Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିପଦରେ ଭାରତୀୟ ମସଲା ରପ୍ତାନୀ, ମସଲାର ଗୁଣାତ୍ମକ ଯାଞ୍ଚ ନେଇ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିକଟରେ ଭାରତରୁ ରପ୍ତାନି ହେଉଥିବା ଏମଡିଏଚ୍ ଓ ଏଭରେଷ୍ଟ ମସଲାର ଗୁଣାତ୍ମକ କୁ ନେଇ ସିଙ୍ଗାପୁର ଓ ହଂଗକଂଗ ସରକାର ବ୍ୟାନ କରିବା ପରେ ଏବେ ଅଷ୍ଟ୍ରେଲିଆରେ ଇଣ୍ଡିଆନ୍ ସ୍ପାଇସ୍ ବ୍ରାଞ୍ଚ ଯାଞ୍ଚ (ଏଫଏସଏଏନଜେଡ୍) ମଧ୍ୟ ଏହାର ଗୁଣ ଯାଞ୍ଚ କରୁଥିବା ପ୍ରକାଶ କରିଛି । ସେହିପରି…

‘ଭୋଟ୍ ନଦେଲେ ବିଜୁଳି କାଟି ଦିଆଯିବ’: କଂଗ୍ରେସ ବିଧାୟକଙ୍କ ଧମକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର କ୍ଷେତ୍ରରେ ବିଭିନ୍ନ ପ୍ରକାରର ବିବାଦୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ସମ୍ବିଧାନ ହଟାଇବା ଏବଂ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଛି ତ ଆଉ କେଉଁଠି ସାମ୍ପ୍ରଦାୟିକ ପ୍ରସଙ୍ଗରେ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ କର୍ଣ୍ଣାଟକର ଜଣେ…

ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍

ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ ବଢ଼ିଲା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ଵଳ ରେଭାନ୍ନାଙ୍କ ଅଡୁଆ। ଗତ କିଛି ଦିନ ଧରି ଫେରାର ଥିବା ପ୍ରଜ୍ଜ୍ଵଳ ରେଭାନ୍ନାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ଏସଆଇଟି । ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।…

ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ଦିନ ହାଇକୋର୍ଟରେ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଇଡି ଏବଂ ସିବିଆଇ ମାମଲାରେ ଜାମିନ ଆବେଦନ କରିଛନ୍ତି। ଜରୁରୀ ଶୁଣାଣି ପାଇଁ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନ ଏବଂ ଜଷ୍ଟିସ ମନମିତ ପିଏସ ଆରୋରାଙ୍କ …

ଏକକାଳୀନ ବରଖାସ୍ତ ହେଲେ ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ ୨୨୩ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ ୨୨୩ କର୍ମଚାରୀଙ୍କୁ ଏକକାଳୀନ ବରଖାସ୍ତ କରିଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ନିୟମ ବିରୁଦ୍ଧରେ ଯାଇ ବିନା ଅନୁମତିରେ ଏମାନଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। …

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବଢିଲା ଭୋଟିଂ ଟାଇମ

ନୂଆଦିଲ୍ଲୀ: ନିର୍ବାଚନର ଉଷ୍ମତା ଯେତିକି ବଢିଚାଲିଛି ଗ୍ରୀଷ୍ମ ପ୍ରବାହର ତାତି  ମଧ୍ୟ ସେତିକି ଶୀର୍ଷରେ ରହିଛି। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସତର୍କ ଅଛନ୍ତି । ବିହାର ପରେ ନିର୍ବାଚନ ଆୟୋଗ ତେଲଙ୍ଗାନାରେ ଭୋଟ ସମୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।ପୂର୍ବ ସମୟ…

ପାଇଥାନ ପରେ କୋର ଟିମ୍ ରୁ ଛଟେଇ କଲା ଗୁଗୁଲ

ନୂଆଦିଲ୍ଲୀ: ଜାରି ରହିଛି ଗୁଗୁଲର ଛଟେଇ ପ୍ରକ୍ରିୟା । ଗତ କିଛି ଦିନ ଭିତରେ କମ୍ପାନୀରୁ ପୁରା ପାଇଥନ୍ ଟିମକୁ ବରଖାସ୍ତ କରାଯିବା ପରେ ବର୍ତ୍ତମାନ ପ୍ରସିଦ୍ଧ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗୁଲ ତା’ର 'କୋର୍' ଟିମର ପ୍ରାୟ ୨୦୦ କର୍ମଚାରୀଙ୍କୁ ବରଖାସ୍ତ କରିଛି । ଗୁଗଲ୍ Q1 ଫଳାଫଳର ଠିକ୍…

କୋଭିଡ୍ ଭ୍ୟାକ୍ସିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନ ପାଇଁ ଜାରି କରାଯାଇଥିବା କୋୱିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । କୋଭିଡ-୧୯ ଟିକାକରଣ ପାଇଁ କୋୱିନ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କରୋନା ମହାମାରୀ ସମୟରେ…

ମୋଦୀଙ୍କୁ କଟାକ୍ଷ କରୁଥିଲେ ଏବେ ବାରଣାସୀରୁ ଦେବେ ଟକ୍କର, ଜାଣନ୍ତୁ କିଏ ଏହି କମେଡିଆନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ଉପାୟରେ ତାଚ୍ଛଲ୍ୟ କରି ସୋଶିଆଲ ମିଡିଆରେ ଲୋକପ୍ରିୟ ହୋଇଥିବା କମେଡିଆନ୍ ଶ୍ୟାମ ରଙ୍ଗିଲା ଏବେ ନିର୍ବାଚନ ଲଢିବେ। ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ହାସ୍ୟ ଅଭିନେତା ଶ୍ୟାମ…

ମୋଷ୍ଟୱାଣ୍ଡେଡ୍ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟାକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ତଥା ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରକୁ ହତ୍ୟା କରାଯାଇଛି । ଆମେରିକୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି ।…