Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାନହାନି ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତଥା ଅଜି ମାନହାନି ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ। କର୍ଣ୍ଣାଟକ ବିଜେପି ମାନହାନି ମାମଲାରେ ରାହୁଲ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲା। ବେଙ୍ଗାଲୁରୁର ଜନପ୍ରତିନିଧିମାନଙ୍କ ଲାଗି ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର କୋର୍ଟରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ, ଷ୍ଟକ ବଜାର ଦୁର୍ନୀତିର ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଛି ଗମ୍ଭୀର ଅଭିଯୋଗ ଆଣି ଷ୍ଟକ ବଜାର ଦୁର୍ନୀତିର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ…

କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଁ ସହଯୋଗୀ ଦଳଙ୍କ ଦାବି ଦେଖି ଲକ୍ଷ୍ମଣ ରେଖା ଟାଣିଲା ବିଜେପି

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏନଡିଏରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଦାବି କରିଛନ୍ତି। ତେବେ ବିଜେପି ସହଜରେ ନିଜର ସହଯୋଗୀ…

ମହଙ୍ଗା ପଡିଲା ସାଂସଦଙ୍କୁ ଚାପୁଡା ମାରିବା, କାର୍ଯ୍ୟରୁ ନିଲମ୍ବନ ହେଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ: ମହଙ୍ଗା ପଡିଲା ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ନବ ନିର୍ବାଚିତ ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଆଇଏସଏଫ ଗାର୍ଡଙ୍କ ଚାପୁଡ଼ା ମାରିବା । କାର୍ଯ୍ୟରୁ ନିଲମ୍ବିତ ହେଲେ ସିଆଇଏସଏଫ ଗାର୍ଡ । ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ…

ଖୁବ୍ ଶୀଘ୍ର ମୋଦି ୩.୦; ୮ ନୁହେଁ ୯ରେ ନେବେ ଶପଥ..

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ମୋଦୀ ୩.0 । ଏନଡିଏ ମେଣ୍ଟର ନିଷ୍ପତି ଅନୁସାରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ମୋଦୀ । ତେବେ ଆସନ୍ତା ୮ତାରିଖରେ ମୋଦୀ ଶପଥ ଗ୍ରହଣ କରିବାର ନିଷ୍ପତି ନିଆଯାଇଥିବା ବେଳେ ବର୍ତ୍ତମାନ ତାରିଖ ବଦଳିଛି । ୮ ନୁହେଁ ବରଂ ୯ରେ ଶପଥ ନେବେ ମୋଦୀ । ୯ତାରିଖ…

ପପୁ ଯାଦବଙ୍କ ଭବିଷ୍ୟବାଣୀ; ‘ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ’

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ କୁ ବହୁମତ ମିଳିଥିବାବେଳେ, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଏହି ସମୟ ଭିତରେ ବିହାରର ପୂର୍ଣ୍ଣିୟା ଲୋକସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ପପୁ ଯାଦବ ମୋଦିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।…

ବିମାନ ବନ୍ଦରରେ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ ହେଉଛି କୁଲବିନ୍ଦର କୌର । ଏନେଇ କଙ୍ଗନା ଉକ୍ତ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣି ତୁରନ୍ତ କଠୋର…

‘ସ୍ୱାର୍ଥୀ’ କହି ଅଯୋଧ୍ୟା ବାସୀଙ୍କ ଉପରେ ବର୍ଷିଲେ ରାମୟାଣର ଲକ୍ଷ୍ମଣ

ଅଯୋଧ୍ୟା: ଅଯୋଧ୍ୟା ଭୋଟରଙ୍କ ଉପରେ ବର୍ଷିଛନ୍ତି ଲୋକପ୍ରିୟ ଅଭିନେତା ସୁନିଲ ଲେହରି । ୨୦୨୪ ସାଂସଦ ନିର୍ବାଚନରେ ବିଜେପିକୁ ଭୋଟ୍ ନଦେଇ ଲୋକେ ସମାଜବାଦୀ ପାର୍ଟି ପ୍ରାର୍ଥୀକୁ ଜିତେଇଥିବାରୁ ସୁନୀଲ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଲେ ‘ବିଜେପି ସହିତ ବିଶ୍ୱାସଘାତକତା କରିଛନ୍ତି…

ବାର୍ଡ ଫ୍ଲୁ ସଂକ୍ରମଣରେ ଗଲା ବିଶ୍ବର ପ୍ରଥମ ଜୀବନ

ନୂଆଦିଲ୍ଲୀ: ବାର୍ଡ ଫ୍ଲୁରେ ଗଲା ପ୍ରଥମ ଜୀବନ । ମେକ୍ସିକୋର ଜଣେ ବ୍ୟକ୍ତିଙ୍କର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ । ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କର ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା…

ମହାରାଷ୍ଟ୍ରର ଯେଉଁ ସବୁ ସ୍ଥାନରେ ମୋଦି ପ୍ରଚାର କରିଥିଲେ ସେହି ସ୍ଥାନଗୁଡ଼ିକରେ ବିଜେପି ହାରିଛି

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିଥିବାବେଳେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଥିର ହୋଇସାରିଛି । ଗତ ଦୁଇଟି ନିର୍ବାଚନରେ ବିଜେପି ନିଜ ବଳରେ ବହୁମତ ହାସଲ କରିଥିଲା । ହେଲେ ଏଥର କିନ୍ତୁ ନିଜ ବଳରେ ଜିତିବାରେ ବିଫଳ ହୋଇଛି ଦଳ । ତେବେ…