Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯାତ୍ରୀଙ୍କ ପାଇଁ ଖୁସି ଖବର, ନିର୍ବାଚନ ପୂର୍ବରୁ ଶସ୍ତା ହେଲା ଟ୍ରେନ ଭଡ଼ା !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସରକାର ରେଳ ଯାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତିକର ଖବର ଦେଇଛନ୍ତି। ରେଳବାଇ ପୁଣି ଥରେ ଟିକେଟ୍ ମୂଲ୍ୟକୁ ପ୍ରି-କୋଭିଡ୍ ସ୍ତରକୁ ହ୍ରାସ କରିଛି। ଏହି ପଦକ୍ଷେପ ଦ୍ୱାରା ଯାତ୍ରୀବାହୀ ଟ୍ରେନର ଟିକେଟ୍ ମୂଲ୍ୟ ପ୍ରାୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇବାର…

ଜୟପ୍ରଦା ପଳାତକ ଘୋଷିତ, ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ହୋଇଥିବା ଜୟା ପ୍ରଦାଙ୍କ ବିରୋଧରେ ରାମପୁରରେ ଦୁଇଟି ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ମାମଲା ରୁଜୁ ହୋଇଥିଲା। ରାମପୁରର ସାଂସଦ-ବିଧାୟକ ସ୍ୱତନ୍ତ୍ର କୋର୍ଟ (ମାଜିଷ୍ଟ୍ରେଟ୍ ଟ୍ରାଏଲ୍) ରେ ସେମାନଙ୍କର ଶୁଣାଣି ଚାଲିଛି।…

ରାଜ୍ୟସଭା ନିର୍ବାଚନ: ୟୁପି, ହିମାଚଳରେ ବାଜି ମାରିଲା ବିଜେପି, କର୍ଣ୍ଣାଟକରେ କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ଜୋରଦାର ରାଜନୈତିକ ନାଟକ ଦେଖିବାକୁ ମିଳିଛି। କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣତି ଶେଷ ହେବା ପରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅଜୟ…

ଓଠ ତଳେ ପ୍ରେମିକାର ନାମର ଟାଟୁ କଲେ ପ୍ରେମିକ

ନୂଆଦିଲ୍ଲୀ: ଟାଟୁ କଳାକାର ଅଭିଷେକ ସାପକାଲ ଇନଷ୍ଟାଗ୍ରାମରେ ଏକ ପ୍ରେମିକର ଭିଡିଓ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି । ପ୍ରେମ ପାଇଁ ପାଗଳ ଜଣେ ପ୍ରେମିକ ଏ ଭଳି ସ୍ଥାନରେ ଟାଟୁ କରିଛନ୍ତି ଯେ, ଏହା ଏବେ ଭାଇରାଲ ହେବାରେ ଲାଗିଛି । ସେ ସମ୍ପୂର୍ଣ୍ଣ ଭାବେ ପ୍ରେମ ଅନ୍ଧ ବୋଲି ପ୍ରମାଣିତ…

ମାର୍ଚ୍ଚରେ ଲାଗୁ ହେବ ସିଏଏ, ଗୃହମନ୍ତ୍ରୀ ଦେଲେ ସଂକେତ

ନୂଆଦିଲ୍ଲୀ: ମାର୍ଚ୍ଚରୁ ନାଗରିକତ୍ୱ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ସରକାର ଆଚରଣ ବିଧି କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟ ସିଏଏ ଲାଗୁ ହୋଇପାରେ ବୋଲି…

ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମଠାରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ…

କୋରୋନା ରୋଗୀଙ୍କୁ ନେଇ ସାଂଘାତିକ ଖୁଲାସା କଲା ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ: ୨୦୨୧ ମସିହାରେ ଆସିଥିବା କୋରୋନା ଭାଇରସ ସମଗ୍ର ବିଶ୍ୱକୁ ନିଜ କବଜାରେ ରଖିଥିଲା। ତେବେ ଏହି କୋରୋନା ମହାମାରୀକୁ ଚାରିରୁ ଅଧିକ ବର୍ଷ ବିତିଗଲାଣି। ଚାରି ବର୍ଷରୁ ଅଧିକ ସମୟ ଧରି ଏହା ଏକ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ବିପଦ ସହିତ ଅଜଣା ଭୟ ମଧ୍ୟ ସୃଷ୍ଟି କରିଛି। ଆରମ୍ଭରୁ ଏହା ୭୦.୩୬…

ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବ ଖୁସି, ପୁଣି ମା ହେବାକୁ ଯାଉଛନ୍ତି ସିଦ୍ଧୁଙ୍କ ମା’

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ଘରକୁ ଆସିବେ ନୂଆଁ ଅତିଥି । ପୁଣି ମା’ ହେବାକୁ ଯାଉଛନ୍ତି ସିଦ୍ଧୁ ମୁସେୱାଲଙ୍କ ମା’ ଚରଣ କୌର ସିଂହ । ଆଇଭିଏଫ ଜ୍ଞାନକୌଶଳରେ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି ସିଦ୍ଧୁ ମୁସେୱାଲାଙ୍କ ମାଆ । ମାର୍ଚ୍ଚରେ କୁନି ଅତିଥି ଆସିବା ନେଇ…

ଖୁସିର ସଂସାରରେ ଲାଗିଗଲା ନଜର, ହୃଦଘାତରେ ସ୍ୱାମୀ ମୃତ୍ୟୁ, ଜୀବନ ହାରିଲେ ସ୍ତ୍ରୀ

ଲକ୍ଷ୍ନୌ: କିଛି ମୁହୁର୍ତ୍ତରେ ଉଜୁଡ଼ିଗଲା ହସଖୁସିର ସଂସାର । ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲାନି ସ୍ତ୍ରୀ  । ଦୁଃଖରେ ଜୀବନ ହାରିଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ । ବିବାହର ୩ ମାସରେ ଆରପାରିକୁ ଚାଲିଗଲେ ଏହି ନବଦମ୍ପତି । ହୃଦଘାତେର ସ୍ୱାମୀଙ୍କ…

ରାଜ୍ୟସଭା ନିର୍ବାଚନ ପାଇଁ ଜଣେ ବିଧାୟକ କେତୋଟି ଭୋଟ ଦେଇପାରିବେ, ଜାଣନ୍ତୁ କିପରି ହୁଏ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ୩ ଟି ରାଜ୍ୟର ୧୫ ଟି ସିଟ୍ ପାଇଁ ମତଦାନ ଚାଲିଛି । ଯେଉଁଥିରେ ଉତ୍ତରପ୍ରଦେଶରେ ୧୦ ଟି, କର୍ଣ୍ଣାଟକରେ ୪ ଟି ଏବଂ ହିମାଚଳ ପ୍ରଦେଶରେ ଗୋଟିଏ ସିଟ୍ ରହିଛି । କିନ୍ତୁ ଆପଣ ଜାଣନ୍ତି କି ରାଜ୍ୟସଭା ନିର୍ବାଚନରେ ​​ଜଣେ ବିଧାୟକ…