Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢ଼ିଲା କେଜ୍ରିୱାଲଙ୍କ ଅଡୁଆ, ଅଷ୍ଟମ ଥର ପାଇଁ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସମନ ପଠାଇଲା ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀର ଏହାକୁ ମିଶାଇ ଅଷ୍ଟମ ଥର ସମନ ପଠାଇଲାଣି ଇଡି । ଆସନ୍ତା ମାର୍ଚ୍ଚ ୪…

ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ପୁଣି ମୁହାଁ ମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । କୁମ୍ବିଂ ଅପରେଶନ ଚାଲିଥିବା ବେଳେ ଉଭୟ ପଟରୁ ହୋଇଥିଲା ଗୁଳିଚାଳନା । ମୃତ ମାଓବାଦୀଙ୍କ ଶବ ଉଦ୍ଧାର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍, ଭାଇରାଲ ହେଉଛି ଇଣ୍ଡିଆ ଗେଟ୍ ର ଏଆଇ ଫଟୋ

ନୂଆଦିଲ୍ଲୀ; ଆପଣ ମାନେ ଇଣ୍ଡିଆ ଗେଟ୍ ତ ନିଶ୍ଚୟ ଦେଖିଥିବେ । ସତରେ ନ ହେଲେ ବି ଟିଭିରେ । କିନ୍ତୁ ଦେଖିଥିବେ ତ ନିଶ୍ଚୟ । ବେଳେ ବେଳେ ମନକୁ ଅଜବ ପ୍ରକାରର କଥା ଆସିଥାଏ । କେବେ ଆପଣଙ୍କ ମନକୁ ଆସିଛି କି ଯଦି ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍ ନିର୍ମାଣ କରାଯାଇଥାଆନ୍ତା ତେବେ ତାହା କିପରି…

ସାମ୍ନାକୁ ଆସିଲା ଗଗନଯାନରେ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାମ, ଜାଣନ୍ତୁ ସେମାନଙ୍କ ବିଷୟରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନଯାନରେ ମହାକାଶକୁ ଯିବାକୁ ଥିବା ୪ଜଣ ମହାକାସଚାରୀଙ୍କ ନାମ ଆଜି ଘୋଷଣା କରିଛନ୍ତି । ଏହି ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ୪ଜଣ ହେଉଛନ୍ତି ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏହି ୪…

କଣ ଥିଲା ଆସାମରେ ଚାଲିଥିବା ୮୯ବର୍ଷ ପୁରୁଣା ଆଇନ, କାହିଁକି ହେଲା ରଦ୍ଦ

ଦିଶପୁର: ଗତ ଦୁଇ ଦିନ ତଳେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ, ୧୯୩୫କୁ ରଦ୍ଦ କରିଛନ୍ତି ଆସାମ ସରକାର । କ୍ୟାବିନେଟ ବୈଠକରେ ୮୯ ବର୍ଷ ପୁରୁଣା ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କ’ଣ ଏହି ନିୟମ? ମୁସଲମାନମାନଙ୍କ ପାଇଁ ଏଥିରେ କ’ଣ ଥିଲା ବ୍ୟବସ୍ଥା? କାହିଁକି…

ସସପେନ୍ସରୁ ଉଠିଲା ପରଦା, ୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଥିରୁଅନନ୍ତପୁରମ: ଗତ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନର ଘୋଷଣା କରିଥିଲେ । ସେବେଠାରୁ ସମ୍ଭାବ୍ୟ ମହାକାଶଚାରୀଙ୍କ ନାମ ଗୋପନ ରଖାଯାଇଥିଲା । ଗଗନଯାନ ମିଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୪ ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି ।…

ଜୀବନ ହାରିଲେ ପେଟିଏମ୍ କମ୍ପାନୀ ଫିଲ୍ଡ ମ୍ୟାନେଜର, ୧୬ ଘଣ୍ଟା କାଳ ବାପା,ମାଆ ଲୁଚାଇଥିଲେ

ଭୋପାଳ: କମ୍ପାନୀ ବନ୍ଦ ହୋଇଯିବା ଭାବି କିଛି ଦିନ ହେବ ଚିନ୍ତାରେ ଥିଲେ । ଶେଷରେ ଜୀବନ ହାରିଦେଲେ ଇନ୍ଦୋର ପେଟିଏମ୍ କମ୍ପାନୀର ଫିଲ୍ଡ ମ୍ୟାନେଜର ଗୌରବ ଗୁପ୍ତା । ୧୬ ଘଣ୍ଟା କାଳ ବାପା ମାଆଙ୍କୁ ଏହି ଖବର ଜଣାଇଥିଲେ ପରିବାରର ଅନ୍ୟ ସଦସ୍ୟ । ଉଭୟ ବାପା, ମାଆ ହାର୍ଟ ପେସେଣ୍ଟ ଥିବାରୁ…

ଅସ୍ତ୍ରୋପଚାର ସମୟରେ ଯୁବକଙ୍କ ପେଟରୁ ବାହାରିଲା ୩୯ଟି କଏନ୍ ଏବଂ ୩୭ଟି ଚୁମ୍ବକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଆଶ୍ଚର୍ଯ୍ୟ କରିଦେଲାଭଳି ଏକ ଖବର ସାମ୍ନାକୁ ଆସିଛି । ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ଅନ୍ତନଳୀରୁ ୩୯ଟି କଏନ୍ ଓ ୩୭ଟି ଚୁମ୍ବକ ବାହାରିଛି । ଦିଲ୍ଲୀ ସ୍ଥିତ ସାର ଗଙ୍ଗା ରାମ ହସ୍ପିଟାଲରରେ ଏହି ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ, ଜଣେ…

ଦୁନିଆର ସବୁଠାରୁ ଲମ୍ବା କାଚର ପୋଲ, ଭାରତର ଏହି ସ୍ଥାନରେ ରହିଛି ଏକ କାଚ ବ୍ରିଜ୍

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବ୍ରିଜ ଅଛି, ଯେଉଁଠାକୁ ଲୋକମାନେ ଯିବାକୁ ଭୟ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ବିଶ୍ୱର ସର୍ବବୃହତ କାଚ ବ୍ରିଜ୍ ବିଷୟରେ କହିବାକୁ ଯାଉଛୁ | ଭିଏତନାମରେ ଅବସ୍ଥିତ ବ୍ୟାକ୍ ଲାଙ୍ଗ୍ ବ୍ରିଜକୁ ଦୁନିଆର ସବୁଠାରୁ ଲମ୍ବା କାଚ ବ୍ରିଜ୍ ବୋଲି କୁହାଯାଏ । ତେବେ…

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟରେ ୧୫ ଟି ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳପ୍ରଦେଶରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । ଓଡ଼ିଶା ସମେତ ୧୫ ଟି ରାଜ୍ୟର ୫୬ ଟି ଆସନ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି ।…