Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଙ୍ଗଳାରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗର ବର୍ଦ୍ଦମାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ରାଜ୍ୟର ଟିଏମସି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଅସଦାଚରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ କାର୍ଯ୍ୟରତ ମହିଳା କର୍ମାଚାରୀ

କୋଲକାତା: ପଶ୍ଚିମବଙ୍ଗ ରାଜଭବନର ଜଣେ କାର୍ଯ୍ୟରତ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଉକ୍ତ ମହିଳା ଜଣକ ହରେ ଷ୍ଟ୍ରିଟ ଥାନାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିବା ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଛନ୍ତି ।…

ରାଜ୍ୟପାଳଙ୍କ ଉପରେ ଲାଗିଲା ଯୌନ ଉତ୍ପୀଡନର ଆରୋପ , ପୋଲିସ୍ ଓ କର୍ମୀଙ୍କୁ ରାଜଭବନ ମନା

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ ଲାଗିଲା ସଙ୍ଗୀନ ଆରୋପ । ରାଜଭବନର ଏକ ମହିଳା କର୍ମଚାରୀ ଯୌନ ଶୋଷଣ ନେଇ ସ୍ଟ୍ରିଟ୍ ଥାନାରେ ଅଭିଯୋଗ କରି ରାଜ୍ୟପାଳ ବୋସଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି । ସୂଚନା ଅନୁଯାୟୀ, ଅଭିଯୋଗକାରୀ ମହିଳା ଜଣଙ୍କ…

ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ ଖୁଲାସା: ତେଲେଙ୍ଗାନାରୁ ପୋଷ୍ଟ ହୋଇଥିଲା ଭିଡିଓ, ୪ ଗିରଫ

ନୂଆଦିଲ୍ଲୀ: ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇଏଫ୍‌ଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଏବଂ ଷ୍ଟ୍ରାଟେଜିକ୍ ଅପରେସନ୍ସ) ଏହି ମାମଲାରେ ଏକ ବଡ ଖୁଲାସା କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ…

ଅମେଠିରୁ ଟିକେଟ ମିଳିବା ପରେ ଆସିଲା କିଶୋରୀ ଲାଲଙ୍କ ପ୍ରତିକ୍ରିୟା, କହିଲେ ୪୦ ବର୍ଷ ଧରି ସେବା କରିଆସିଛି

ନୂଆଦିଲ୍ଲୀ: ଅମେଠିରୁ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ ମିଳିବା ପରେ ସାମ୍ନାକୁ ଆସିଛି ତାଙ୍କର ପ୍ରଥମ ପ୍ରତିକ୍ରିୟା । କିଶୋରୀ ଲାଲ କହିଛନ୍ତି ଯେ, ମୁଁ ଗତ ୪୦ ବର୍ଷ ଧରି ଏହି ଅଞ୍ଚଳରେ ସେବା କରିଆସୁଛି । ମୋ ଉପରେ ବିଶ୍ୱାସ କରିଥିବାରୁ ହୃଦୟରୁ ମୁଁ…

ଧାର୍ଯ୍ୟ ହେଲା ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ସୀମା: ବାଇକ ପାଇଁ ୨୦୦, କାର ପାଇଁ ୫୦୦ ଟଙ୍କା

ଅଗରତାଲା: ତ୍ରିପୁରାରେ ମାଲଗାଡ଼ିର ଚଳାଚଳ ବ୍ୟାହତ ହୋଇଛି। ତେଣୁ ରାଜ୍ୟରେ ଇନ୍ଧନ ଭଣ୍ଡାର ମଧ୍ୟ ଖାଲି ହୋଇଯାଇଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ଇନ୍ଧନ ଅଭାବ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ମଧ୍ୟ ଏକ ସୀମା ଧାର୍ଯ୍ୟ କରାଯାଇଛି। ଦୁଇ ଚକିଆ ଯାନ କେବଳ…

ରାୟବରେଲୀରୁ ଲଢ଼ିବେ ରାହୁଲ, ଆମେଠିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇ ଚର୍ଚ୍ଚିତ ଲୋକସଭା ଆସନ ଆମେଠି ଓ ରାୟବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନାମାଙ୍କନ ଦାଖଲର ସମୀୟସୀମା ଆଜି ଶେଷ ହେଉଛି। ଏହା ପୂର୍ବରୁ ଆଜି କଂଗ୍ରେସ ଏହି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛି। କଂଗ୍ରେସ ଆମେଠିରୁ କିଶୋରୀଲାଲ…

୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ

ଲଣ୍ଡନ: ବ୍ରିଟେନର ଗବେଷକମାନେ ୭୫୦୦୦ ବର୍ଷ ତଳର ଏହି ମହିଳାଙ୍କ ଖପୁରୀରୁ କୃତ୍ରିମ ଚେହେରା ପ୍ରସ୍ତୁତ କରିଛନ୍ତି । ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର କରାଯିବା ସହ ମହିଳାକଙ୍କ ଖପୁରୀରୁ ଏହାକୁ ପ୍ରସ୍ତୁତ କରିଥିଲେ । ୨୦୧୮ରେ ଇରାକର କୁର୍ଦ୍ଦିସ୍ତାନରେ ଏକ ପଥର ତଳୁ ଏହି ମହିଳାଙ୍କ ଖପୁରୀ…

ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଦୀନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛି । ଦୀନେଶ ପ୍ରତାପ ସିଂ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏବରେଲିର ପୂର୍ବତନ ସାଂସଦ ସୋନିଆ…

ବିପଦରେ ଭାରତୀୟ ମସଲା ରପ୍ତାନୀ, ମସଲାର ଗୁଣାତ୍ମକ ଯାଞ୍ଚ ନେଇ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିକଟରେ ଭାରତରୁ ରପ୍ତାନି ହେଉଥିବା ଏମଡିଏଚ୍ ଓ ଏଭରେଷ୍ଟ ମସଲାର ଗୁଣାତ୍ମକ କୁ ନେଇ ସିଙ୍ଗାପୁର ଓ ହଂଗକଂଗ ସରକାର ବ୍ୟାନ କରିବା ପରେ ଏବେ ଅଷ୍ଟ୍ରେଲିଆରେ ଇଣ୍ଡିଆନ୍ ସ୍ପାଇସ୍ ବ୍ରାଞ୍ଚ ଯାଞ୍ଚ (ଏଫଏସଏଏନଜେଡ୍) ମଧ୍ୟ ଏହାର ଗୁଣ ଯାଞ୍ଚ କରୁଥିବା ପ୍ରକାଶ କରିଛି । ସେହିପରି…