Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନ ଆୟୋଗଙ୍କ ଉପରେ କପିଲ ସିବଲଙ୍କ ଗମ୍ଭୀର ଆରୋପ, ଫର୍ମ 17ସି କୁ ନେଇ ପଚାରିଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟ ପାଇଁ ଭୋଟ୍ ଶେଷ ହୋଇଛି। ଅବଶିଷ୍ଟ ଦୁଇଟି ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ ବିଭିନ୍ନ କାରଣରୁ ନିର୍ବାଚନ ଆୟୋଗ ଅଭିଯୋଗ ଓ ବିବାଦର କେନ୍ଦ୍ରରେ ରହିଛନ୍ତି। ଭୋଟ୍ ସମ୍ବନ୍ଧୀୟ ତଥ୍ୟ…

ଜୁଲାଇ ୪ରେ ବ୍ରିଟେନରେ ହେବ ସାଧାରଣ ନିର୍ବାଚନ, ଘୋଷଣା କଲେ ଋଷି ସୁନାକ

ନୂଆଦିଲ୍ଲୀ: ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ରାତିରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନ ନିଜର ଭବିଷ୍ୟତ ବାଛିବା ପାଇଁ ସମୟ ଆସିଛି। ରାଜା ଚାର୍ଲ୍ସ ତୃତୀୟଙ୍କୁ ନିର୍ବାଚନ ସମୟସୀମା ବିଷୟରେ ଅବଗତ…

ବିଜେପି ୩୦୦ ପାର କିନ୍ତୁ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ: ଇୟାନ ବ୍ରେମର

ନୂଆଦିଲ୍ଲୀ: ଆମେରିକାର ରାଜନୈତିକ ବିଶେଷଜ୍ଞ ଇଆନ୍ ବ୍ରେମର୍ ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ୩୦୫ ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି। ୟୁରେସିଆ ଗ୍ରୁପ୍ କହିଛି ମୋଦୀଙ୍କ ନେତୃତ୍ବାଧୀନ ବିଜେପି ୩୦୫ରୁ ଅଧିକ ୧୦ କିମ୍ବା ୧୦ କମ୍ ଆସନ ଜତିପାରେ। ୫ ବର୍ଷ ପୂର୍ବେ ଯାହା…

ମମତା ଦିଦିଙ୍କୁ ବଡ ଝଟକା, ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ବାତିଲ କଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧୧ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।…

ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍

ନୂଆଦିଲ୍ଲୀ: ଉଭୟ ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍ । ଉଭୟ ଦଳର ସଭାପତିଙ୍କୁ ନୋଟିସ୍ କଲେ ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧିକୁ ପାଲନ କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି…

ଦିନେ ଥିଲି ଲେଡି ସିଙ୍ଘମ ଏବେ ବିଜେପି ଏଜେଣ୍ଟ; ସ୍ୱାତି

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ନେତାଙ୍କ ଉପରେ ବର୍ଷିଛନ୍ତି ଆପ୍ ରାଜ୍ୟସଭା ସଦସ୍ୟ ସ୍ୱାତି ମାଲିୱାଲ୍ । ନିଜର ସୋସିଆଲ୍ ମିଡିଆ ପୋଷ୍ଟ ଦ୍ବାରା କ୍ଷୋଭ ପ୍ରକାଶ କରିଛନ୍ତି ଆପ୍ ନେତା ସ୍ୱାତି । ଯେଉଁଥିରେ ସେ ଲେଖିଛନ୍ତି, ବିଭବ କୁମାରଙ୍କ ନାଁରେ ଏତଲା ଦେବା ପରେ, ଦଳରେ ମୋ ଆଖ୍ୟା…

ଜଳୁଛି ଉତ୍ତର ଭାରତ; ୪୮ ଡିଗ୍ରୀ ଛୁଇଁଲା ପାରଦ

ନୂଆଦିଲ୍ଲୀ:  ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳବାସୀ । ଏହାକୁ ନେଇ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ବିଗତ କିଛି ଦିନ ହେବ ଉକ୍ତ ରାଜ୍ୟର ଅନେକ ସ୍ଥାନରେ ପାରଦ…

ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌, ମସଲାରେ ଇଥିଲିନ୍ ଅକ୍ସାଇଡ୍‌ ର କୌଣସି ଉପସ୍ଥିତି ନଥିବା ସ୍ପଷ୍ଟ…

ନୂଆଦିଲ୍ଲୀ: ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା ବଡ ଆଶ୍ୱସ୍ତି । ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ଇଥିଲିନ୍‌ ଅକ୍ସାଇଡ୍‌ (ଇଟିଓ)ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଆଇ) । ସିଙ୍ଗାପୁର, ହଂଗକଂଗ ପରେ…

ପଓ୍ବନକୁ ଲାଗିଲା ୨୪୦ ଝଟକା, ଦଳରୁ ବାହାର କଲା ବିଜେପି

କରକାଟ: ବିଜେପିରୁ ବହିଷ୍କାର ହେଲେ ଭୋଜପୁରୀ ସେଲିବ୍ରିଟି ପଓ୍ନନ ସିଂ । ପଓ୍ନନ ଆଉ ବିଜେପିର ସଦସ୍ୟ ନାହାନ୍ତି ବୋଲି ଘୋଷଣା କରିଛି ବିଜେପି । ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶଓ୍ବାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ବିହାରର କରକାଟରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ପଓ୍ବନ ।…

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, ମଳିଲାନି ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ: ପୁଣି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ବୁଧବାର ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଆମେ ଆପଣଙ୍କ ଆବେଦନକୁ ଅନୁମୋଦନ କରିବୁ ନାହିଁ । କୋର୍ଟ ଏହି…