Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରୁ ଧରାହେଲେ ଶ୍ରୀଲଙ୍କାର ୪ ISIS ଆତଙ୍କବାଦୀ, ବୋମା ପକାଇ ଉଡାଇ ଦେବାର ଦେଉଥିଲେ ଧମକ

ଅହମ୍ମଦାବାଦ: ଗୁଜୁରାଟ ବିମାନବନ୍ଦରରୁ ଧରାହେଲେ ୪ ଶ୍ରୀଲଙ୍କୀୟ ସନ୍ଦିଗ୍ଧ ଆତଙ୍କବାଦୀ । ଅହମ୍ମଦାବାଦ ବିମାନବନ୍ଦରକୁ ଉଡାଇଦେବାର ଧମକ ଦେଇଥିଲେ । ଆଜି ବିମାନବନ୍ଦରରୁ ଗିରଫ କଲା ଆଣ୍ଟି ଟେରର ସ୍କ୍ବାଡ ବା ଏଟିଏସ । ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦରରୁ ଆଜି ୪ ସନ୍ଦିଗ୍ଧ ISIS…

ଓଲଟିପଡିଲା ପିକ୍ଅପ୍ ଭ୍ୟାନ୍:୧୭ମୃତ,୮ଗୁରୁତର ଆହତ

ରାୟପୁର: ଛତିଶଗଡର କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଓଲଟିପଡିଲା ଗାଡି । ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରମିକଙ୍କୁ ନେଇ ଯାଉଥିବା…

କେଜ୍ରିଓ୍ୱାଲଙ୍କ ଘରେ ସାଂସଦଙ୍କୁ ଅସଦାଚରଣ ମାମଲା: ଫରେନସିକ୍ ଯାଞ୍ଚ ପାଇଁ ଗଲା ସ୍ୱାତୀଙ୍କ ଡ୍ରେସ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଅସଦାଚରଣ ମାମଲା । ଫରେନସିକ ଯାଞ୍ଚ ପାଇଁ ଗଲା ସେହି ଦିନ ସ୍ୱାତୀ ପିନ୍ଧିଥିବା ପୋଷାକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସିସିଟିଭି ଫୁଟେଜ ସଂଗ୍ରହ କରିଛି ପୋଲିସ । ତେବେ ଘଟଣାରେ…

ଯେକୌଣସି ସ୍ତରକୁ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, କେଜ୍ରିୱାଲଙ୍କୁ ଆକ୍ରମଣ କରିବା ପାଇଁ ବିଜେପି ରଚିଛି ଷଡ଼ଯନ୍ତ୍ର:…

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିବା ପାଇଁ…

ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଜିତିବାକୁ ଚାହାଁନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆଜିକାଲି କଙ୍ଗନା ନିର୍ବାଚନ ପ୍ରଚାରରେ ଜଡିତ ଅଛନ୍ତି। ସେପଟେ କଙ୍ଗନା ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି, ଯାହାକୁ ନେଇ…

ଭୟଙ୍କର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ୧୭ ଘଣ୍ଟା ପରେ ଠାବ ହେଲା ହେଲିକପ୍ଟର

ଦୁବାଇ:ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ। ଆଜରବାଇଜାନ୍‌ ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲିଠୁ ନିଖୋଜ ଥିବା ହେଲିକପ୍ଟର ୧୭ ଘଣ୍ଟା ପରେ ଠାବ କଲା ଇରାନ ସେନା। ଉଦ୍ଧାର କାର୍ଯ୍ୟରେ ୪୦ ଟିମ୍ ନିୟୋଜିତ ଥିଲେ। ତେବେ ଦୁର୍ଘଟଣା…

ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୮ ରାଜ୍ୟରେ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ଚାରୋଟି ପର୍ଯ୍ୟାୟ ଭୋଟ୍ ସରିଛି। ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଛି। ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ମତଦାନ ଆରମ୍ଭ ହୋଇଛି। ଏହା ସହିତ ଓଡିଶା ବିଧାନସଭାର ୩୫ଟି ବିଧାନସଭା ଆସନ ପାଇଁ ଏକକାଳୀନ ଭୋଟ୍ ମଧ୍ୟ ଅନୁଷ୍ଠିତ…

ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି

ବଲାଙ୍ଗୀର: ବଲାଙ୍ଗୀରରେ ନିର୍ବାଚନ ଡ୍ୟୁଟିରେ ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ I ମୃତ ପୋଲିଂ ଅଧିକାରୀ ହେଉଛନ୍ତି ଜଣେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ । ସେ ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ…

ଆଣ୍ଡାମାନ ଛୁଇଁଲା ମୌସୁମୀ; ୩୧ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ସମ୍ଭାବନା

ନୂଆଦିଲ୍ଲୀ: ସକ୍ରିୟ ହେଲା ମୌସୁମୀ। ଭାରତର କୃଷି ଭିତ୍ତିକ ଅର୍ଥନୀତିର ଲାଇଫ୍ ଲାଇନ୍ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର ଦିନ ଦେଶର ଦକ୍ଷିଣତମ ଅଞ୍ଚଳ ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁଛି। ମାଳଦ୍ଵୀପ ଏବଂ କୋମରିନ୍ ଅଞ୍ଚଳର କିଛି ଅଂଶ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପପୁଞ୍ଜ…

କିର୍ଗିଜସ୍ଥାନରେ ହିଂସାକାଣ୍ଡ:  ଅନ୍ଧାର ଘରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:  ହିଂସାରୁ ବଞ୍ଚିବା ପାଇଁ ଅନ୍ଧାର କାଫେରେ ଲୁଚିଛନ୍ତି କିର୍ଗିଜସ୍ଥାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ । ବର୍ତ୍ତମାନ ହଷ୍ଟେଲରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି  ।  ଆମେ…