Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାପା ହେବେ ଓୟୋର ପ୍ରତିଷ୍ଠାତା, ଖୁସି ଖବର ଦେଇ ଏଭଳି କିଛି ପୋଷ୍ଟ ସେୟାର କଲେ

ନୂଆଦିଲ୍ଲୀ: ବାପା ହେବାକୁ ଯାଉଛନ୍ତି ଅନଲାଇନ ହୋଟେଲ ବୁକିଂ ପ୍ଲାଟଫର୍ମ ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ । ସେ ତାଙ୍କ ଏକ୍ସ(ଟୁଇଟର) ହ୍ୟାଣ୍ଡେଲରେ ଏହି ଖୁସି ଖବର ସେୟାର କରିଛନ୍ତି । ରିତେଶ ତାଙ୍କ ପତ୍ନୀ ଗୀତାଶା ସୁଦଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସ୍ତ୍ରୀ…

ବିଜେପି ବିରୋଧରେ ଲଢ଼ିବେ ଏକନାଥ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ସିନ୍ଦେ ପୁଣି ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନରେ ହେବାକୁ ଥିବା ବିଧାନସଭା…

ତେଲେଙ୍ଗାନାରେ ବସରେ ବୁଲି ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନା ନିର୍ବାଚନ ପାଇଁ ଲଢେଇ ଦିନକୁ ଦିନ ତୀଵ୍ର ହେଉଥିବା ବେଳେ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି କ୍ରମରେ ଦଳ ତେଲେଙ୍ଗାନାର ୧୧୯ ବିଧାନସଭା ସିଟ ମଧ୍ୟରୁ ୬୦ ଟି ସିଟ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଥିବା କୁହାଯାଉଛି। ଏମପି ମୁରଲୀଧରନଙ୍କ…

ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ…ଧ୍ୱଂସ ସ୍ତପ ଭିତରେ ମରି ଶୋଇଛି ମା’, ସ୍ତନ୍ୟପାନ କରି ଚାଲିଛି ମାସକର ଶିଶୁ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧକ୍ଷେତ୍ରରୁ ଆସୁଛି ଭୟଙ୍କର ଦୃଶ୍ୟ । ଶୁଣିଲେ ଆଖି ଓଦା ହୋଇଯିବ ।  ଶ୍ୱାସରୁଦ୍ଧ ହୋଇଯିବ । ଯୁଦ୍ଧର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଇସ୍ରାଏଲ-ପାଲେଷ୍ଟାଇନର ମାଟ ଆଉ ଆକାଶ ହିଁ କହିବ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ଦେଶର…

ଇସ୍ରାଏଲ-ହମାସ ଯୁଦ୍ଧ: ଖବର ସଂଗ୍ରହ ବେଳେ ଚାଲିଗଲା ରଏଟର୍ସ ସାମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ : ଗତ ସପ୍ତାହରୁ ଇସ୍ରାଏଲ ଏବଂ ହାମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି  । ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  ।  ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ୬ ଜଣ ସାମ୍ବାଦିକ ଆହତ…

ଥରିଲା ଗୁଜରାଟ, ମ୍ୟାଚ ବେଳେ ଛନକା ପଶାଇଲା ଭୂକମ୍ପ ଝଟକା

ଅହମଦାବାଦ: ମ୍ୟାଚ ପୂର୍ବରୁ ଥରିଲା ଗୁଜରାଟ । ଗୁଜୁରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ  ଗୁଜୁରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୨.୬ ରେକର୍ଡ…

ଖାଇବା ତେଲ ଗୋଦାମରେ ନିଆଁ, ହୁତୁହୁତୁ ହୋଇ ଜଳିଗଲା ଗୋଦାମ

କୋଲକତା: ପଶ୍ଚିମବଙ୍ଗ ହାଓ୍ବଡାସ୍ଥିତ ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ତ । ହୁତୁହୁତୁ ହୋଇ ଜଳିଗଲା ଗୋଦାମ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛି । ନିଆଁ ଲିଭା କାର୍ଯ୍ୟରେ ଦଳକଳ ବାହିନୀର ମୋଟ ୧୧ଟି ଗାଡ଼ି ନିୟୋଜିତ ଥିବା ଜଣାପଡ଼ିଛି…

ବିଜେପି ସରକାର ୪୦% କମିସନ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା କର୍ଣ୍ଣାଟକର ଠିକାଦାରଙ୍କ ଘରୁ ୪୦ କୋଟି ଜବତ!

ବେଙ୍ଗାଲୁରୁ: କର୍ଣ୍ଣାଟକର ଅନେକ ଠିକାଦାରଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗ ପକ୍ଷରୁ ଗତକାଲି ଗୁରୁବାର ଠାରୁ ଚଢ଼ାଉ ଓ ଜବତ ଅଭିଯାନ ଜାରି ରହିଛି। ଏହି ଚଢ଼ାଉକୁ ନେଇ କର୍ଣ୍ଣାଟର ରାଜନୀତିରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏହି ରେଡ୍ ବାବଦରେ ଆଇଟି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି…

ଅପରେସନ୍ ଅଜୟ: ଦ୍ବିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ

ନୂଆଦିଲ୍ଲୀ : ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେ ସ୍ବଦେଶ ଫେରିଲେ ଭାରତୀୟ । ଦୁଇ ଶିଶୁଙ୍କ ସମେତ ୨୩୫ ଭାରତୀୟ ନାଗରିକଙ୍କୁ ନେଇ ଏହି ସ୍ବତନ୍ତ୍ର ବିମାନ ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି  ।  ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡିଥିଲା  । ବୈଦେଶିକ…

ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ପ୍ରଥମ ମୋବାଇଲ ଟାୱାର : ବିଏସଏନଏଲ ସହ ମିଶି ନିର୍ମାଣ କଲା ଭାରତ

ନୂଆଦିଲ୍ଲୀ :  ଦେଶ ସ୍ବାଧୀନତାର ୭୬ ବର୍ଷ ପରେ  ସିଆଚେନ୍ ଗ୍ଲାସିଅରରେ ପ୍ରଥମ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ।  ଯାହାକି ୧୫, ୫୦୦ ଫୁଟରୁ ଅଧିକ ଉଚ୍ଚରେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ଅଟେ  । ବିଏସଏନଏଲ ସହଯୋଗିତାରେ ଭାରତୀୟ ସେନା ପ୍ରଥମ ଥର ଏହି ମୋବାଇଲ ଟାୱାର ସ୍ଥାପନ କରିଛି…