Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ଏହି ଓଡ଼ିଆ ସାଂସଦ, ସଂସଦ କ୍ୟାଣ୍ଟିନରେ ହେଲା ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ PMO ରୁ ଏହି ୮ ସାଂସଦଙ୍କୁ ଏକ କଲ ଆସିଥିଲା ​​ଯେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି।…

କାଶୀ ବିଶ୍ବନାଥ ମନ୍ଦିରର ପୂଜକଙ୍କ ପାଇଁ ବଡ଼ ଘୋଷଣା: ମାସକୁ ଦରମା ୯୦ ହଜାର, ରାଜ୍ୟ କର୍ମଚାରୀଙ୍କ ଭଳି ମିଳିବ ଭତ୍ତା

ନୂଆଦିଲ୍ଲୀ: ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାଇଁ ନିଯୁକ୍ତ ହେବେ ୫୦ ପୂଜାରି। ତେବେ ୩ଟି ଶ୍ରେଣୀର ପୂଜାରୀଙ୍କୁ ନିଯୁକ୍ତି କରାଯିବ। ବରିଷ୍ଠ ଅର୍ଚକଙ୍କୁ ମାସିକ ୯୦ ହଜାର, କନିଷ୍ଠ ଅର୍ଚକ ୭୦ ହଜାର ଓ ସହାୟକ ଅର୍ଚକ ୪୫ ହଜାର ଦରମା ଦିଆଯିବ। ଏତିସହ ରାଜ୍ୟ କର୍ମଚାରୀଙ୍କ ଭଳି ବହୁ ଭତ୍ତା…

ଦୁନିଆର ଏପରି ଦେଶ, ଯାହାର ନାହିଁ ରାଜଧାନୀ…

ନୂଆଦିଲ୍ଲୀ: ଦୁନିଆର ପ୍ରାୟତଃ ସବୁ ଦେଶର ରାଜଧାନୀ ରହିଛି । ଯେଉଁଠାରେ ସେହି ଦେଶର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । କିନ୍ତୁ କଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ରହିଛି ଯାହାର ରାଜଧାନୀ ନାହିଁ । ବର୍ତ୍ତମାନ ତୁମେ ଭାବିବ ଏପରି କାହିଁକି? ତେବେ ଆସନ୍ତୁ ଜାଣିବା କାହିଁକି…

ଭାରତରତ୍ନ ପରି ପାକିସ୍ତାନର ସର୍ବୋଚ୍ଚ ସମ୍ମାନ କଣ, କଣ ଭାରତୀୟ ବି ପାଇଛନ୍ତି ଏହି ସମ୍ମାନ

ନୂଆଦିଲ୍ଲୀ: ଲାଲ କୃଷ୍ଣ ଆଡଭାନୀଙ୍କ ପରେ ଆଜି ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ, ଚୌଧୁରୀ ଚରଣ ସିଂ ଏବଂ ନରସିଂହ ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ସମ୍ମାନରେ ସମ୍ମାନିତ ବ୍ୟକ୍ତି ତାଙ୍କ ପୁରା ଜୀବନକାଳରେ ଦେଶର ହିତପାଇଁ ନିଜ ଜୀବନକୁ ଉତ୍ସର୍ଗ…

କଣ ଏହି ନିଷାଦରାଜ ଦୂର୍ଗ ରହସ୍ୟ, କାହିଁକି ଏଠାରୁ ମସଜିଦ୍ ହଟେଇବାକୁ ହେଉଛି ଦାବୀ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏବେ କାଶୀରେ ଜ୍ଞାନବ୍ୟାପି ଏବଂ ମଥୁରାରେ କୃଷ୍ଣଙ୍କ ଜନ୍ମସ୍ଥାନରେ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କୋର୍ଟ ଜ୍ଞାନବ୍ୟାପିକୁ ଏକ ମନ୍ଦିର ଭାବରେ ଗ୍ରହଣ କରି ସେଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।…

ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହ, ପି.ଭି ନରସିହ୍ମା ରାଓ ଓ କୃଷି ବୈଜ୍ଞାନିକ ଏମ୍ ଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହ, ପିଭି ନରସିହ୍ମା ରାଓ ଏବଂ କୃଷି ବୈଜ୍ଞାନିକ ଏମ୍ ଏସ୍ ସ୍ୱାମୀନାଥନଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦେଶ ପ୍ରତି…

ପ୍ରପୋଜ ଡେ’ରେ ପ୍ରେମିକାକୁ କୁରାଢୀରେ ହାଣିଦେଲା ପ୍ରେମିକ, କିନ୍ତୁ କାହିଁକି?

ହାଇଦ୍ରାବାଦ: ଦୁନିଆ ପାଳନ କରୁଛି ଭାଲେଣ୍ଟାଇନ୍ ଉଇକ ବା ପ୍ରେମ ସପ୍ତାହ। ଏହି ସମୟରେ ଏକ ପ୍ରେମିକର ନାରକୀୟ କାଣ୍ଡ ସମସ୍ତଙ୍କୁ ହତବାର କରିଛି। ଯେତେବେଳେକି ପ୍ରେମୀ ଯୁଗଳ ବା ଦମ୍ପତି ଏହି ସପ୍ତାହକୁ ସ୍ମରଣୀୟ କରିବାକୁ ଯାଇ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ଆଉ ପ୍ରପୋଜ ଡେରେ ନିଜ…

ଜବରଦଖଲ ଉଚ୍ଛେଦ ପରେ ନୈନିତାଲରେ ସାମ୍ପ୍ରଦାୟିକ ହିଂସା, କର୍ଫ୍ୟୁ ଜାରି

ଡେରାଡୁନ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହଲଦ୍ୱାନୀ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ଭାବେ ନିର୍ମିତ ଏକ ମଦ୍ରାସା ଓ ମସଜିଦକୁ କର୍ତ୍ତୃପକ୍ଷ ଭାଙ୍ଗିଦେବା ପରେ ଗୁରୁବାର ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଏହି ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ପୁଲିସ…

ପାକିସ୍ତାନ ନିର୍ବାଚନ: ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନ ଖାନଙ୍କ ଦଳ ନଓ୍ବାଜ ସରିଫଙ୍କ ଦଳକୁ ଦେଉଛି କଡା ଟକ୍କର

ଇସଲାମାବାଦ: ବ୍ୟାପକ ହିଂସା ଭିତରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ମତଦାନ ହୋଇଛି। ଶାସକ ଦଳ ପିଏମଏଲ-ଏନ ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ କଡା ଟକ୍କର ମଧ୍ୟରେ ଗୁରୁବାର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଡନର…

ଫେସବୁକ ଲାଇଭ ସମୟରେ ନେତାଙ୍କୁ ଗୁଳି, ଭାଇରାଲ ହେଉଛି ଭିଡ଼ିଓ

ମୁମ୍ବାଇ: ଗୁରୁବାର ଦିନ ଏକ ଫେସବୁକ୍ ଲାଇଭ୍ ଭିଡିଓରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପୂର୍ବତନ କର୍ପୋରେଟର ଅଭିଷେକ ଘୋଷାଲକରଙ୍କ ପେଟ ଓ କାନ୍ଧରେ ଗୁଳି ବାଜିଥିବାର ଦେଖିବାକୁ ମିଳିଛି।…