Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ

କ୍ୟାନବେରା: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ ୬୦ ବର୍ଷ ବୟସରେ ତାଙ୍କ ବାନ୍ଧବୀ ଜୋଡୀ ହେଡେନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଉଭୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଡେନ ହୀରାର ମୁଦି ପିନ୍ଧିଥିବା…

ସରିଲା ରିମାଣ୍ଡ, ଜେଲ ଗଲେ ହେମନ୍ତ

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚାର କାର୍ଯ୍ୟରତ ସଭାପତି ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଆଜି ଅର୍ଥାତ୍ ଗୁରୁବାର ଶେଷ ହୋଇଛି। ଏହା ପରେ ତାଙ୍କୁ ରାଞ୍ଚିରେ ଅବସ୍ଥିତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ପଠାଯାଇଛି। ଏହାପୂର୍ବରୁ ତାଙ୍କୁ ଫେବୃଆରୀ…

ଇଣ୍ଡିଆ ମେଣ୍ଟକୁ ବାଏ ବାଏ କହି ଏନଡିଏ ମୁହାଁ ଫାରୁକ୍ ଅବଦୁଲ୍ଲା!

ଜମ୍ମୁ:ଝଟକା ଉପରେ ଝଟକା ଖାଉଛି ଇଣ୍ଡିଆ ମେଣ୍ଟ। ପୁଣି ଏନଡିଏ ମୁହାଁ ହେଉଛନ୍ତି ଆଉ ଜଣେ ଗଠବନ୍ଧନର ସଦସ୍ୟ। ଏବେ ଚର୍ଚ୍ଚା ହେଉଛି ଯେ ଏନ୍‌ଡିଏରେ ସାମିଲ ହେବେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫ୍ରେନ୍ସ ମୁଖ୍ୟ ଫାରୁଖ ଅବଦ୍ଦୁଲା। ଏନେଇ ସେ ଆଜି ଇସାରା ଦେଇଛନ୍ତି।…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ

କୋଲକାତା:ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ। ଗୁରୁବାର ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ…

ବିଜେପିର ମଙ୍ଗଳ ପାଇଁ ମୋଦିଙ୍କୁ ଟିପ୍ସ ଦେଲେ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ:ନିର୍ବାଚନ ବଣ୍ଡକୁ ବାତିଲ କରିବା ପରେ ସୁପ୍ରମକୋର୍ଟଙ୍କ ଏହି ନିଷ୍ପତ୍ତି ଏବେ ରାଜନୀତିକୁ ସରଗରମ କରିଦେଇଛି। ସେ ବି ନିର୍ବାଚନ ଠିକ୍ ପୂର୍ବରୁ। ଯାହାକୁ ନେଇ ଏବେ ଉଷ୍ମ ରାଜନୀତି ମଧ୍ୟରେ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ଭଲ…

ନିର୍ବାଚନ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡ(ଇଲୋକ୍ଟ୍ରାଲ ବଣ୍ଡ)କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏହି ଯୋଜନା ବାତିଲ କରାଯିବା ଉଚିତ କି ନୁହେଁ ତାହା ଉପରେ ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ରାଜନୈତିକ ଦଳମାନଙ୍କୁ ଆର୍ଥିକ…

ପତ୍ନୀଙ୍କ ଦ୍ବାରା ମାନସିକ ନିର୍ଯାତନା ନେଇ ପୋଲିସ ଆଗରେ ଗୁହାରୀ କଲେ ମହାଭାରତ ଫେମ୍ ନୀତିଶ ଭରଦ୍ବାଜ

ଭୋପାଳ: ସବୁଠୁ ଲୋକପ୍ରିୟ ଟିଭି ସିରିଏଲ 'ମହାଭାରତ'ରେ ଭଗବାନ କୃଷ୍ଣଙ୍କ ଚରିତ୍ର ଅଭିନୟ କରିଥିବା ଅଭିନେତା ତଥା ରାଜନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ବିରୁଦ୍ଧରେ ଏକ ମାମଲା ଦାଏର କରିଛନ୍ତି । ଭେଟେରାନ୍ ଅଭିନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତିତ ହେଉଥିବା…

ଭାରତର ଏହି ତିନୋଟି ରାଜ୍ୟ ପୂରା ଦେଶକୁ ଯୋଗାଏ ସେଓ, ଜାଣନ୍ତୁ…

ଭୁବନେଶ୍ଵର: ସେଓ ଖାଇବା କାହାକୁ ବା ପସନ୍ଦ ନୁହେଁ । ଏହା କେବଳ ସ୍ଵାସ୍ଥ୍ୟପ୍ରଦ ନୁହେଁ ଅତି ସ୍ୱାଦିଷ୍ଟ ମଧ୍ୟ । କିନ୍ତୁ ଏହା ଏକ ଏପରି ଫଳ ଯାହାକୁ ସବୁବେଳେ କିମ୍ବା ସବୁ ସ୍ଥାନରେ ଚାଷ କରାଯାଇପାରିବ ନାହିଁ । କୁହାଯାଏ ଯେ ପ୍ରତିଦିନ ଏକ ସେଓ ଖାଇବା କୌଣସି ବି ବ୍ୟକ୍ତିକୁ ସୁସ୍ଥ ରଖିବାରେ…

୭୦ ବର୍ଷର ଲଭ୍ ଲେଟର୍; କବିତାରେ ଲେଖାହୋଇଛି ମନର କଥା

ନୂଆଦିଲ୍ଲୀ: ଦିନ ଥିଲା ପ୍ରେମ ପତ୍ର ଜରିଆରେ ଉଭୟ ପ୍ରେମିକ ଓ ପ୍ରେମିକା ନିଜ ହୃଦୟର କଥା ଲେଖୁଥିଲେ । ଆଉ ସେମାନଙ୍କ ପ୍ରେମ ମଧ୍ୟ ସେତିକି ଦୃଢ଼ ରହୁଥିଲା । ନିକଟରେ ଆମେରିକାରେ ୭୦ ବର୍ଷ ପୁରୁଣା ପ୍ରେମ ଚିଠି ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି। ମିଚିଗାନ୍ ବାସିନ୍ଦା ରିକ୍…

ଭାରତରେ ରହିଛି ଏକ ଏପରି ଗାଁ, ଯେଉଁଠିକୁ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମ: ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ ହଠାତ ଦେଖିବେ ଯେ ରାସ୍ତାରେ ଅନେକ ଗୁଡିଏ ପକ୍ଷୀ ମରି ପଡିଛନ୍ତି, ତାହେଲେ ଆପଣ ଭାବି ବସିବେ ପ୍ରାକୃତିକ ଦୁର୍ବିପାକ କିମ୍ବା ପବନରେ କୌଣସି ବିଷଧର ଗ୍ୟାସ ମିଶିବା ଦ୍ୱାରା ଏହିପରି ହୋଇଛି l କିନ୍ତୁ ଯଦି ଏହିପରି ଘଟଣା ପ୍ରତ୍ୟକ ବର୍ଷ…