Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମାର୍ଚ୍ଚ ୧୪, ୧୫ରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ଆସନ୍ତା ୧୪ କିମ୍ବା ୧୫ ତାରିଖରେ ନିର୍ବାଚନ ଆୟୋଗ ଏନେଇ ଘୋଷଣା କରିପାରନ୍ତି । ୨୦୧୯ ଭଳି ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ଏପ୍ରିଲ ମାସ ଦ୍ବିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇପାରେ…

ମାଓବାଦୀ ଲିଙ୍କ ମାମଲା: ପୂର୍ବତନ ପ୍ରଫେସର ଜିଏନ୍ ସାଇବାବା ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର  ଜିଏନ୍ ସାଇବାବାଙ୍କୁ ବମ୍ୱେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ମାଓବାଦୀ ଲିଙ୍କ ମାମଲାରେ ଆଜୀବନ କାରାଦଣ୍ଡକୁ ବମ୍ୱେ ହାଇକୋର୍ଟ ଆଜି ରଦ୍ଦ କରିଛନ୍ତି । ପ୍ରଫେସର ସାଇବାବା ବର୍ତ୍ତମାନ ନାଗପୁର କେନ୍ଦ୍ରୀୟ ଜେଲରେ…

କେନ୍ଦ୍ରରେ କଂଗ୍ରେସ ସରକାର ଆସିବା କ୍ଷଣି ମୋଦୀଙ୍କୁ ଜୀବନରୁ ମାରିଦେବି, ଖଣ୍ଡା ଧରି ମୋଦୀଙ୍କୁ ଧମକ ଦେଲେ ଯୁବକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ମହମ୍ମଦ ରସୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିବା ଏକ ଭିଡିଓ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଯେଉଁଥିରେ ସେ ଏକ ଖଣ୍ଡା…

ପେପର ଲିକ୍ ମାମଲାରେ ଯୋଗୀ ସରକାରଙ୍କ ଆକ୍ସନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ୍ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ଯୋଗୀ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯୋଗୀ ପେପର ଲିକ୍ ମାମଲାରେ ଡିଜି ରେଣୁକା ମିଶ୍ରଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ରାଜୀବ କୃଷ୍ଣଙ୍କୁ ଡିଜି ପୋଲିସ ନିଯୁକ୍ତି ବୋର୍ଡର ଅତିରିକ୍ତ…

ଇସ୍ରାଏଲରେ ମିସାଇଲ ଆକ୍ରମଣ; ଜଣେ ଭାରତୀୟ ମୃତ, ଦୁଇ ଆହତ

ନୂଆଦିଲ୍ଲୀ: ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟରେ ଥିବା ଏକ  ବଗିଚାରେ ଲେବାନନରୁ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି । ଏଥିସହ  ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତ ଦକ୍ଷିଣ କେରଳର ବାସିନ୍ଦା  ବୋଲି…

ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ପୋଷ୍ଟ ସେୟାର କରି ଖୁସି ବ୍ୟକ୍ତ କଲେ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେନ୍ନାଇରେ ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ତଥା ପ୍ରସିଦ୍ଧ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ସାକ୍ଷାତକାର ସମୟର କିଛି ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଅଭିନେତ୍ରୀଙ୍କୁ ମଧ୍ୟ…

ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ଅନୂସାରେ, ଏକ୍ସ ଓ ଟେସଲା ପରି ବିଶାଳ କମ୍ପାନୀର ମାଲିକ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ…

ନିର୍ବାଚନ ଆସିବ ଯିବ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ରହିବ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରକୁ ନେଇ ବଡ଼ ବୟାନ ଦେଇଛନ୍ତି । ଟିଏମସିର କିଛି ନେତା ଦଳ ଛାଡ଼ିବା ନେଇ ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ ଆସିବ ଓ ଯିବ । ହେଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ତାର ଦବଦବା ଜାରି ରଖିବ ।…

ତୁଚ୍ଛ ହେଲା ଚାକିରିଆ ବର: ଖୁସିରେ ଖୁସିରେ ପ୍ରେମିକା ଆପଣାଇନେଲା ବେରୋଜଗାରିଆ ବର

ପାଟଣା: ବିବାହ ପାଇଁ ଆଜିକାଲି କେତେ ବାଛ ବିଚାର ରହୁଛି। ଖାସ କରି କନ୍ୟାପକ୍ଷ ଦେଖନ୍ତି ତାଙ୍କ ଝିଅ ଯେଉଁଠି ବିବାହ କରିବ ସେ ରାଣୀ ହୋଇ ରହୁ। ଧନ ଦୌଲତ ଭର୍ତ୍ତି ହୋଇ ରହୁ। ଆଉ ପୁଅ ଜଣଙ୍କ ମୋଟା ଅଙ୍କର ରୋଜଗାର କରୁଥିବା ଆବଶ୍ୟକ କରନ୍ତି। କିନ୍ତୁ ବିହାରରେ ଘଟିଥିବା ଏକ ଘଟଣା…

ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହେବାର କିଛି ଦିନ ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୪ ଏପ୍ରିଲରେ ଶେଷ ହେଉଥିବା ୫୭ ଜଣ ରାଜ୍ୟସଭା…