Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୮ ରାଜ୍ୟରେ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ଚାରୋଟି ପର୍ଯ୍ୟାୟ ଭୋଟ୍ ସରିଛି। ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଛି। ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ମତଦାନ ଆରମ୍ଭ ହୋଇଛି। ଏହା ସହିତ ଓଡିଶା ବିଧାନସଭାର ୩୫ଟି ବିଧାନସଭା ଆସନ ପାଇଁ ଏକକାଳୀନ ଭୋଟ୍ ମଧ୍ୟ ଅନୁଷ୍ଠିତ…

ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି

ବଲାଙ୍ଗୀର: ବଲାଙ୍ଗୀରରେ ନିର୍ବାଚନ ଡ୍ୟୁଟିରେ ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ I ମୃତ ପୋଲିଂ ଅଧିକାରୀ ହେଉଛନ୍ତି ଜଣେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ । ସେ ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ…

ଆଣ୍ଡାମାନ ଛୁଇଁଲା ମୌସୁମୀ; ୩୧ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ସମ୍ଭାବନା

ନୂଆଦିଲ୍ଲୀ: ସକ୍ରିୟ ହେଲା ମୌସୁମୀ। ଭାରତର କୃଷି ଭିତ୍ତିକ ଅର୍ଥନୀତିର ଲାଇଫ୍ ଲାଇନ୍ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର ଦିନ ଦେଶର ଦକ୍ଷିଣତମ ଅଞ୍ଚଳ ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁଛି। ମାଳଦ୍ଵୀପ ଏବଂ କୋମରିନ୍ ଅଞ୍ଚଳର କିଛି ଅଂଶ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପପୁଞ୍ଜ…

କିର୍ଗିଜସ୍ଥାନରେ ହିଂସାକାଣ୍ଡ:  ଅନ୍ଧାର ଘରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:  ହିଂସାରୁ ବଞ୍ଚିବା ପାଇଁ ଅନ୍ଧାର କାଫେରେ ଲୁଚିଛନ୍ତି କିର୍ଗିଜସ୍ଥାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ । ବର୍ତ୍ତମାନ ହଷ୍ଟେଲରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି  ।  ଆମେ…

ଆରପାରିରେ ଆଇସକ୍ରିମ ମ୍ୟାନ ରଘୁନନ୍ଦନ କାମତ

ନୂଆଦିଲ୍ଲୀ: ଆରପାରିରେ ନେଚୁରାଲ ଆଇସକ୍ରିମର ଫାଉଣ୍ଡର ରଘୁନନ୍ଦନ କାମତ । ସାରା ଦେଶକୁ ଆଇସକ୍ରିମ ଯୋଗାଉଥିବା ରଘୁନନ୍ଦନ ୭୫ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରଘୁନନ୍ଦନ କାମତଙ୍କୁ ଲୋକମାନେ ଶ୍ରଦ୍ଧାର ସହ ଆଇସକ୍ରିମ ମ୍ୟାନ ଅଫ ଇଣ୍ଡିଆ ବୋଲି ଡାକନ୍ତି । ତେବେ…

ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୮.୯୫ କୋଟି ଲୋକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଲୋକସଭା ଆସନରେ ହେବ ଭୋଟିଂ । ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର…

ପୁଣି ପତଞ୍ଜଳିକୁ ଝଟକା,ଖରାପମାନର ସୁନ ପାମ୍ପୁଡି ବିକି କର୍ମଚାରୀଙ୍କୁ ଜେଲ୍

ନୂଆଦିଲ୍ଲୀ: ପୁଣି ପତଞ୍ଜଳିକୁ ଝଟକା। ନିକଟରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ  ଅଢୁଆରେ ପଡିଥିଲେ । ବର୍ତମାନ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ୬ମାସ ଜେଲ୍…

ରାସାୟନିକ ଉପାୟରେ ପାଚିଥିବା ଫଳ ଶରୀର ପାଇଁ କାଳ

ନୂଆଦିଲ୍ଲୀ: ଖାଦ୍ୟକୁ କୃତ୍ରିମ ଭାବରେ ପଚେଇବା ପାଇଁ କ୍ୟାଲସିୟମ୍ କାର୍ବାଇଡ୍ ଉପରେ ରୋକ୍ ଲଗାଇଛି ଏଫଏସଏସଏଆଇ ।ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଏଫଏସଏସଏଆଇ ବ୍ୟବସାୟୀ, ଫଳ ନିୟନ୍ତ୍ରକ ଏବଂ ଖାଦ୍ୟ ବ୍ୟବସାୟ ଅପରେଟର କର୍ମଚାରୀ ମାନଙ୍କୁ ସତର୍କ କରାଇଛି । ସ୍ୱାସ୍ଥ୍ୟ…

ପିଓକେକୁ ନେଇ ଜୟଶଙ୍କରଙ୍କ ବୟାନ, କହିଲେ ସଠିକ୍ ସମୟ ଆସିଲେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପିଓକେ (POK) ଯୋଜନା ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଫେରିବ ନା ନାହିଁ ତାହା ସଠିକ୍ ସମୟ ଆସିଲେ ସ୍ଥିର ହେବ। ତେବେ ପିଓକେ ଫେରସ୍ତ ହେବ ବୋଲି ସମଗ୍ର ଦେଶ ଆଶା କରୁଛି। ଜୟଶଙ୍କର…

କେଜ୍ରିଓ୍ବାଲଙ୍କ ବିରୋଧ ପ୍ରଦର୍ଶନ ପାଇଁ ସଜାଗ ଦିଲ୍ଲୀ ପୋଲିସ, ବିଜେପି ପାର୍ଟି ଅଫିସରେ ସୁରକ୍ଷା କଡାକଡି

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆହ୍ୱାନ ପରେ ଏବେ ପୂରା ସଜାଗ ଦିଲ୍ଲୀ ପୋଲିସ । ଏନେଇ ଦିଲ୍ଲୀ ପୋଲିସ ଆଜି ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ସୁରକ୍ଷାକୁ କଡାକଡି କରିଛି। ଏଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ମଧ୍ୟ ଏକ ପରାମର୍ଶଦାତା ଜାରି…