Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ଫେରିବା ପୂର୍ବରୁ ଅଗ୍ରୀମ ଜାମିନ ଆବେଦନ କଲେ ପ୍ରଜ୍ବଳ ରେବାନ୍ନା

ବେଙ୍ଗାଲୁରୁ: କର୍ଣ୍ଣାଟକର ଚର୍ଚ୍ଚିତ ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ଏବଂ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବାନ୍ନା ଆସନ୍ତା ମେ, ୩୧ ତାରିଖରେ ଭାରତ ଫେରିବେ । ଭାରତ ଫେରିବା କ୍ଷଣି ଅର୍ଥାତ୍ ବେଙ୍ଗାଲୁରୁ ବିମାନବନ୍ଦରରେ ତାଙ୍କର ବିମାନ ଅବତରଣ କରିବା କ୍ଷଣି ତାଙ୍କୁ ଗିରଫ କରିବାକୁ…

ସର୍ବକାଳୀନ ରେକର୍ଡ ସହ ଦିଲ୍ଲୀ ଡେଇଁଲା ୫୨ ଡିଗ୍ରୀ, ରାଜ୍ୟରେ ୪୫ ଡିଗ୍ରୀ ପାର୍

ନୂଆଦିଲ୍ଲୀ: ସବୁ ରେକର୍ଡ ଭାଙ୍ଗି ସାରିଲାଣି ଜାତୀୟ ରାଜଧାନୀ ଦିଲ୍ଲୀ । ଆଜି ୫୨.୩ ଡିଗ୍ରୀ ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ଦିଲ୍ଲୀ । ତତଲା କଡେଇରେ ଖାଲି ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ବାସୀ । ଏହାସହିତ ରାଜସ୍ଥାନର ଅନେକ ଅଞ୍ଚଳ ୫୦ ଡିଗ୍ରୀ ଟପିଛି । ହରିୟାଣାର ଶିର୍ଶାରେ ୫୦.୩…

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ତେଣୁ ଖୁବଶୀଘ୍ର ମୌସୁମୀ ଛୁଇଁବାନେଇ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ…

ଏତିକି ଆସନ ଜିତିବ ଇଣ୍ଡିଆ ମେଣ୍ଟ; ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ, ଏହା ମୋ ଗ୍ୟାରେଣ୍ଟି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ପରିବେଶ ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶରେ ବିରୋଧୀ ଇଣ୍ଡିଆ ମେଣ୍ଟର ବିଜୟ ଉପରେ ଏକ ବଡ଼ ଦାବି କରିଛନ୍ତି। ଚଳିତ ନିର୍ବାଚନରେ ୮୦ଟି ଲୋକସଭା ଆସନ ଜିତିବା ନେଇ ସେ ଦାବି କରିଛନ୍ତି। ଦକ୍ଷିଣ ଭାରତର କେରଳର ୱାୟନାଡର ଲୋକସଭା ସାଂସଦ ଏକ ଜନସଭାକୁ…

 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ ଝଟକା, ଖାରଜ ହେଲା ଅନ୍ତରୀଣ ଜାମିନ ବୃଦ୍ଧି ଆବେଦନ

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି, ଜୁନ୍ ୨ରେ ପୁଣି ଯିବେ ଜେଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ବୃଦ୍ଧି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ବି ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି ବିଚାରପତି ।…

ପ୍ରଫେସର ସଞ୍ଜୟ କୁମାରଙ୍କ ଭବିଷ୍ୟବାଣୀ: ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ରାଜ୍ୟରେ କମିବ ବିଜେପିର ଆସନ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଜୁନ ୧ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସେଣ୍ଟର ଫର ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟି (CSDS) -ଲୋକନୀତିର ସହ-ନିର୍ଦ୍ଦେଶକ ପ୍ରଫେସର…

ଆସନ୍ତୁ ଜାଣିବା ଗତ ନିର୍ବାଚନର ଅଧିକ ଓ କମ ବ୍ୟବଧାନରେ କେଉଁମାନେ ବିଜୟ ହାସଲ କରିଥିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଅନ୍ତିମ ଚରଣର ମତଦାନ ଜୁନ ୧ରେ ହେବ । ଜୁନ ୪ରେ ୫୪୩ରୁ ୫୪୨ ସିଟର ପରିଣାମ ଘୋଷିତ ହେବ । ସୁରଟ ସିଟରେ ବିଜେପି ନିର୍ବିରୋଧରେ ବିଜୟ ହାସଲ କରିସାରିଛି । ବିଜେପି ସର୍ବାଧିକ ୩୦୩ ଓ କଂଗ୍ରେସ ୫୨ ସିଟରେ ବିଜୟ ହାସଲ କରିଥିଲା…

ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପଞ୍ଜାବ ସରକାର!

ନୂଆଦିଲ୍ଲୀ: ପଞ୍ଜାବ ସରକାର ରାଜ୍ୟରେ ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭଗବନ୍ତ ମାନ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି କିନ୍ତୁ ଜାରି କରିନାହାନ୍ତି। ତେବେ ପଞ୍ଜାବରେ ଦର୍ଶକ ମାନେ ଜି ନ୍ୟୁଜ ଆସୁନଥିବା ନେଇ ଅଭିଯୋଗ…

ଆପ୍ ନେତ୍ରୀ ଆତିଶୀଙ୍କୁ ସମନ ପଠାଇଲେ ରାଉଜ୍ ଆଭେନ୍ୟୁ କୋର୍ଟ

ନୂଆଦିଲ୍ଲୀ: ଆପ୍ ନେତ୍ରୀ ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ବଡ଼ ଝଟକା । ବିଜେପି ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ଆପ୍ ନେତ୍ରୀ ଆତିଶୀଙ୍କ ସମନ ପଠାଇଛନ୍ତି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ । ଜୁନ୍ ୨୯ରେ କୋର୍ଟରେ ହାଜର ହେବାକୁ ଆତିଶୀଙ୍କୁ ନିର୍ଦ୍ଦେଶ ଦେଇଛି…

୬ଟି ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ଚଢଉ, ମାନବ ଚାଲାଣ-ସାଇବର ଠକେଇ ମାମଲାରେ ୫ ଗିରଫ

ନୂଆଦିଲ୍ଲୀ: ମାନବ ଚାଲାଣ ଏବଂ ସାଇବର ଠକେଇ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶର ଅନେକ ରାଜ୍ୟରେ ଚଢଉ କରିଛି। ୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୫ଟି ସ୍ଥାନରେ ଚଢଉ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ଯେଉଁ ରାଜ୍ୟ ଏବଂ…