Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିଂସା ଓ ଅଶାନ୍ତି ଭିତରେ ମଣିପୁର ଗସ୍ତ କରୁନଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ : ମଣିପୁରର ରାଜରାସ୍ତାରେ ଛାତ୍ରମାନଙ୍କ ଦ୍ୱାରା ହିଂସା ଏବଂ ବିରୋଧ ପ୍ରଦର୍ଶନ ଜାରି ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦଳ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଉଛି ଯେ ସେ ଗତ ମାସରେ ସଂସଦରେ…

ଡେଙ୍ଗୁ ସ୍ଥିତି ଏବଂ ଏହାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ଡେଙ୍ଗୁ ଜ୍ୱର ପ୍ରାଦୁର୍ଭାବ, ଏହାର ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଏବେ ଦେଶବ୍ୟାପୀ ଡେଙ୍ଗୁର ପ୍ରାଦୁର୍ଭାବ ବଢିଥିବାରୁ ଏହାର ନିୟନ୍ତ୍ରଣ ଏବଂ…

କେଜ୍ରିଓ୍ବାଲଙ୍କ ବାସଭବନ ସୌନ୍ଦର୍ଯ୍ୟକରଣ ନାଁରେ ଅନିୟମିତତା ଅଭିଯୋଗ, ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାରୀ ବାସଭବନର ନବୀକରଣରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସରକାରଙ୍କ ଅଜ୍ଞାତ ସରକାରୀ କର୍ମଚାରୀଙ୍କ ବିରୋଧରେ ଅନିୟମିତତା ଓ ଅସଦାଚରଣ…

ଘୃଣା ମନ୍ତବ୍ୟ ଦେଇଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧିଙ୍କ ବିରୋଧରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ଚେନ୍ନାଇ: ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ବିରୋଧରେ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଷ୍ଟାଲିନଙ୍କ ମନ୍ତବ୍ୟ ଘୃଣା ଭାଷଣ ବୋଲି…

୬ ମାସ ଯାଏ ମଣିପୁରକୁ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କଲେ ସରକାର

ଇମ୍ଫାଲ:ସମଗ୍ର ମଣିପୁରକୁ ପୁରା ୬ ମାସ ଯାଏ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କଲେ ମଣିପୁର ସରକାର । ଆର୍ମଡଫୋର୍ସେସ ସ୍ପେସିଆଲ ପାୱର ଆକ୍ଟ ଅନୁସାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖିବା ପରେ ବୁଧବାର ଏପରି ଘୋଷଣା କରିଛନ୍ତି ସରକାର । ତେବେ ଏଥିରୁ ୧୯ଟି ଥାନା ଅଞ୍ଚଳକୁ ବାଦ ଦିଆ ଯାଇଛି ।…

ରୋବୋଟିକ୍ସ ଗ୍ୟାଲେରୀରେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପରଷିଲା ରୋବର୍ଟ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି । ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ…

ମୋଦିଙ୍କ ପୂର୍ବରୁ ରାହୁଲ ରାମ ମନ୍ଦିରରେ ପୂଜା ସାରିଦେବେ !

ଭୁବନେଶ୍ୱର: ଆସନ୍ତାବର୍ଷ ଜାନୁଆରୀ ମାସରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେବ। ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ମାଧ୍ୟମରେ ବିଜେପି ଦେଶବ୍ୟାପୀ ମାହୋଲ ତିଆରି କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି। ଏପରିକି ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ଲୋକମାନଙ୍କୁ ଅଯୋଧ୍ୟା…

କୁକୁର ବୁଲାଇବା ପାଇଁ ଷ୍ଟାଡିୟମ ଖାଲି କରିଥିବା ଆଇଏଏସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ:ଆଇଏଏସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଆଇଏଏସ ଅଫିସର ଜଣକ ଷ୍ଟାଡିଅମ ଖାଲି କରି ନିଜର କୁକୁରଙ୍କୁ ବୁଲାଉଥିଲେ । ଏହି ସୌକିକ ଅଫିସର ଜଣକ ହେଲେ ରିଙ୍କୁ ଡୁଗ୍ଗୁ । ୧୯୯୪ ବ୍ୟାଚର ଅଫସର । ତାଙ୍କୁ ଫଣ୍ଡାମେଣ୍ଟାଲ ରୁଲ୍ସ ୫୬(ଜେ) ଅନୁଯାୟୀ ବାଧ୍ୟତାମୂଳକ ଅବସର…

୩୭୫ ବର୍ଷ ପରେ ଜିଲାଣ୍ଡିଆ ନାମକ ମହାଦ୍ୱୀପ ଥିବାର ମିଳିଲା ପ୍ରମାଣ

ନୂଆଦିଲ୍ଲୀ:  ଜିଓସାଂଇଟିଷ୍ଟ ବିଶ୍ୱର ୮ମ ମହାଦ୍ୱୀପ ଖୋଜି ବାହାର କରିଛନ୍ତି । ଏହାର ନାମ ଜିଲାଣ୍ଡିଆ ରଖାଯାଇଛି । ୩୭୫ ବର୍ଷ ତଳେ ଏ ନେଇ ତଥ୍ୟା ପ୍ରକାଶ ପାଇଥିଲେ ମଧ୍ୟ ପ୍ରମାଣିତ କରାଯାଇ ପାରି ନ ଥିଲା । ନିକଟରେ ଗବେଷକମାନେ ପ୍ରମାଣ କରିଛନ୍ତି ଏହି ଜିଲାଣ୍ଡିଆ ୫୦ ଲକ୍ଷ ସ୍କ୍ୱାୟର କିମି…