Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନ୍ଧ୍ରରେ ଟିଡିପି କରିବ ସରକାର ଗଠନ, ୯ରେ ଶପଥ ନେବେ ଚନ୍ଦ୍ରବାବୁ

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ । ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୋଟ ୧୭୫ ଆସନ ମଧ୍ୟରୁ ୧୩୩ରେ ବିଜୟ ହାସଲ କରି ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ ଓ ଜନସେନା ପାର୍ଟିକୁ ୧୦ ଟି ଆସନରେ ବିଜୟ ମିଳିଛି । ସେହିପରି…

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି: ମୋଦି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମୋଦି ଦେଶବାସୀଙ୍କ ସମେତ କର୍ମୀ, କର୍ମଚାରୀ, ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ,…

ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପ୍ରକାଶ ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଓଡିଶାରେ ଐତିହାସିକ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ଏକ୍ସ' ରେ ପୋଷ୍ଟ କରି ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା…

ରେକର୍ଡ ବିଜୟ; ବାରଣାସୀରୁ ମୋଦୀ ଓ ଗାନ୍ଧିନଗରରୁ ଶାହା   

ନୂଆାଦିଲ୍ଲୀ: ଦେଶର ସବୁଠୁ ବଡ ନିର୍ବାଚନ ତଥା ରୋଚକ ନିର୍ବାଚନର ମଙ୍ଗଳବାର ଫଳାଫଳ ପ୍ରକାଶ ପାଇଛି । ଏହାରି ଭିତରେ ବାରଣାସୀରୁ ବଡ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରଣୀସୀରେ ମୋଟ ୬,୧୨,୯୭୦ ଖଣ୍ଡ ଭୋଟରେ ଜିତିଛନ୍ତି ମୋଦୀ । କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରାୟ…

ଜିତିଲେ ବଲିଉଡ କୁଇନ୍ କଙ୍ଗନା ,କହିଲେ ଏହି ବିଜୟ ମୋର ନୁହେଁ ଏହା ମଣ୍ଡିର ସମ୍ମାନର ବିଜୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ଏହାରି ଭିତରେ  ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ରହିଛି ଖୁସି ଖବର । ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଜିତିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ବିଜେପି ପ୍ରାର୍ଥୀ କଙ୍ଗନା ୭୨,୦୮୮ ଟି ଭୋଟ ପାଇ କଂଗ୍ରେସର…

ବଡ଼ ବିଜୟ ଅଭିମୁଖେ ରାହୁଲ, ୧ ଲକ୍ଷରୁ ଅଧିକ ଭୋଟ୍ ରେ ଆଗୁଆ ରହିଛନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି । ଏଥର କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ୱାୟନାଡରେ ୧ ଲକ୍ଷରୁ ଅଧିକ ଭୋଟ୍ ଏବଂ ରାବେରେଲିରେ ୫୦,୦୦୦ରୁ ଅଧିକ ଭୋଟରେ…

ଗାନ୍ଧିନଗରେ ରେକର୍ଡ କରିବ କି ବିଜେପି ! ୨ ଲକ୍ଷ ଭୋଟରେ ଆଗୁଆ ଅଛନ୍ତି ଅମିତ ଶାହ

ଗାନ୍ଧିନଗର: ଗାନ୍ଧିନଗର ଲୋକସଭା ନିର୍ବାଚନ-୨୦୨୨୪ର ଫଳାଫଳ ଆସିବାକୁ ଯାଉଛି। କଂଗ୍ରେସ ବାଡମେର୍ ଲୋକସଭା ଆସନ ଜିତି ନିଜର ଖାତା ଖୋଲିବାକୁ ଯାଉଥିବାବେଳେ ବିଜେପି ଗାନ୍ଧିନଗର ଆସନ ଜିତି ନିଜର ଆସନ ହାତେଇବାକୁ ଯାଉଛି। ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ, ବିଭିନ୍ନ ଦଳର ପ୍ରାର୍ଥୀ ଟ୍ରେଣ୍ଡରେ…

ବଦଳିବ କି ଟ୍ରେଣ୍ଡ! ମୋଦୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜୟ ରାୟ: କଂଗ୍ରେସ କହିଲା ଏହା କେବଳ ଟ୍ରେଲର

ନୂଆଦିଲ୍ଲୀ: ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ। ଏହାରି ଭିତରେ ବିଜେପି ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ବାରାଣସୀ ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ।…

ଭୋଟ ଗଣତି ମଧ୍ୟରେ ଷ୍ଟକ ବଜାରରେ ବଡ ହ୍ରାସ: ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ, ସେୟାର ମାର୍କେଟ ଡାଉନ

ମୁମ୍ବାଇ: ଦେଶରେ ଜାରି ରହିଛି ଭୋଟ ଗଣତି। ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ ରହିଛି। ଆଜି ଲୋକସଭା ଭୋଟ ଗଣତି ଜାରି ରହିଥିବାବେଳେ ଷ୍ଟକ ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ ପାଇଛି। ନ୍ୟାସନାଲ ଷ୍ଟକ…

୨୦ ହଜାର ଭୋଟରେ ପଛୁଆ ସ୍ମୃତି, ଅମେଠିରେ ଆଗୁଆ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା

ନୂଆଦିଲ୍ଲୀ: ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ। ଲୋକସଭା ନିର୍ବାଚନରେ ​ଉତ୍ତରପ୍ରଦେଶର ଅମେଠିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ବର୍ତ୍ତମାନ ହଟ ସିଟ୍ ଆମେଠି ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ଏଠାରେ କଂଗ୍ରେସ ଆଗୁଆ ଥିବା ବେଳେ ୨୦ ହଜାର ଭୋଟରେ ବିଜେପି ପଛରେ ଚାଲିଛି।…