Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛାତ୍ରୀବାସରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବଞ୍ଚିଲେ ୪୦ ଛାତ୍ରୀ , ଚାଲିଗଲା ୱାଚମ୍ୟାନଙ୍କ ଜୀବନ

ପୁଣେ: ପୁଣେ ସହରର ଶାନିପର ଅଞ୍ଚଳରେ ଏକ ଛାତ୍ରବାସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ୪୦ରୁ ଅଧିକ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୱାଚମ୍ୟାନଙ୍କର ମୃତ୍ୟୁ ଘଟିଛି ।ତେବେ ଗତକାଲି ଅଧରାତିରେ ଏଭଳି ଭୟାଭୟ କାଣ୍ଡ ଘଟିଛି । ସୂଚନାନୁଯାୟୀ, ମହାରାଷ୍ଟ୍ର ପୁଣେ ସହରରେ ଏକ ପାଞ୍ଚ…

ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ରାଜନାଥ ସିଂହ ମୋଦିଙ୍କ ନାମ ପ୍ରସ୍ତାବ ଦେବା ପରେ ଅମିତ ଶାହ ଓ ନୀତିନ ଗଡ଼କରୀଙ୍କ ସମେତ ଏନଡିଏର ସହଯୋଗୀ ଦଳର ମୁଖ୍ୟମାନେ ସମର୍ଥନ ଜଣାଇ ନରେନ୍ଦ୍ର ମୋଦିଙ୍କୁ ନିଜ ନେତା ଭାବେ…

ମୋଦିଙ୍କ ପାଦ ଛୁଇଁଲେ ନୀତିଶ; କହିଲେ, ସବୁବେଳେ ସାଥିରେ ରହିବୁ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ ରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ସଭାପତି ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ସହଯୋଗୀ ଦଳ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ,…

‘ଗଲା ୧୦ ବର୍ଷ ଟ୍ରେଲର୍ ଥିଲା, ଆଗକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ’

ନୂଆଦିଲ୍ଲୀ: ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ, ତାହା ଟ୍ରେଲର ଥିଲା । ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ ବୋଲି ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ କହିଛନ୍ତି ମୋଦି  । ଆସନ୍ତା ରବିବାର ତଥା ଜୁନ ୯ରେ  ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି…

ଓଡିଶା ହେବ ଦେଶର ବିକଶିତ ଇଞ୍ଜିନ:ମୋଦି

ନୂଆଦିଲ୍ଲୀ: ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ।ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । କିଛି ଏଭଳି ବଡ଼ ମନ୍ତବ୍ୟ ଦେଇଛନ୍ତି ଏନ୍‌ଡିଏ ନେତା ନିର୍ବାଚିତ ହେବାପରେ ମୋଦି । ଚଳିତ ନିର୍ବାଚନରେ ଓଡିଶାରେ ବିଜେପିର ବିପୁଳ ବିଜୟ ପରେ ଆଜି ସଂସଦରେ ଖୁସି ବ୍ୟକ୍ତ କରିଛନ୍ତି…

‘ଟାଇଗର ଜିନ୍ଦା ହୈ’: ଏନଡିଏ ସରକାରର ଶପଥ ଗ୍ରହଣ ପୂର୍ବରୁ ପାଟନାରେ ଲାଗିଲା ନୀତିଶଙ୍କ ପୋଷ୍ଟର

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ​​ଏନଡିଏର ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ଥିତି ଆହୁରି ମଜଭୁତ୍ ହୋଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ମଧ୍ୟ ପୂର୍ଣ୍ଣ ଉତ୍ସାହ ରହିଛି । ଏହି ସମୟରେ ପାଟନାରେ ନୀତିଶ କୁମାରଙ୍କ ଏକ ଆକର୍ଷଣୀୟ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।…

ଏନଡିଏ ଭାରତ ଆତ୍ମାର ପ୍ରତିବିମ୍ବ: ମୋଦି

ନୂଆଦିଲ୍ଲୀ: ଏନ୍‌ଡିଏ ନେତା ନିର୍ବାଚିତ ପରେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ମୋଦି କହିଛନ୍ତି ଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ । ସର୍ବସମ୍ମତିରେ  ମୋତେ ବାଛି ନୂଆ ଦାୟିତ୍ବ ଦେଇଛନ୍ତି, ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ ସବୁବେଳେ କୃତଜ୍ଞ । ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର…

ନିର୍ବାଚନ ଜିତିବା ପରେ ଚିରଞ୍ଜୀବଙ୍କ ପାଦ ଛୁଇଁ ଆଶର୍ବାଦ ନେଲେ ପଓ୍ବନ କଲ୍ୟାଣ, ସାମ୍ନାକୁ ଆସିଲା ଭିଡିଓ

ପିଥାପୁରମ: ସାଉଥ ସୁପରଷ୍ଟାର ପଓ୍ବନ କଲ୍ୟାଣଙ୍କୁ ରାଜନୀତିରେ ମିଳିଛି ବଡ ସଫଳତା । ପିଥାପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି ଅଭିନେତା ପଓ୍ନନ । ଆନ୍ଧ୍ରପ୍ରଦେଶର ପିଥାପୁରମରେ ଐତିହାସିକ ରାଜନୈତିକ ବିଜୟ ପରେ ହାଇଦ୍ରାବାଦରେ ଚିରଞ୍ଜୀବଙ୍କ…

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ। ବେଙ୍ଗାଲୁରୁର ଏକ କୋର୍ଟ ରାହୁଲଙ୍କ ଉପରେ ରହିଥିବା ମାନହାନି ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲା। ଏହି ଜାମିନ ବେଙ୍ଗାଲୁରୁର ୪୨ତମ…

ଆନ୍ଧ୍ରପ୍ରଦେଶରେ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଜାରି ରହିବ: ସ୍ପଷ୍ଟ କରିଛି ବିଜେପିର ସହଯୋଗୀ ଟିଡିପି

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା କେ.ରବିନ୍ଦ୍ର କୁମାର ଆନ୍ଧ୍ରପ୍ରଦେଶର ମୁସଲମାନମାନଙ୍କୁ ସଂରକ୍ଷଣ ଜାରି କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ରବିନ୍ଦ୍ର କୁମାର କହିଛନ୍ତି, ଆମେ ଏହାକୁ ଜାରି ରଖିବୁ ଏବଂ ଏଥିରେ କୌଣସି ଅସୁବିଧା ନାହିଁ। ରବିନ୍ଦ୍ର କୁମାରଙ୍କ କଥା ଅତ୍ୟନ୍ତ…