Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉଜେୟନୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଅଟୋ ଚାଳକ ଗିରଫ

ଇନ୍ଦୋର: ନାବାଳିକା ଦୁଷ୍କର୍ମ ମାମଲାରେ ଅଟୋ ରିକ୍ସା ଚାଳକ ଗିରଫ। ଉଜ୍ଜେୟନୀ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ଜଣେ ଅଟୋ ଚାଳକ। ଯାହାଙ୍କ ଅଟୋରେ ଦୁଷ୍କର୍ମ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଗିରଫ ହେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଯଦି ଏଥର ଯାଞ୍ଚରେ କିଛି ନମିଳେ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ? : କେଜ୍ରିୱାଲ

ନୂଆଦିଲ୍ଲୀ: ଘର ମରାମତି ମାମଲାରେ ସିବିଆଇ ତଦନ୍ତ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଯେ ଯଦି ଏଥର ତଦନ୍ତରେ କିଛି ମିଳୁନାହିଁ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ ? ଏହା ପ୍ରଥମ ଘଟଣା…

ରମେଶ ବିଧୁଡ଼ୀଙ୍କୁ ମିଳିଲା ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ। ରାଜନେତାଙ୍କର ଚାଲିଛି ଜୋରସୋର ପ୍ରଚାର ପ୍ରସାର। ଏହାରି ଭିତରେ ବିଏସପି ସାଂସଦ ଦାନିଶ ଅଲିଙ୍କ ଉପରେ ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ବିଜେପି ରମେଶ ବିଧୁଡ଼ୀଙ୍କୁ ଟୋଙ୍କ ଜିଲ୍ଲାର…

ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥ ହେବ ଚକାଚକ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥ ଚକାଚକ ହେବ। ବର୍ଷ ଶେଷ ସୁଦ୍ଧା ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସମସ୍ତ ଜାତୀୟ ରାଜପଥକୁ ଗର୍ତ୍ତମୁକ୍ତ କରିବା ପାଇଁ 2023 ଡିସେମ୍ବର ଯାଏଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏକ…

ଲିଙ୍ଗଗତ ସମାନତାର ଅଗ୍ରଗତି ଓ ଯୁବଶକ୍ତିକୁ ସଶକ୍ତ କରିବା ନେଇ CRIIIO 4 ଗୁଡ଼ ମଡ୍ୟୁଲ୍ ଲଞ୍ଚ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍ (Criiio 4…

ବାଂଲାଦେଶ କୂଳରେ ମାରାତ୍ମକ, ବିଷାକ୍ତ ଜାହଜକୁ ଛାଡି ଦେଉଛି ୟୁରୋପୀୟ କମ୍ପାନୀ

ଢ଼ାକା: ହ୍ୟୁମାନ ରାଇଟ୍ସ ୱାଚ ଗୁରୁବାର ବାଂଲାଦେଶର ସମୂଦ୍ରକୂଳରେ ୟୁରୋପୀୟ କମ୍ପାନୀ ଛାଡି ଦେଉଥିବା ଜାହଜକୁ ନେଇ ଚିନ୍ତା ବ୍ୟକ୍ତ କରିଛି । ଏହି ଜାହଜଗୁଡିକ ମାରାତ୍ମକ ଓ ବିଷାକ୍ତ କହିଲେ ଭୁଲ ହେବନି । ଏହି ଜାହଜ ସଂସ୍ପର୍ଶରେ ଆସିଲେ କ୍ୟାନସର ପରି ମାରାତ୍ମକ ରୋଗ ହେବା ଆଶଙ୍କା ରହିଛି ।…

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୯ଜଣଙ୍କ ଜୀବନ

ପାକିସ୍ତାନ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଚାଲିଗଲା ଗୋଟିଏ ପରିବାରର ୯ ଜଣଙ୍କ ଜୀବନ । ଘରବାହାରୁ ମିଳିଥିବା ରକେଟ ସେଲରେ ଖେଳୁଥିବା ସମୟରେ ଘଟିଛି ଏହି ବିସ୍ଫୋରଣ । ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ…

ପୁଣି କୋଟାରେ ଜୀବନ ହାରିଲେ ଛାତ୍ର; ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ

କୋଟା:କୋଟାରେ ପୁଣି ଜଣେ ଛାତ୍ର ଜୀବନ ହାରିଲେ । ସେଠାରେ ରହି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଛାତ୍ର ଜଣକ ଗତକାଲି ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାଁ ତନବୀର ଏବଂ ସେ ଉତ୍ତରପ୍ରଦେଶ ନିବାସୀ । ତେବେ ସେ କୌଣସି କୋଚିଂ ସଂସ୍ଥାରେ ପଢୁ ନ ଥିଲେ ।…

ପରଲୋକରେ କୃଷି ବିଜ୍ଞାନୀ ତଥା ‘ସବୁଜ ବିପ୍ଳବ’ର ପୁରୋଧା ଏମଏସ ସ୍ବାମୀନାଥନ୍‌

ଚେନ୍ନାଇ: ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ମୁଖ୍ୟ ଏମଏସ ସ୍ବାମୀନାଥନ୍‌ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ୯୮ ବର୍ଷ ବୟସରେ  ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପୂର୍ବାହ୍ନ ୧୧ଟା ୨୦ରେ  ଦେହାନ୍ତ ହୋଇଛି । ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ…

ସରକାରଙ୍କୁ ଆଣବିକ ବୁଡ଼ାଜାହାଜ ଓ ବିମାନ ପରିବହନକାରୀ ମାଗିଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଚୀନ୍‌ର ନୌସେନା ଭାରତ ମହାସାଗରରେ ପ୍ରବେଶ କରୁଛି। ଏହାକୁ ଧ୍ୟାନରେ ରଖି ଭାରତୀୟ ନୌସେନା ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି। ନୌସେନା ସରକାରଙ୍କୁ ଆଉ ଗୋଟିଏ ବିମାନ ପରିବହନକାରୀ, ତିନୋଟି ଆଣବିକ ଚାଳିତ ବୁଡ଼ାଜାହାଜ ଏବଂ ଛଅଟି ଡିଜେଲ-ଇଲେକ୍ଟ୍ରିକ୍ ପାରମ୍ପାରିକ…