Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ମହାକାଶ ଯାତ୍ରା କରିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ ଥୋଟାକୁରା

ୱାଶିଂଟନ: ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋଟାକୁରା ରବିବାର ମହାକାଶକୁ ଯାତ୍ରା କରିବେ। ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ଗୋପୀଚାନ୍ଦ ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ ସ୍ପେସ୍‌ ଟୁରିଜିମ୍‌ ମିଶନର ଅଂଶ ସ୍ବରୂପ ବ୍ଲ୍ୟୁ ଅରିଜିନ…

ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୧ମୃତ,୨ଆହତ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ।ଶନିବାର ସନ୍ଧ୍ୟାରେ ଅନନ୍ତନାଗ ଓ ସୋପିଆନରେ ଦୁଇ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି ।ଏଥିରେ ଜୟପୁରର ଦମ୍ପତି ଆହତ ହୋଇଥିବାବେଳେ ପୂର୍ବତନ ବିଜେପି ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ରାତି ପ୍ରାୟ ୧୦ଟା…

ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼, ୪୦ କୋଟିରୁ ଅଧିକ ଟଙ୍କା ଜବତ

ଲକ୍ଷ୍ନୌ: ଆୟକର ବିଭାଗ ଉତ୍ତରପ୍ରଦେଶର ଆଗ୍ରାଠାରେ ତିନି ଜୋତା ବ୍ୟବସାୟୀଙ୍କ ଉପରେ ଚଢଉ କରିଛି। ଏହି ଅବଧି ମଧ୍ୟରେ, ତାଙ୍କ ସମ୍ପତ୍ତିରେ ଅଗଣିତ ସମ୍ପତ୍ତି ମିଳିଛି। ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼ । ସରକାରୀ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତିନି…

୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ

ନୂଆଦିଲ୍ଲୀ:ଭାରତରେ ୨୦୧୮ରୁ ୨୨ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଗଛ ଗାଏବ ହୋଇଯାଇଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଥ ପରିବେଶବିତ ଓ ବଦ୍ଧିଜୀବୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ନେଚର ସଷ୍ଟେନବିଲିଟି ନାମକ ଏକ ପତ୍ରିକାରେ ଏ ସମ୍ପର୍କରେ ତଥ୍ୟା ପ୍ରକାଶ ପାଇଛି । ଆଧୂନିକୀକରଣ ଓ…

ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି

ନୂଆଦିଲ୍ଲୀ: ନେଦରଲାଣ୍ଡରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ପ୍ରଦାନ କରାଯାଇଛି । ଜୋରାୟା ଟେର ୱିକ ନାମକ ଏହି ମହିଳା ସର୍ବଦା ଚାପରେ ରହୁଥିଲେ । ସେ ଏକ ପ୍ରକାର ମାନସିକ ରୋଗୀ ପାଲଟି ଯାଇଥିଲେ । ଆତ୍ମହତ୍ୟା ଉଦ୍ୟମ ଏବଂ ନିଜକୁ ଯନ୍ତ୍ରଣା ଦେବାକୁ ସେ ପଛାଉ ନ ଥିଲେ ।…

ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ୨ ଦିନ ବାକି ଅଛି। ତେବେ ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଚଢାଉ ଜାରି ରହିଛି । ଏସବୁକୁ ରୋକିବା ପାଇଁ ନିର୍ବାଚନ କମିଶନ କଠୋର କାର୍ଯ୍ୟାନୁଷ୍ଠାନ…

ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ

ନୂଆଦିଲ୍ଲୀ: ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ । ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆରମ୍ଭ ହୋଇଛି ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର…

କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ପୁଣି କଡ ଲେଉଟାଇଲାଣି କରୋନା । ସିଙ୍ଗାପୁରକୁ ଫେରିଛି କରୋନା । ସ୍ଥିତି ଏବେ ସାଂଘାତିକ । ଙ୍ଗାପୁରରେ କୋଭିଡ୍ -୧୯ର ଆଉ ଏକ ନୂଆ ଲହର ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି । ଗତ ମେ ୫ରୁ ୧୧ ପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି।…

ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨। ଏହି ଅଭିଯାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛି ଯେ, ଏଥିରେ ଏକ ରୋଭର ଓ ଅନ୍ୟ ଏକ ହେଲିକପ୍ଟରକୁ ସାମିଲ କରାଯିବ। ମଙ୍ଗଳ ଗ୍ରହରେ ରୋଭରର ନିର୍ଦ୍ଧାରିତ ଲାଣ୍ଡି ସୁପରସୋନିକ ପାରାଚ୍ୟୁଟ୍ ଓ ସ୍କାଇ କ୍ରେନ୍ ବ୍ୟବସ୍ଥାକୁ…

ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିରେ ଦେଶରେ ଓଡ଼ିଶା ଏକ ନମ୍ବର । ଏପ୍ରିଲରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିଛି । ଏଥିସହ ଓଡ଼ିଶାର ରିଟେଲ ଇନଫ୍ଲେସନ ୭ ପ୍ରତିଶତ ଉପରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ସର୍ବନିମ୍ନ ଖୁଚୁରା ମୁଦ୍ରାସ୍ଫୀତି ହାର  ୨.୨ ପ୍ରତିଶତ ରହିଛି ।ଯୋଗାଣରେ…