Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଟିଏ ବର୍ଷରେ ୬୬ ହଜାରରୁ ଉର୍ଦ୍ଧ୍ବ ଭାରତୀୟଙ୍କୁ ମିଳିଲା ଆମେରିକାର ନାଗରିକତ୍ବ: ରିପୋର୍ଟ

ନୂଆଦିଲ୍ଲୀ: ଚାକିରି ପାଇଁ ହେଉ କି ସେ ଅଧ୍ୟୟନ ପାଇଁ । ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟାରେ ଲୋକ ବିକଶିତ ଦେଶ ଆମେରିକାକୁ ଯାଉଛନ୍ତି । ପରେ ସେମାନେ ସେଠାରେ ବସବାସ କରି ଆମେରିକାର ନାଗରିକତ୍ୱ ହାସଲ କରିଥାଆନ୍ତି । ଆମେରିକାର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକୀୟ ନାଗରିକ ହେବାରେ ଭାରତୀୟ…

ଚଳିତ ଗ୍ରାଷ୍ମ ପ୍ରବାହ ଯୋଗୁଁ ହ୍ରାସ ପାଇଛି ଭୋଟିଂ ହାର, ଚିନ୍ତାପ୍ରକଟ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଶା କରାଯାଉଥିବା ଠାରୁ କମ୍ ଭୋଟ୍ ରେକର୍ଡ କରାଯାଇଛି, ଏହା ପରେ ଭୋଟ୍ ହାର ହ୍ରାସକୁ ନେଇ ନିର୍ବାଚନ ଆୟୋଗ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୋଟଙ୍କ ସଂଖ୍ୟା ହ୍ରାସ ପାଉଥିବା ଅନୁମାନ କରାଯାଉଛି। ନିର୍ବାଚନ…

ରଖେ ହରି ତ ମାରେ କିଏ, ଯୁଦ୍ଧରେ ମୃତ ମହିଳାଙ୍କ ଠାରୁ ଜନ୍ମ ହେଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ ମାରେ କିଏ । ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହେଲା ଏକ ଜୀବନ୍ତ ଶିଶୁ । ତେବେ ଯୁଦ୍ଧରେ ପୁରା ପରିବାର ମୃତ୍ୟୁ ବରଣ କରିଥିବା ବେଳେ ମୃତ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଏହି କୋମଳମତି ଶିଶୁ । ଡାକ୍ତରଙ୍କ କହିବା ଅନୁସାରେ,…

କଂଗ୍ରେସର ଘୋଷଣା ପତ୍ରକୁ ନେଇ ମୋଦୀଙ୍କ ସହ ସାକ୍ଷାତ କରିବେ ଖଡ଼ଗେ, ମୋଦୀଙ୍କୁ ମାଗିଲେ ସମୟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ଦଳର ଘୋଷଣା ପତ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବା ପାଇଁ କିଛି ସମୟ ମାଗିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ସୋମବାର ଏହି ସୂଚନା ଦେଇଛନ୍ତି। ଭେଣୁଗୋପାଲ କହିଛନ୍ତି ଯେ ଦଳର…

ଗ୍ରୀଷ୍ମ ପ୍ରବାହ ଆଶଙ୍କା ମଧ୍ୟରେ ଆଇଏମଡି ସହ ନିର୍ବାଚନ କମିଶନଙ୍କ ବୈଠକ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରାର ପ୍ରଭାବ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସମେତ ଅଂଶୀଦାରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ…

କେଜ୍ରିଓ୍ଵାଲଙ୍କୁ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଆବେଦନ ଖାରଜ, ଆବେଦନକରୀଙ୍କୁ ୭୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଦାବି କରିଥିବା ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ମନମିତ୍ ପ୍ରୀତମ ସିଂହ…

ହଂକଂରେ ବ୍ୟାନ ହେଲା ଭାରତୀୟ ଲୋକପ୍ରିୟ ମସଲା ଏମଡିଏଚ ଏବଂ ଏଭରେଷ୍ଟ, କ୍ୟାନସର କାରକ ଥିବା ଦାବି

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା କମ୍ପାନୀ ଏମଡିଏଚ ଏବଂ ଏଭରେଷ୍ଟ ରହିଛି କ୍ୟାନସର ଭଳି ଘାତକ ରୋଗର କାରକ। ହଂକଂସ୍ଥିତ ସେଣ୍ଟର ଫର୍ ଫୁଡ୍ ସେଫ୍ଟି (ସିଏଫ୍ଏସ୍) ଏହି ଭାରତୀୟ ବ୍ରାଣ୍ଡ ମସଲା ଏବଂ ଏଭରେଷ୍ଟର ୪ଟି ମସଲା ଉତ୍ପାଦ ଉପରେ ପ୍ରତିବନ୍ଧକ ଜାରି କରିଛି। ନିଷିଦ୍ଧ ଦ୍ରବ୍ୟ…

ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଲା ବଡ଼ ଝଟକା, ୨୦୧୬ ମସିହାରେ ଶିକ୍ଷକ ଚାକିରି ପାଇଥିବା ଶିକ୍ଷକଙ୍କ ଚାକିରିକୁ ରଦ୍ଧ…

କୋଲକାତା:କଲିକତା ହାଇକୋର୍ଟ ଆଣିଲା ବଡ ନିଷ୍ପତ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି । ୨୩ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ । ହାଇକୋର୍ଟର ଏହି ନିଷ୍ପତ୍ତି ପରେ  ପଶ୍ଚିମବଙ୍ଗର…

ସୁପ୍ରିମକୋର୍ଟଙ୍କ ବଡ ରାୟ: ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା କରିପାରିବେ ଗର୍ଭପାତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ ରାୟ । ଦୁଷ୍କର୍ମର ଶିକାର ହୋଇଥିବା ୧୪ ବର୍ଷିୟ ନାବାଳିକାଙ୍କୁ ୩୦ ସପ୍ତାହର ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ…

ନେହା ହିରେମାଥ ହତ୍ୟାକାଣ୍ଡ: ଆଜି କର୍ଣ୍ଣାଟକା ବନ୍ଦ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ପାଇଁ ରାଜନୀତି ତାତି ଜୋର ଧରିଥିବା ବେଳେ କର୍ଣ୍ଣାଟକରେ ବିଜେପି ଦେଇଛି ରଣହୁଙ୍କାର । କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି । ଏହି ହତ୍ୟାକାଣ୍ଡ ପଛରେ ଲଭ୍-ଜିହାଦ ଥିବା…