଘୋଷଣା, ସୋନିଆ କହିଲେ ମହିଳାମାନଙ୍କୁ ପ୍ରତିବର୍ଷ ମିଳିବ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ:  ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ । ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ,…

କେଜ୍ରିଓ୍ୱାଲଙ୍କ ଭଳି ଜାମିନ ମାଗିଲେ ସୋରେନ୍, ମନା କଲେ କୋର୍ଟ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ହେମନ୍ତ ସୋରେନଙ୍କ ଜାମିନ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ହେମନ୍ତ ସୋରେନ୍‌ ଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହ ଦିଲ୍ଲୀ…

ମୃତ ଝିଅର ବିବାହ ପାଇଁ ବିଜ୍ଞାପନ ଦେଲେ ପରିବାର

ମାଙ୍ଗାଲୁର: ପୁଅ, ଝିଅଙ୍କ ବିବାହ ପାଇଁ ବାପା, ମାଆ ସର୍ବଦା ଚିନ୍ତିତ ରହିଥାନ୍ତି । ଭଲ ପ୍ରାର୍ଥୀ ପାଇବା ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ତେବେ କର୍ଣ୍ଣାଟକର ଏକ ଖବର କାଗଜରେ ଏ ଭଳି ଗୋଟିଏ ବିଜ୍ଞାପନ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ବିଜ୍ଞାପନରେ ୩୦ ବର୍ଷ…