Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିନକ ପାଇଁ ବାହାଘର, ବର ଦେବ ୪୦ ହଜାର ଟଙ୍କା

ବେଜିଂ: ବିଶ୍ୱାସ ନ ହେଲେ ବି ସତ । ବାହାଘର ତାହା ପୁଣି ଦିନକ ପାଇଁ.. । ଭାରତୀୟ ସମାଜରେ ବାହାଘରକୁ ଧୂମଧାମରେ ପାଳନ କରାଯିବ ସହ ୭ଜନ୍ମ ପାଇଁ ଏହାକୁ ପାଳନ କରିଥାନ୍ତି । ମାତ୍ର ଚୀନରେ କଥା ଭିନ୍ନ । ଏଠାକାର ହୁୱେଇର ଗ୍ରାମୀଣ ଅଂଚଳରେ ଦିନକ ପାଇଁ ବାହାଘର ହୋଇଥାଏ । ଏଥିପାଇଁ ସେମାନେ…

୨୬/୧୧ର ଲୋମଟାଙ୍କୁରା କାହାଣୀ…

ନୂଆଦିଲ୍ଲୀ : ୨୦୦୮ ମସିହା ଆଜିର ଦିନ । ସମୟ ପ୍ରାୟ ସନ୍ଧ୍ୟା ହୋଇ ଆସୁଥାଏ  । ମୁମ୍ବାଇ ମାଟିରେ ପାଦ ରଖିଥିଲେ ୧୦ ଆତଙ୍କବାଦୀ । ଏମାନେ ସମୁଦ୍ର ପଥରେ ପାକିସ୍ତାନରୁ ଆସି ତାଜ ହୋଟେଲରେ ଆଖିବୁଜା ଗୁଳିମାଡ଼ କରିଥିଲେ । ସେଦିନର ସେହି ଘଟଣା , ଏତେ ଭୟଙ୍କର ଥିଲା ଯେ , ସାରା ଭାରତକୁ ଦୋହଲାଇ…

ସାଙ୍ଗ ହୋଇ ଦୁଇ ସାଙ୍ଗ କାରରେ ବୁଲୁଥିଲେ, ସାଙ୍ଗ ହୋଇ ଚାଲିଗଲେ

ନୋଏଡ଼ା: ଶନିବାର ସକାଳେ ଦୁଇ ବନ୍ଧୁ, ଜଣେ ଇଞ୍ଜିନିୟର ଏବଂ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ ସନ୍ଦେହ କରୁଛି ଯେ କାରର ଏୟାର କଣ୍ଡିସନରରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥାଇପାରେ, ଯାହା ଆପେ ଆପେ କବାଟ ବନ୍ଦ କରିଦେଇଥିଲା, ଫଳରେ କାରରେ ଥିବା ଲୋକମାନେ ସେଠାରୁ…

ଏଥର କ୍ରିଜରେ ନୁହଁ, ରାସ୍ତାରେ ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି

ନୂଆଦିଲ୍ଲୀ: ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି । ଭାରତୀୟ କ୍ରିକେଟ୍ ତାରକା ମହମ୍ମଦ ସାମି ଉତ୍ତରାଖଣ୍ଡର ନୈନିତାଲ ନିକଟରେ ଏକ ପାହାଡ଼ିଆ ରାସ୍ତାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ। ଯାହାକୁ ସେ ତାଙ୍କ ସୋଶିଆଲ ମିଡିଆ…

୧୩ ଜଣ ଇସ୍ରାଏଲ ନାଗରିକ ଏବଂ ୪ ଥାଇ ନାଗରିକଙ୍କୁ ମୁକ୍ତ କଲା ହମାସ

ନୂଆଦିଲ୍ଲୀ:  ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପାଲେଷ୍ଟାଇନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଗାଜା ପଟିରେ ବନ୍ଧକ ରଖିଥିବା ଇସ୍ରାଏଲ ଏବଂ ବିଦେଶୀ ନାଗରିକଙ୍କ ଦ୍ୱିତୀୟ ଗୋଷ୍ଠୀକୁ ମୁକ୍ତ କରିଛି। ଇସ୍ରାଏଲ୍ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ପ୍ରଥମେ ହମାସ ଏହି ବିନିମୟରେ…

ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ଗୁଳିମାଡ଼

ଓଟାୱା: ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ହୋଇଛଇ ଗୁଳିମାଡ଼ । ତାଙ୍କର କାନାଡାସ୍ଥିତ ବଙ୍ଗଳା ଉପରେ ଶନିବାର ଏହି ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ ପାଇଁ କୁଖ୍ୟାତ ଅପରାଧିକ ଗୋଷ୍ଠୀ ଲରେନ୍ସ ବିଷ୍ଣୋଇ ଗ୍ରୁପ୍ ନିଜକୁ ଦାୟୀ କରିଛି । ଗିପ୍ପି ଗ୍ରେୱାଲଙ୍କ ବଙ୍ଗଳା କାନାଡାର…

ଇସ୍ରାଏଲର ଗୁପ୍ତଚର ସନ୍ଦେହ: ୩ ଜଣଙ୍କୁ ସର୍ବସାଧାରଣରେ ଫାଶୀ ଦେଲା ହମାସ୍‌

ଗାଜା: ଇସ୍ରାଏଲ ସୈନ୍ୟମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ପାଲେଷ୍ଟାଇନ ଗୋଷ୍ଠୀ ପଶ୍ଚିମ ତଟରେ ୩ ଜଣଙ୍କୁ ଫାଶୀ ଦେଇଛନ୍ତି । ସେମାନେ ହେଲେ ୩୧ ବର୍ଷୀୟ ହମଜା ମୁବାରକ ଓ ୨୯ ବର୍ଷୀୟ ଆଜମ ଜୁବ୍ରା । ଆଉ ଜଣଙ୍କର ପରିଚୟ ମିଳିନାହିଁ । ମୃତକମାନେ ଇସ୍ରାଏଲ ସେନାକୁ ସୂଚନା ଦେଇଥିବା ଅଭିଯୋଗ…

ଓଆରଓପିରେ ଅସଙ୍ଗତି ଅଭିଯୋଗ, ୧୨ ଘଣ୍ଟା ଧରି ପୂର୍ବତନ ସୈନିକଙ୍କ ପ୍ରତିବାଦ

ପଟିଆଲା: ଦେଶର ପୂର୍ବତନ ସୈନିକମାନେ 'ଏକ ପଦ ଏକ ପେନସନ' (ଓଆରଓପି) ଯୋଜନାରେ ଅସଙ୍ଗତି ଥିବା ଅଭିଯୋଗ ଆଣି ପଞ୍ଜାବର ପଟିଆଲାସ୍ଥିତ ଶମ୍ଭୁ ରେଳ ଷ୍ଟେସନରେ ଶନିବାର ପ୍ରାୟ ୧୨ ଘଣ୍ଟା ଧରି ରେଳ ଧାରଣାରେ ପ୍ରତିବାଦ କରିଥିଲେ। ସରକାରୀ ରେଳବାଇ ପୁଲିସ (ଜିଆରପି) ଅଧିକାରୀଙ୍କ କହିବାନୁସାରେ…

ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଅସୁସ୍ଥ,ପଠାଗଲା ଆବଶ୍ୟକ ଔଷଧ

ଉତ୍ତରକାଶୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୪ ଦିନ ହେଲା ଫସିଥିବା ୪୧ ଶ୍ରମିକ ଏବେ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ସେପଟେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ…

ସଂସଦରେ ଶୀତକାଳୀନ ଅଧିବେଶନ: ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ସ୍ୱରୂପ ସରକାର ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ବର୍ତ୍ତମାନ ନିର୍ବାଚନ…