Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୫ ସେକେଣ୍ଡ ବିବାଦ: ନବନୀତ ରାଣା କହିଲେ, ମୁଁ ହାଇଦ୍ରାବାଦ ଆସୁଛି..

ହାଇଦ୍ରାବାଦ: ସାରା ଦେଶରେ ଏବେ ଗଣତନ୍ତ୍ରର ମହାପର୍ବ ଚାଲିଛି । ଏହା ମଧ୍ୟରେ ରାଜନୈତିକ ଦଳର ପରସ୍ପର ବିରୋଧରେ ବୟାନବାଜି ମତଦାତାଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ବିଜେପିର ନବନୀତ ରବି ରାଣା ୧୫ ସେକେଣ୍ଡ ବୟାନବାଜି ନେଇ ଆଜି ଏଆଇଏମଆଇଏମକେ ଅଧ୍ୟକ୍ଷ ଅସବୁଦ୍ଦିନ ଓୱେସୀଙ୍କୁ ଚ୍ୟାଲେଞ୍ଜ…

ଛତିଶଗଡ଼ ଏନକାଉଣ୍ଟର: ୧୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପ୍ରଥମେ ୮ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ…

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଇସ୍ରୋ, ତରଳ ରକେଟ୍ ଇଞ୍ଜିନ୍ ପରୀକ୍ଷା ସଫଳ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଏଡିଟିଭ୍ ଉତ୍ପାଦନ (ଏମ୍) ଟେକ୍ନୋଲୋଜି ସାହାଯ୍ୟରେ ଇସ୍ରୋ ସଫଳତାର ସହିତ ତରଳ ରକେଟ୍ ଇଞ୍ଜିନ୍ (liquid rocket engine) ପରୀକ୍ଷା କରିଛି। ଇଞ୍ଜିନକୁ ୬୬୫ ସେକେଣ୍ଡର ଉତ୍ତପ୍ତ ପରୀକ୍ଷଣ କରିବାକୁ…

ଜେଲରୁ ବାହାରିବା ପରେ କେଜ୍ରିଓ୍ବାଲଙ୍କ ପ୍ରଥମ ବାର୍ତ୍ତା, ଏକଛାତ୍ରବାଦ ବିରୋଧରେ ଏକାଠି ହୁଅ

ନୂଆଦିଲ୍ଲୀ: ୫୦ ଦିନ ତିହାର ଜେଲରେ ରହିବା ପରେ ଅନ୍ତରୀଣ ଜାମିନରେ ମୁକୁଳିଥିବା ଅରବିନ୍ଦ କେଜ୍ରିୱାଲ ଭାରତର ନାଗରିକମାନଙ୍କୁ ଏକ ନିବେଦନ କରି ଏକଛତ୍ରବାଦର ବିପଦ ବିରୋଧରେ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି । ସନ୍ଧ୍ୟା ୭ଟାରେ ସେ ଜେଲରୁ ବାହାରିବା ପରେ ଆମ୍ ଆଦମୀ ପାର୍ଟି (ଆପ୍)…

ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ: ମୋଦୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ବରରେ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବିପି ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି।…

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳିତ ହେବ ‘ଭାରତ ପର୍ବ’

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରାଯିବ, ଯେଉଁଥିରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନେ ଅଂଶଗ୍ରହଣ…

୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୂରସଂଚାର ଅପରେଟରଙ୍କୁ ୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସରକାର ହ୍ୟାଣ୍ଡସେଟ ସହିତ ଜଡିତ ୨୦ ଲକ୍ଷ ମୋବାଇଲ ନମ୍ବରକୁ ପୂନର୍ବାର ଭେରିଫାଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଇବର ଅପରାଧ ଓ ଅନଲାଇନ…

ବଢିଲା ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ

ନୂଆଦିଲ୍ଲୀ: ବଢିଲା ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଚାର୍ଜଫ୍ରେମ କରିଛନ୍ତି। କୋର୍ଟ କହିଛନ୍ତି ଯେ ବ୍ରିଜ…

ଜେଲରୁ ବାହାରିଲେ କେଜ୍ରିୱାଲ, କହିଲେ କାଲି ହନୁମାନ ମନ୍ଦିରରେ ହେବ ଦେଖା

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ତିହାର ଜେଲରୁ ବାହାରିବା…

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ୮ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । ଖବର ମୁତାବକ, ଛତିଶଗଡର ପିଡ଼ିଆ…