Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆସନ୍ତା ମେ ୧୩ରେ ନାମାଙ୍କନପତ୍ର ଦାଖଲ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ମେ’ ୧୩ରେ ବନାରସ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିବେ । ସେହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍‌ ଶୋ’ କରିବେ ଏବଂ ସେ ବାବା ବିଶ୍ୱନାଥ ଏବଂ ବାବା କାଳ ଭୈରବଙ୍କ ଦର୍ଶନ କରିବେ। ଏହି ସମୟରେ ବିଜେପିର ବହୁ ନେତା ତଥା ଗୃହ…

ପୁଣି ଥରେ ଲାଗିଲା ସିସୋଦିଆଙ୍କୁ ଝଟକା, ଏଥର ବି ମିଳିଲାନି ଜାମିନ

ନୂଆଦିଲ୍ଲୀ: ପୁଣି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଲାଗିଲା ବଡ ଝଟ୍‌କା । ଏଥର ବି ଜାମିନ ଆବେଦନକୁ ଖାରଜ କଲେ କୋର୍ଟ । ରାଉଜ ଆଭେନ୍ୟୁ କୋର୍ଟ ଆଜି ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି ।…

ପରୀକ୍ଷା ଖାତାରେ କିଛି ଏପରି ଲେଖିଲେ ଛାତ୍ର, ଉତ୍ତର ଦେଖି ଶିକ୍ଷକଙ୍କ ଉଡିଗଲା ହୋସ

ନୂଆଦିଲ୍ଲୀ: ପ୍ରାୟ ସମୟରେ ସୋସିଆଲ ମିଡିଆରେ ଛାତ୍ରଛାତ୍ରୀ ମାନଙ୍କର ପରିକ୍ଷା ଉତ୍ତର ଖାତା ଭାଇରାଲ ହୋଇଥାଏ । ଯେଉଁଥିରେ ପିଲାମାନେ ଦିଆଯାଇଥିବା ପ୍ରଶ୍ନର ଏପରି ଉତ୍ତର ଦେଇଥାଆନ୍ତି ଯାହାକୁ ଦେଖି ଶିକ୍ଷକଙ୍କ ସହ ସମସ୍ତଙ୍କ ହୋସ ଉଡିଯାଏ । କିଛି କିଛି ଲୋକ ତ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ…

ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

ନୂଆଦିଲ୍ଲୀ: ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ମିଳିଲା ନୌସେନା ମୁଖ୍ୟ ଦାୟିତ୍ୱ । ଏହା ପୂର୍ବରୁ ନୌସେନାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତ୍ୱରାନ୍ୱିତ କରିଥିଲେ ଦିନେଶ । ନୌସେନାର ମୁଖ୍ୟ ଆର.ହରି କୁମାରଙ୍କ ଅବସର ପରେ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଡମିରାଲ ଦିନେଶ କୁମାରଙ୍କୁ ନିଯୁକ୍ତି…

ଲଗାଣ ବର୍ଷାରେ ବେହାଲ ଜାମ୍ମୁ କାଶ୍ମୀର, ବିଭିନ୍ନ ସ୍ଥାନରେ ଭୂସ୍ଖଳନ

ଶ୍ରୀନଗର: ଗତ ଚାରି ଦିନ ଧରି ଜାମ୍ମୁ କାଶ୍ମୀରରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ପୁରା ଜାମ୍ମୁ କାଶ୍ମୀର । ସେପଟେ ଭାରୀ ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ୨୦ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି…

ଅମିତ ଶାହା ଫେକ୍ ଭିଡିଓ ମାମଲା: ଆସନ୍ତାକାଲି ରେବନ୍ଥ ରେଡ୍ଡୀଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଡିଟେଡ ଭିଡିଓ ମାମଲାରେ ତଦନ୍ତ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ମାମଲାର ତଦନ୍ତ ପରିସର ବୃଦ୍ଧି ପାଇଛି। ତେଲେଙ୍ଗାନାର ୫ ନେତାଙ୍କୁ ପୂର୍ବରୁ ନୋଟିସ ଦିଆଯାଇଛି। ଏହି ନକଲି…

ଜୟରାମଙ୍କ ପ୍ରଶ୍ନ ବାଣ, ୧୯୮୪ ପରଠାରୁ କଂଗ୍ରେସ ଜିତିନଥିବା ଆସନକୁ କାହିଁକି ମୋଦୀଙ୍କ ଭୟ ?

ନୂଆଦିଲ୍ଲୀ: ଜାରି ରହିଛି ନିର୍ବାଚନ ମାହୋଲ। ଏହାରି ଭିତରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରମେଶ କହିଛନ୍ତି ଯେ ୧୯୮୪ ମସିହା ପରଠାରୁ କଂଗ୍ରେସ ଜିତିନଥିବା ଆସନରେ ମଧ୍ୟ ପ୍ରଧାନମନ୍ତ୍ରୀ ଭୟଭୀତ ଅନୁଭବ କରୁଛନ୍ତି। ଏବେ…

କୋଭିଡ ଟିକାର ବଡ ଖୁଲାସା: ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଭଳି ରୋଗ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିଡ ଟିକାର ବଡ ଖୁଲାସା । କୋର୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା…

ବାବା ରାମଦେବଙ୍କୁ ବଡ ଝଟକା, ପତଞ୍ଜଳି ଆୟୁର୍ବେଦ ଏବଂ ଦିବ୍ୟା ଫାର୍ମାସିର ପ୍ରାୟ ୧୪ ଟି ଉତ୍ପାଦର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଥମିବା ନାଁ ଧରୁନି ଯୋଗ ଗୁରୁ ବାବା ରାମଦେବଙ୍କ ଅଡୁଆ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବାବା ରାମଦେବଙ୍କୁ ଝଟକା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ଉତ୍ତରାଖଣ୍ଡ ସରକାର ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏବଂ ଦିବ୍ୟା ଫାର୍ମାସିର ପ୍ରାୟ ୧୪ ଟି ଉତ୍ପାଦର ଲାଇସେନ୍ସ ବାତିଲ…

ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ହାର୍ଡକୋର ମାଓବାଦୀ

ମାଲକାନଗିରି: ଆକ୍ସନ ମୋଡରେ ସୁରକ୍ଷାକର୍ମୀ । ଚାଲିଥିବା ଲୋକସଭା ନିର୍ବାଚନରେ କୌଣସି ଅପ୍ରୀତିକର ଦୁର୍ଘଟଣା ଯେପରି ନଘଟେ ସେଥିପାଇଁ ଚାରିଆଡେ ସୁରକ୍ଷାକର୍ମୀଙ୍କର ଜୋରଦାର ଚଢାଉ ଜାରି ରହିଛି । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ…