Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ

ନୂଆଦିଲ୍ଲୀ:ଭାରତରେ ଏଥର ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ । ଲୋକସଭା ୨୦୨୪ ନିର୍ବାଚନରେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି ବୋଲି ସେଂଟର ଫର ମିଡିଆ ଷ୍ଟଡିଜ ପକ୍ଷର ୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି…

ସୁପ୍ରିମକୋର୍ଟଙ୍କ ନୂତନ ପଦକ୍ଷେପ,ଆରମ୍ଭ ହେଲା ହ୍ବାଟସଆପ୍ ସେବା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆରମ୍ଭ କଲେ ହ୍ବାଟସଆପ୍ ସେବା। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏହାକୁ ଆଜି ଆରମ୍ଭ କରିଛନ୍ତି ।ଏହି ସେବା ଦ୍ବାରା ମାମଲା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ 'ଆଡଭୋକେଟ୍ ଅନ୍ ରେକର୍ଡ' ଏବଂ ମାମଲାରେ ସଂପୃକ୍ତ ପକ୍ଷ ସିଧା ହ୍ବାଟସଆପ୍ ମାଧ୍ୟମରେ…

ଭୋଟ ଦେଲେ ମାଗଣାରେ ପାଇବେ ବିୟର ଓ ଦୋସା

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଆସନ୍ତାକାଲି ପଡିବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ନିର୍ବାଚନ ଆୟୋଗ । ସେପଟେ ଭୋଟରଙ୍କୁ ଆକୃଷ୍ଟ…

ତୃତୀୟଥର ପାଇଁ ମହାକାଶକୁ ଯାତ୍ରା କରିବେ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ: ତୃତୀୟ ମହାକାଶ ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି ନାସାର ମହାକାଶଚାରୀ ସୁନୀତା  ୱିଲିୟମ୍ସ । ସୁନୀତା ୱିଲିୟମ୍ସ ନାସାର ବୋଇଙ୍ଗ କ୍ରୁ ଫ୍ଲାଇଟ୍ ଟେଷ୍ଟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଯୋଗଦେବେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ସୁନୀତାଙ୍କର ଏହା ତୃତୀୟ ମିଶନ । କେପ୍…

କନ୍ନୌଜରୁ ନିର୍ବାଚନ ଲଢିବେ ଅଖିଳେଶ, ପରିବାର ସହ ଆସି ନାମାଙ୍କନ ଭରିଲେ

ଲକ୍ଷ୍ନୌ: କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖଳେଶ ଯାଦବ । ଏନେଇ ସେ ଆଜି ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସମାଜବାଦୀ ପର୍ଟ୍ଟି ତେଜ୍ ପ୍ରତାପ ଯାଦବଙ୍କୁ ଏହି…

ଦିଲ୍ଲୀରେ କିପରି ନିର୍ବାଚିତ ହୁଅନ୍ତି ମେୟର, ଏମସିଡିର କାମ କ’ଣ ?

ନୂଆଦିଲ୍ଲୀ: ଏପ୍ରିଲ ୨୬ ତାରିଖରେ ଦିଲ୍ଲୀରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହେବାକୁ ଯାଉଛି। ଦିଲ୍ଲୀର ଛୋଟ ସରକାର ବାଛିବା ପାଇଁ ୨୫୦ ୱାର୍ଡରେ ଭୋଟ୍ ଦିଆଯିବ। ଆମ୍ ଆଦମୀ ପାର୍ଟି ମେୟର ପଦ ପାଇଁ ମହେଶ ଖିଚି ଏବଂ ରବିନ୍ଦର ଭରଦ୍ୱାଜଙ୍କୁ ଡେପୁଟି ମେୟର ପଦ ପାଇଁ ମନୋନୀତ…

ପାକିସ୍ତାନୀ ଯୁବତୀଙ୍କ ଦେହରେ ପ୍ରତିରୋପଣ ହେଲା ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ: ନୂଆ ଜୀବନ ପାଇଲେ ପାକିସ୍ତାନୀ ଯୁବତୀ । ପାକିସ୍ତାନୀ ଯୁବତୀଙ୍କ ଦେହରେ ଲାଗିଲା ଭାରତୀୟଙ୍କ ହୃଦୟ । ଏହି କାହାଣୀ ହେଉଛି ଫ୍ୟାଶନ୍ ଡିଜାଇନର ହେବାକୁ ଚାହୁଁଥିବା ଜଣେ ୧୯ ବର୍ଷିୟ ପାକିସ୍ତାନୀ ଝିଅ ଆୟେଶା ରଶନର । ସୂଚନା ଅନୁସାରେ, ଆୟେଶା ରଶନ ଗତ ୧୦ ବର୍ଷ ଧରି ହୃଦଘାତରେ…

ହୋଟେଲରେ ଅଗ୍ନିକାଣ୍ଡ, ଏଯାବତ ୬ ଜଣଙ୍କର ମୃତ୍ୟୁ ସୂଚନା

ପାଟଣା: ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ୨୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ପାରିଛି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ,…

ସ୍ତ୍ରୀର ସମ୍ପତ୍ତି ଉପରେ ସ୍ବାମୀ ଅଧିକାର ଜାହିର କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ବିବାହ ସମୟରେ କିମ୍ବା ପରେ ମହିଳାଙ୍କୁ ଦିଆଯାଇଥିବା ସମ୍ପତ୍ତି 'ସ୍ତ୍ରୀଧନ' ହିଁ ତାଙ୍କର ସ୍ୱତନ୍ତ୍ର ସମ୍ପତ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପତ୍ନୀଙ୍କ…

ପ୍ରଚାର ବେଳେ ମୋଦୀ, ରାହୁଲଙ୍କ ବୟାନକୁ ନେଇ ଆପତ୍ତି, ନିର୍ବାଚନ କମିଶନ ମାଗିଲେ ଜବାବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ପ୍ରଚାର ଭାଷଣ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୨୯ ତାରିଖ ସକାଳ ସୁଦ୍ଧା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ…